ଆକାଶରୁ ଖସିପଡ଼ିଲା ବାୟୁସେନା ବିମାନ ‘ଜାଗୁଆର’ : ପାଇଲଟ୍‌ ମୃତ

ନୂଆଦିଲ୍ଲୀ: ଗୁଜରାଟରେ ଆକାଶରୁ ଖସିପଡ଼ିଲା ବାୟୁସେନାର ବିମାନ। ଗୁଜରାଟର ଜାମନଗରଠାରେ ଭାରତୀୟ ଯୁଦ୍ଧ ବିମାନ ‘ଜାଗୁଆର’ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପାଇଲଟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୂଚନା ଅନୁୟାୟୀ ‘ଜାଗୁଆର’ ରୁଟିନ୍ ଟ୍ରେନିଂ ମିଶନ୍‌ରେ ଜାମନଗରରୁ ସକାଳ ୧୦.୩୦ରେ ଉଡ଼ାଣ କରିଥିଲା। ପରେ କଚ୍ଛ ଜିଲ୍ଲାର ମୁଣ୍ଡ୍ରା ତାଲୁକାଠାରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସିପଡ଼ିଥିଲା। ଘଟଣାରେ ପାଇଲଟ୍ ତଥା ଏୟାର କମାଣ୍ଡର ସଞ୍ଜୟ ଚୌହାନଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଧା ଦୁର୍ଘଟଣାର କାରଣ ସ୍ପଷ୍ଟ […]

jet

jet

Rakesh Mallick
  • Published: Tuesday, 05 June 2018
  • Updated: 05 June 2018, 03:54 PM IST

Sports

Latest News

ନୂଆଦିଲ୍ଲୀ: ଗୁଜରାଟରେ ଆକାଶରୁ ଖସିପଡ଼ିଲା ବାୟୁସେନାର ବିମାନ। ଗୁଜରାଟର ଜାମନଗରଠାରେ ଭାରତୀୟ ଯୁଦ୍ଧ ବିମାନ ‘ଜାଗୁଆର’ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପାଇଲଟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ସୂଚନା ଅନୁୟାୟୀ ‘ଜାଗୁଆର’ ରୁଟିନ୍ ଟ୍ରେନିଂ ମିଶନ୍‌ରେ ଜାମନଗରରୁ ସକାଳ ୧୦.୩୦ରେ ଉଡ଼ାଣ କରିଥିଲା। ପରେ କଚ୍ଛ ଜିଲ୍ଲାର ମୁଣ୍ଡ୍ରା ତାଲୁକାଠାରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସିପଡ଼ିଥିଲା। ଘଟଣାରେ ପାଇଲଟ୍ ତଥା ଏୟାର କମାଣ୍ଡର ସଞ୍ଜୟ ଚୌହାନଙ୍କର ମୃତ୍ୟୁ ଘଟିଛି।

ବର୍ତ୍ତମାନ ସୁଧା ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ। ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରକାଶ ଯେ, ‘ଜାଗୁଆର’ ହେଉଛି ଏକ ସ୍ୱତନ୍ତ୍ର ଯୁଦ୍ଧ ବିମାନ। ଏହାର ଶତ୍ରୁ ସୀମାର ଅନେକ ଭିତରକୁ ପଶି ଆକ୍ରମଣ କରିପାରିବାର କ୍ଷମତା ରହିଛି। ‘ଜାଗୁଆର’ ସାହାଯ୍ୟରେ ଅତି ସହଜରେ ଶତ୍ରୁ ଦେଶର କ୍ୟାମ୍ପ, ଏୟାରବେଶ୍ ଓ ଯୁଦ୍ଧ ଜାହାଜକୁ ଟାର୍ଗେଟ କରିହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story