ରାଜ୍ୟସଭା ନିର୍ବାଚନ ଜିତିଲେ ଅହମ୍ମଦ ପଟେଲ; ବିଜେପିକୁ ଝଟକା 

ଗାନ୍ଧିନଗର: ଗୁଜରାଟ ରାଜ୍ୟସଭା ନିର୍ବାଚନରେ ବିଜେପିକୁ ଶକ୍ତ ଧକ୍କା ଲାଗିଛି। ଏକମାତ୍ର କଂଗ୍ରେସ ପ୍ରାର୍ଥୀ ତଥା ସୋନିଆ ଗାନ୍ଧିଙ୍କ ରାଜନୈତିକ ସଚିବ ଅହମ୍ମଦ ପଟେଲଙ୍କୁ ରୋକିବା ପାଇଁ   ବିଜେପି ଯେଉଁ ଉଦ୍ୟମ ଚଳାଇଥିଲା ସେଥିରେ ବିଫଳ ହୋଇଛି। ୪୪ଟି ଭୋଟ ପାଇ ପୁଣି  ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି  ଅହମ୍ମଦ ପଟେଲ। ପଞ୍ଚମ ଥର ପାଇଁ ସେ  ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଗତକାଲି ରାଜ୍ୟସଭା ନିର୍ବାଚନକୁ ନେଇ ଦିନତମାମ ଚାଲିଥିଲା ହାଇଭୋଲଟେଜ ଡ୍ରାମା। ବିଜେପି ଓ କଂଗ୍ରେସ ମଧ୍ୟରେ […]

ahmedpatel-

ahmedpatel-

Rakesh Mallick
  • Published: Wednesday, 09 August 2017
  • Updated: 09 August 2017, 07:27 AM IST

Sports

Latest News

ଗାନ୍ଧିନଗର: ଗୁଜରାଟ ରାଜ୍ୟସଭା ନିର୍ବାଚନରେ ବିଜେପିକୁ ଶକ୍ତ ଧକ୍କା ଲାଗିଛି। ଏକମାତ୍ର କଂଗ୍ରେସ ପ୍ରାର୍ଥୀ ତଥା ସୋନିଆ ଗାନ୍ଧିଙ୍କ ରାଜନୈତିକ ସଚିବ ଅହମ୍ମଦ ପଟେଲଙ୍କୁ ରୋକିବା ପାଇଁ   ବିଜେପି ଯେଉଁ ଉଦ୍ୟମ ଚଳାଇଥିଲା ସେଥିରେ ବିଫଳ ହୋଇଛି। ୪୪ଟି ଭୋଟ ପାଇ ପୁଣି  ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି  ଅହମ୍ମଦ ପଟେଲ। ପଞ୍ଚମ ଥର ପାଇଁ ସେ  ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।

ଗତକାଲି ରାଜ୍ୟସଭା ନିର୍ବାଚନକୁ ନେଇ ଦିନତମାମ ଚାଲିଥିଲା ହାଇଭୋଲଟେଜ ଡ୍ରାମା। ବିଜେପି ଓ କଂଗ୍ରେସ ମଧ୍ୟରେ ଛକାପଞ୍ଝା ଚାଲିଥିଲା। କଂଗ୍ରେସର ଦୁଇ ବିଦ୍ରୋହୀ ବିଧାୟକ ରାଘବ ପଟେଲ ଓ ଭୋଲା ଭାଇ ପଟେଲ ଅହମ୍ମଦଙ୍କ ବିପକ୍ଷରେ ଭୋଟ ଦେଇଥିଲେ। କିନ୍ତୁ ଏମାନେ ବାଲଟ୍ ପେପର ବିଜେପି ଏଜେଣ୍ଟଙ୍କୁ ଦେଖାଇ ଥିବା ଅଭିଯୋଗ କରି ଏହି ଦୁଇଟି ଭୋଟ୍ ରଦ୍ଦ ପାଇଁ କଂଗ୍ରେସ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲା। ଅନ୍ୟପକ୍ଷରେ ବିଜେପି ନେତା ମଧ୍ୟ ନିର୍ବାଚନ କମିଶନଙ୍କୁ ଭେଟି ନିଜ ପକ୍ଷ ରଖିଥିଲା। ଏପରି ଟଣାଓଟରା ଭିତରେ ଭୋଟ ଗଣତି ବିଳମ୍ବ ହୋଇଥିଲା। ଶେଷରେ ନିର୍ବାଚନ କମିଶନ ଦୁଇ ବିଧାୟକଙ୍କ ଭୋଟକୁ ଅବୈଧ ଘୋଷଣା କରିଥିଲେ। ପରେ ଅହମ୍ମଦ ପଟେଲଙ୍କ ପାଇଁ ବିଜୟ ପଥ ପରିଷ୍କାର ହୋଇ ଯାଇଥିଲା। ଅହମ୍ମଦ ପଟେଲଙ୍କ ସହ ପ୍ରଥମ ଦୁଇଟି ଆସନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ବିଜୟୀ ହୋଇଛନ୍ତି। ଉଭୟଙ୍କୁ ୪୬ଟି ଲେଖାଏଁ ଭୋଟ୍ ମିଳିଛି।  ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ ବଲଓ୍ୱନ୍ତ ସିଂହ ପରାସ୍ତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story