ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ନୂଆଦିଲ୍ଲୀ: ନିଃଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଅନୁଭବ କରିବାରୁ ଏମ୍‌ସରେ ଭର୍ତ୍ତି ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ଏନେଇ ଏମ୍‌ସ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ସେ ବର୍ତ୍ତମାନ ବିଭିନ୍ନ ବିଭାଗରେ ବିଶେଷଜ୍ଞ ଥିବା ଡାକ୍ତରଙ୍କ ତତ୍ତ୍ୱାବଧାନରେ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌ (ଆଇସିୟୁ)ରେ ଚିକିତ୍ସିତ ହେଉଛନ୍ତି। ଏମ୍‌ସ ପକ୍ଷରୁ କୁହାଯାଇଛି, “ଅରୁଣ ଜେଟ୍‌ଲୀଙ୍କୁ ଆଜି ସକାଳେ ଏମ୍‌ସରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହେମୋଡାଇନାମିକାଲି ସ୍ଥିର ରହିଛି।” ହେମୋଡାଇନାମିକାଲି […]

jaitely

jaitely

Subrat Kumar Nayak
  • Published: Friday, 09 August 2019
  • Updated: 09 August 2019, 10:35 PM IST

Sports

Latest News

ନୂଆଦିଲ୍ଲୀ: ନିଃଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଅନୁଭବ କରିବାରୁ ଏମ୍‌ସରେ ଭର୍ତ୍ତି ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ଏନେଇ ଏମ୍‌ସ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ସେ ବର୍ତ୍ତମାନ ବିଭିନ୍ନ ବିଭାଗରେ ବିଶେଷଜ୍ଞ ଥିବା ଡାକ୍ତରଙ୍କ ତତ୍ତ୍ୱାବଧାନରେ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌ (ଆଇସିୟୁ)ରେ ଚିକିତ୍ସିତ ହେଉଛନ୍ତି।

ଏମ୍‌ସ ପକ୍ଷରୁ କୁହାଯାଇଛି, “ଅରୁଣ ଜେଟ୍‌ଲୀଙ୍କୁ ଆଜି ସକାଳେ ଏମ୍‌ସରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହେମୋଡାଇନାମିକାଲି ସ୍ଥିର ରହିଛି।” ହେମୋଡାଇନାମିକାଲି ସ୍ଥିରର ଅର୍ଥ ହେଉଛି, ଜେଟ୍‌ଲୀଙ୍କ ହାର୍ଟ ବର୍ତ୍ତମାନ ଠିକ୍‌ରେ କାମ କରିବା ଆରମ୍ଭ କରିଛି ଏବଂ ରକ୍ତ ସଂଚାଳନ ମଧ୍ୟ ସ୍ୱାଭାବିକ ରହିଛି।

ଆଜି ସକାଳ ପ୍ରାୟ ୧୦ଟା ବେଳକୁ ୬୬ ବର୍ଷ ବୟସ୍କ ଜେଟ୍‌ଲୀଙ୍କୁ କାର୍ଡିଓ-ନ୍ୟୁରୋ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା।

ଗତବର୍ଷ ଅର୍ଥମନ୍ତ୍ରୀ ଥିବା ବେଳରୁ ହିଁ ଶ୍ରୀ ଜେଟଲୀ ବାରମ୍ବାର ଅସୁସ୍ଥତା ଅନୁଭବ କରୁଥିଲେ। ଏଥିପାଇଁ ସେ ୩ ମାସ ପାଇଁ ଆମେରିକା ଯାଇ କିଡ୍‌ନୀ ପ୍ରତିରୋପଣ କରିଥିଲେ। ୨୦୧୪ ମସିହାରେ ସେ ବାରିଆଟ୍ରିକ୍‌ ସର୍ଜରୀ ମଧ୍ୟ କରାଇଥିଲେ। କ୍ରମାଗତ ଅସୁସ୍ଥତା କାରଣରୁ ସେ ନିର୍ବାଚନ ଲଢ଼ି ନଥିଲେ କିମ୍ବା ତାଙ୍କୁ ଅଫର୍ କରାଯାଇଥିବା ମନ୍ତ୍ରୀ ପଦ ମଧ୍ୟ ସେ ଗ୍ରହଣ କରିନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story