ଜାଣିଛନ୍ତି କି ଦିଲ୍ଲୀ ବ୍ୟତୀତ ଆଉ କେଉଁଠି ଅଛି ରାଷ୍ଟ୍ରପତି ଭବନ?

କିଏ ହେବ ଭାରତର ତ୍ରୟୋଦଶ ରାଷ୍ଟ୍ରପତି। ସେଥିପାଇଁ ଆସନ୍ତା ୧୭ ତାରିଖରେ ନିର୍ବାଚନ ହେବ। ସେ ନେଇ ଦେଶବାସୀଙ୍କ ମଧ୍ୟର ଉତ୍କଣ୍ଠା ଲାଗିରହିଛି। ରାଷ୍ଟ୍ରପତି ହେଉଛନ୍ତି ଦେଶର ପ୍ରଥମ ନାଗରୀକ। ସମ୍ବିଧାନ ତାଙ୍କୁ ରାଷ୍ଟ୍ରମୁଖ୍ୟର ମାନ୍ୟତା ଦେଇଛି। ଆମେ ସମସ୍ତେ ଜଣନ୍ତି ଯେ, ଭାରତର ରାଷ୍ଟ୍ରପତି ଦିଲ୍ଲୀସ୍ଥିତ ବିଳାସମୟ ୩୪୦ କୋଠରୀ ବିଶିଷ୍ଟ ରାଷ୍ଟ୍ରପତି ଭବନରେ ରହିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି ରାଜଧାନୀ ଦିଲ୍ଲୀକୁ ଛାଡିଦେଲେ ଦେଶର ଆଉକିଛି ସ୍ଥାନରେ ବି ରହିଛି ରାଷ୍ଟ୍ରପିତ ଭବନ। […]

President-house-of-India

President-house-of-India

Rakesh Mallick
  • Published: Monday, 10 July 2017
  • Updated: 10 July 2017, 10:26 PM IST

Sports

Latest News

କିଏ ହେବ ଭାରତର ତ୍ରୟୋଦଶ ରାଷ୍ଟ୍ରପତି। ସେଥିପାଇଁ ଆସନ୍ତା ୧୭ ତାରିଖରେ ନିର୍ବାଚନ ହେବ। ସେ ନେଇ ଦେଶବାସୀଙ୍କ ମଧ୍ୟର ଉତ୍କଣ୍ଠା ଲାଗିରହିଛି। ରାଷ୍ଟ୍ରପତି ହେଉଛନ୍ତି ଦେଶର ପ୍ରଥମ ନାଗରୀକ। ସମ୍ବିଧାନ ତାଙ୍କୁ ରାଷ୍ଟ୍ରମୁଖ୍ୟର ମାନ୍ୟତା ଦେଇଛି। ଆମେ ସମସ୍ତେ ଜଣନ୍ତି ଯେ, ଭାରତର ରାଷ୍ଟ୍ରପତି ଦିଲ୍ଲୀସ୍ଥିତ ବିଳାସମୟ ୩୪୦ କୋଠରୀ ବିଶିଷ୍ଟ ରାଷ୍ଟ୍ରପତି ଭବନରେ ରହିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି ରାଜଧାନୀ ଦିଲ୍ଲୀକୁ ଛାଡିଦେଲେ ଦେଶର ଆଉକିଛି ସ୍ଥାନରେ ବି ରହିଛି ରାଷ୍ଟ୍ରପିତ ଭବନ। ଆସନ୍ତୁ ଜାଣିବା ଦିଲ୍ଲୀ ବ୍ୟତୀତ ଆଉ କେଉଁଠି ଅଛି ରାଷ୍ଟ୍ରପତି ଭବନ।

Rashtrapati-Bhawan-Shimlaପ୍ରେସିଡେନ୍ସିଆଲ ରିଟ୍ରିଟ: ହିମାଚଳ ପ୍ରଦେଶ ସିମଲାରେ ଥିବା ମସୋବରା ପାହାଡ଼ ଉପରେ ରହିଛି ପ୍ରେସିଡେନ୍ସିଆଲ ରିଟ୍ରିଟ୍ ନାମରେ ଏକ ପ୍ରାସାଦ। ଯାହାକୁ ରାଷ୍ଟ୍ରପତିଙ୍କ ଦ୍ୱିତୀୟ ଠିକଣା ବୋଲି କୁହାଯାଇଥାଏ। ଏହାକୁ ଲର୍ଡ ଡେଲହାଉସି ୧୮୫୦ ମସିହାରେ ନିର୍ମାଣ କରାଇଥିଲେ। ପରମ୍ପରା ଅନୁଯାୟୀ, ରାଷ୍ଟ୍ରପତି ଏହି ଘରେ ରହିବାକୁ ପ୍ରତିବର୍ଷ ଏଠାକୁ ଆସନ୍ତି। ସମ୍ପୂର୍ଣ୍ଣ କାଠରେ ନିର୍ମିତ ହୋଇଥିବା ଏହି ଭବନଟି ପାଖାପାଖି ୭୦୦୦ ଫୁଟ ଉଚ୍ଚରେ ରହିଛି। ୩୦୦ ଏକର ଜଙ୍ଗଲ ଜମିରେ ପରିବ୍ୟାପ୍ତ ଏହି ଭବନରେ ରହିଛି ୧୬ଟି ଭବ୍ୟ କୋଠରୀ। ସାଧାରଣତଃ ଗରମ ଦିନରେ ରାଷ୍ଟ୍ରପତି ସପ୍ତାହକ ପାଇଁ ଏଠାରେ ରହିଥାନ୍ତି।

nilayamରାଷ୍ଟ୍ରପତି ନୀଳୟମ୍: ତେଲେଙ୍ଗାନା ରାଜ୍ୟର ସିକନ୍ଦରାବାଦ ସହରରେ ରହଛି ରାଷ୍ଟ୍ରପତିଙ୍କ ତୃତୀୟ ଠିକଣା। ୧୯୫୫ ମସିହାରେ ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ତେଲେଙ୍ଗ।ନା ଅଞ୍ଚଳରେ ରାଷ୍ଟ୍ରପତି ଭବନ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ସେବେଠାରୁ ଏହାକୁ ରାଷ୍ଟ୍ରପତିଙ୍କ ତୃତୀୟ ଠିକଣା ଭାବରେ ଗ୍ରହଣ କରାଯାଇଛି।  ଏହି ଭବନକୁ ୧୮୬୦ ମସିହାରେ ହାଇଦ୍ରାବାଦର ନିଜାମ୍- ନଜିର ଅଦୌଲ୍ଲା ନିର୍ମାଣ କରିଥିଲେ।  ୧୦୧ ଏକର ଜମିରେ ନିର୍ମିତ ଏହି ପ୍ରାସାଦରେ ରହିଛି ୧୬ଟି କୋଠରୀ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story