କଂଗ୍ରେସ ଛାଡ଼ି ଶିବସେନାରେ ଯୋଗଦେବେ ପ୍ରିୟଙ୍କା

ନୂଆଦିଲ୍ଲୀ: କଂଗ୍ରେସର ସମସ୍ତ ପଦ ସହ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ତେବେ ଆଜି ପ୍ରିୟଙ୍କା ଶିବସେନାରେ ଯୋଗଦେବେ ବୋଲି ସୂଚନା ମିଳିଛି। ଗତ ୧୭ ତାରିଖରେ ପ୍ରିୟଙ୍କା ଟ୍ବିଟ୍‌ କରି ଦଳ ପ୍ରତି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଦଳରେ ଗୁଣ୍ଡାମାନଙ୍କୁ ପ୍ରାଥମିକତା ଦିଆଯାଉଥିବା ସେ ଦର୍ଶାଇଥିଲେ। Sanjay Raut,Shiv Sena: Priyanka Chaturvedi will join […]

priyanka chaturvedi

priyanka chaturvedi

Subhransu Sekhar
  • Published: Friday, 19 April 2019
  • Updated: 19 April 2019, 01:45 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସର ସମସ୍ତ ପଦ ସହ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ତେବେ ଆଜି ପ୍ରିୟଙ୍କା ଶିବସେନାରେ ଯୋଗଦେବେ ବୋଲି ସୂଚନା ମିଳିଛି। ଗତ ୧୭ ତାରିଖରେ ପ୍ରିୟଙ୍କା ଟ୍ବିଟ୍‌ କରି ଦଳ ପ୍ରତି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଦଳରେ ଗୁଣ୍ଡାମାନଙ୍କୁ ପ୍ରାଥମିକତା ଦିଆଯାଉଥିବା ସେ ଦର୍ଶାଇଥିଲେ।

ସୂଚନାଯୋଗ୍ୟ ଯେ, ରାଫେଲ ଦୁର୍ନୀତି ପ୍ରସଙ୍ଗରେ ପ୍ରିୟଙ୍କା ଉତ୍ତର ପ୍ରଦେଶର ମଥୁରାରେ ପ୍ରେସ କନଫରେନସ କରିବା ପାଇଁ ଯାଇଥିଲେ। ହେଲେ ସେଠାରେ ସେ ନିଜ ଦଳର କଂଗ୍ରେସ କର୍ମୀଙ୍କ ଦ୍ବାରା କମେଣ୍ଟ ମରାର ଶିକାର ହୋଇଥିଲେ। ଏହାପରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା।

ଏହାପରେ ପଶ୍ଚିମ ଉତ୍ତର ପ୍ରଦେଶର ପ୍ରଭାରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ହସ୍ତକ୍ଷେପ ପରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିବା କଂଗ୍ରେସ କର୍ମୀଙ୍କ ଉପରୁ ପ୍ରତିବନ୍ଧକ ହଟାଯାଇଥିଲା। ଏହାକୁ ନେଇ ପ୍ରିୟଙ୍କା ଅସନ୍ତୋଷ ପ୍ରକାଶ କରିଥିଲେ। ଏମିତିକି ନିର୍ବାଚନ ଲଢ଼ିବା ପାଇଁ ପ୍ରିୟଙ୍କା ଆଶା ରଖିଥିବା ବେଳେ ଏଥର ଟିକଟ ମିଳନଥିବାରୁ ସେ ଅସନ୍ତୁଷ୍ଟ ଥିଲେ ବୋଲି ମଧ୍ୟ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ବର୍ତ୍ତମାନ ସେ ଟ୍ବିଟର ପ୍ରୋଫାଇଲରେ ନିଜକୁ ଜଣେ ‘କଲ୍‌ମନିଷ୍ଟ-ବ୍ଲଗର-ମଦର’ ବୋଲି ଦର୍ଶାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story