ହାଇଡ୍ରାମା ପରେ ରାବ୍ରୀ ଦେବୀଙ୍କ ଘରକୁ ଯିବାକୁ ଅନୁମତି ପାଇଲେ ଐଶ୍ୱର୍ଯ୍ୟା

ପାଟନା: ଦୀର୍ଘ ଘଣ୍ଟାର ହାଇଡ୍ରାମା ଓ ପୁଲିସ୍‌ର ହସ୍ତକ୍ଷେପ ପରେ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କୁ ରାବ୍ରୀ ଦେବୀଙ୍କ ସରକାରୀ ବାସଭବନରେ ପ୍ରବେଶ ପାଇଁ ଅନୁମତି ମିଳିଛି। ତେଜ ପ୍ରତାପ ଓ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ଛାଡ଼ପତ୍ର ସଂକ୍ରାନ୍ତ ମାମଲା ଏବେ କୋର୍ଟରେ ଚାଲୁ ରହିଛି। ଏହା ସତ୍ତ୍ୱେ ଐଶ୍ୱର୍ଯ୍ୟା ରାବ୍ରୀ ଦେବୀଙ୍କ ସରକାରୀ ବାସଭବନରେ ରହୁଥିଲେ। ତେବେ କିଛି ଦିନ ତଳେ ସେ ଲୁହ ଭିଜା ଆଖିରେ ଘର […]

o

o

Hemant Lenka
  • Published: Monday, 30 September 2019
  • Updated: 30 September 2019, 08:52 PM IST

Sports

Latest News

ପାଟନା: ଦୀର୍ଘ ଘଣ୍ଟାର ହାଇଡ୍ରାମା ଓ ପୁଲିସ୍‌ର ହସ୍ତକ୍ଷେପ ପରେ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କୁ ରାବ୍ରୀ ଦେବୀଙ୍କ ସରକାରୀ ବାସଭବନରେ ପ୍ରବେଶ ପାଇଁ ଅନୁମତି ମିଳିଛି।

ତେଜ ପ୍ରତାପ ଓ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ଛାଡ଼ପତ୍ର ସଂକ୍ରାନ୍ତ ମାମଲା ଏବେ କୋର୍ଟରେ ଚାଲୁ ରହିଛି। ଏହା ସତ୍ତ୍ୱେ ଐଶ୍ୱର୍ଯ୍ୟା ରାବ୍ରୀ ଦେବୀଙ୍କ ସରକାରୀ ବାସଭବନରେ ରହୁଥିଲେ। ତେବେ କିଛି ଦିନ ତଳେ ସେ ଲୁହ ଭିଜା ଆଖିରେ ଘର ଛାଡ଼ିଥିଲେ। ଗତକାଲି ଠାରୁ ସେ ପୁଣିଥରେ ରାବ୍ରୀ ଦେବୀଙ୍କ ବାସଭବନକୁ ଯିବାକୁ ଚାହିଁଥିଲେ। କିନ୍ତୁ ଏଥିପାଇଁ ରାବ୍ରୀ ଦେବୀ ଅନୁମତି ଦେଇ ନଥିଲେ।

ଫଳରେ ଐଶ୍ୱର୍ଯ୍ୟା ତାଙ୍କ ଘର ବାହାରେ ଦୀର୍ଘ ସମୟ ଧରି ଧାରଣାରେ ବସିଥିଲେ। ଐଶ୍ୱର୍ଯ୍ୟାୟଙ୍କ ସହ ତାଙ୍କ ବାପା ଚନ୍ଦ୍ରିକା ରାୟ ଓ ମା’ ପୂର୍ଣ୍ଣିମା ରାୟ ମଧ୍ୟ ଧାରଣା ଦେଇଥିଲେ। ଖାଲି ଐଶ୍ୱର୍ଯ୍ୟାଙ୍କ ପରିବାର ଲୋକ ନୁହନ୍ତି, ଚନ୍ଦ୍ରିକାଙ୍କ ସମର୍ଥକମାନେ ଧାରଣରେ ବସି ଲାଲୁ ଓ ରାବ୍ରୀଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ।

ଶେଷରେ ଡିଜିପି ଏଥିରେ ହସ୍ତକ୍ଷେପ କରିବା ପରେ ରାବ୍ରୀ ଦେବୀ ବୋହୂ ଐଶ୍ୱର୍ଯ୍ୟାଙ୍କୁ ଘରକୁ ନେଇଥିଲେ। ଐଶ୍ୱର୍ଯ୍ୟା ଓ ତେଜପ୍ରତାପ ୨୦୧୮ ମସିହା ମେ’ ମାସରେ ପରସ୍ପରକୁ ବିବାହ କରିଥିଲେ। ଏହାର କିଛି ଦିନ ପରେ ଉଭୟ ପରସ୍ପରକୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ। ଏହି ମାମଲା କୋର୍ଟରେ ବିଚରାଧୀନ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story