ଏୟାର ଇଣ୍ଡିଆ ବିମାନରେ ନିଆଁ, ଅଳ୍ପକେ ବର୍ତ୍ତିଲେ ୧୩୦ ଯାତ୍ରୀ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଏକ ବିମାନ ଆଜି ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ବିମାନଟି ନୂଆଦିଲ୍ଲୀ ଏୟାରପୋର୍ଟରେ ଅବତରଣ କରିବାର କିଛି ସମୟ ପୂର୍ବରୁ ହଠାତ୍ ଏଥିରେ ନିଆଁ ଲାଗି ଯାଇଥିଲା। ଫଳରେ ଏହାକୁ ଜରୁରୀକାଳୀନ ଅବତରଣରିବାକୁ ପଡ଼ିଥିଲା। ତେବେ ବିମାନରେ ଥିବା ୧୩୦ ଯାତ୍ରୀ ସୁରକ୍ଷିତ ଅଛନ୍ତି। ହାଇଡ୍ରୋଲିକ୍ ଲିକ୍ ଯୋଗୁଁ ବିମାନରେ ନିଆଁ ଲାଗିଯାଇଥିବା କୁହାଯାଉଛି। ବିମାନଟି ବାରଣାସୀରୁ ନୂଆଦିଲ୍ଲୀ ଆସୁଥିଲା।

airindia

airindia

Rakesh Mallick
  • Published: Monday, 07 September 2015
  • Updated: 07 September 2015, 04:19 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story