ତାଜମହଲକୁ ନେଇ ବିବାଦ ଜାରି: ନମାଜ ବନ୍ଦ କରିବାକୁ ଦାବି

ଲକ୍ଷ୍ନୌ: ଗତ କିଛି ଦିନ ହେବ ପ୍ରେମର ପ୍ରତୀକ ତାଜମହଲକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏହି ବିବାଦକୁ  ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଶେଷ କରିବାକୁ ଉଦ୍ୟମ କରିଥିଲେ। ସେଥିପାଇଁ ସେ  ଗତକାଲି ସେଠାକୁ ଯାଇଥିଲେ ଓ ଝାଡ଼ୁ ବି ମାରିଥିଲେ। କିନ୍ତୁ ଲାଗୁଛି ଏ ବିବାଦ ଏତେ ଶୀଘ୍ର ଥମିବ ନାହିଁ। କାରଣ  ଏହି ବିବାଦ ରୂପକ ନିଆଁରେ ଘିଅ ଢ଼ାଳିଛି ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ଅଖିଳ ଭାରତୀୟ ଇତିହାସ […]

Rakesh Mallick
  • Published: Friday, 27 October 2017
  • Updated: 27 October 2017, 11:22 AM IST

Sports

Latest News

ଲକ୍ଷ୍ନୌ: ଗତ କିଛି ଦିନ ହେବ ପ୍ରେମର ପ୍ରତୀକ ତାଜମହଲକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏହି ବିବାଦକୁ  ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଶେଷ କରିବାକୁ ଉଦ୍ୟମ କରିଥିଲେ। ସେଥିପାଇଁ ସେ  ଗତକାଲି ସେଠାକୁ ଯାଇଥିଲେ ଓ ଝାଡ଼ୁ ବି ମାରିଥିଲେ। କିନ୍ତୁ ଲାଗୁଛି ଏ ବିବାଦ ଏତେ ଶୀଘ୍ର ଥମିବ ନାହିଁ। କାରଣ  ଏହି ବିବାଦ ରୂପକ ନିଆଁରେ ଘିଅ ଢ଼ାଳିଛି ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ଅଖିଳ ଭାରତୀୟ ଇତିହାସ ସଂକଳନ ସମିତି (ABISS)। ଏହି ସମିତି ଦାବି କରିଛି ଯେ ତାଜମହଲରେ ଶୁକ୍ରବାର ହେଉଥିବା ନମାଜ ପାଠକୁ ବନ୍ଦ କରି ଦିଆଯାଉ।

ସୂଚନାଯୋଗ୍ୟ, ନମାଜ ପାଠ ପାଇଁ ଶୁକ୍ରବାରକୁ ତାଜମହଲ ବନ୍ଦ ରଖାଯାଇଥାଏ। ଏକ ଗଣମାଧ୍ୟକୁ ସୂଚନା ଦେଇ ABISS ର ନ୍ୟାସନାଲ୍ ରାଷ୍ଟ୍ରୀୟ ସଚିବ ବାଲ୍‌ମୁକୁନ୍ଦ ପାଣ୍ଡେ କହିଛନ୍ତି,“ ତାଜମହଲ ଏକ ରାଷ୍ଟ୍ରୀୟ ସମ୍ପତ୍ତି। ତେଣୁ ଏହାକୁ ମୁସଲିମଙ୍କ ଧାର୍ମିକ ସ୍ଥାନ ରୂପରେ ବ୍ୟବହାର କରିବାକୁ କାହିଁକି ଅନୁମତି ଦିଆଯାଉଛି? ତାଜମହଲରେ ନମାଜ ପଢ଼ିବାର ପ୍ରକ୍ରିୟାକୁ ବନ୍ଦ କରିବା ଉଚିତ। ଯଦି ମୁସଲିମ୍‌ଙ୍କୁ ଏଠାରେ ନମାଜ ପଢ଼ିବାକୁ ଅନୁମତି ଦିଆଯାଉଛି, ତେବେ ହିନ୍ଦୁମାନଙ୍କୁ ମଧ୍ୟ ଶିବ ନାମ ଜପ କରିବାକୁ ଦିଆଯାଉ।”

ଗତ ଦୁଇ ଦିନ ତଳେ ଦୁଇ ଜଣ ଯୁବତୀ ଓ ତାଙ୍କର କିଛି କର୍ମଚାରୀ ତାଜମହଲ ବାହାରେ ଶିବ ନାମ ଜପ କରିଥିଲେ।

ପାଣ୍ଡେ ଆହୁରି କହିଛନ୍ତି,” ତାଜମହଲ ପୂର୍ବରୁ ଏକ ଶିବ ମନ୍ଦିର ଥିଲା। ଯାହା ଜଣେ ହିନ୍ଦୁ ରାଜା ଏହାକୁ ନିର୍ମାଣ କରିଥିଲେ। ଏହା ପ୍ରେମର ପ୍ରତୀକ ନୁହେଁ। ଶାହାଜାହାନ୍ ମମୁତାଜ୍‌ଙ୍କ ମୃତ୍ୟୁର ଚାରି ମାସ ପରେ ଦ୍ୱିତୀୟ ବିବାହ କରିଥିଲେ। ଆମେ ଏନେଇ ପ୍ରାମଣ ଏକତ୍ର କରୁଛୁ। ଏହାପରେ ଆମେ ସମସ୍ତଙ୍କ ସମ୍ମୁଖରେ ତାଜମହଲର ସମ୍ପର୍କରେ ଜଣାଇବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story