ପାକିସ୍ତାନ: ବାୟୁସେନାର ଆକ୍ରମଣରେ ୬୫ ଆତଙ୍କୀଙ୍କ ମୃତ୍ୟୁ  

ପେଶୱାର: ପାକିସ୍ତାନର ଉତ୍ତର-ପଶ୍ଚିମ ପ୍ରଦେଶରେ ବାୟୁସେନାର ଆକ୍ରମଣ ପରେ ୬୫ ଆତଙ୍କୀଙ୍କ ମୃତ୍ୟୁ ହୋଇଛି। ଏହି ବାୟୁସେନାର ଘନଘନ କ୍ଷେପଣାସ୍ତ୍ର ମାଡ କରାଯାଇଥିଲା ଏହି ଦୁଇଟି ପ୍ରଦେଶରେ। ଏଥିରେ ଥିବା ଆଦିବାସୀଙ୍କୁ ଆତଙ୍କବାଦୀମାନେ ଟ୍ରେନିଂ ଦେଇଥିବାର ଖବର ମିଳିବା ପରେ ପାକିସ୍ତାନ ବାୟୁସେନା ପକ୍ଷରୁ କ୍ଷପଣାସ୍ତ୍ର ମାଡ କରାଯାଇଛି। ମିଳିଥିବା ସୂଚନା ମୁତାବକ ପାକିସ୍ତାନର ଶୱାଲ ଅଞ୍ଚଳରେ ୨୮ ଜଣଙ୍କ ଆତଙ୍କ ମୃତ୍ୟୁ ହୋଇଥିବାବେଳେ ଘର୍ଲାମାଇ ଅଞ୍ଚଳରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ସେନା ପକ୍ଷରୁ ସୂଚନା […]

air-strikes

air-strikes

Rakesh Mallick
  • Published: Thursday, 20 August 2015
  • Updated: 04 May 2017, 03:45 PM IST

ପେଶୱାର: ପାକିସ୍ତାନର ଉତ୍ତର-ପଶ୍ଚିମ ପ୍ରଦେଶରେ ବାୟୁସେନାର ଆକ୍ରମଣ ପରେ ୬୫ ଆତଙ୍କୀଙ୍କ ମୃତ୍ୟୁ ହୋଇଛି। ଏହି ବାୟୁସେନାର ଘନଘନ କ୍ଷେପଣାସ୍ତ୍ର ମାଡ କରାଯାଇଥିଲା ଏହି ଦୁଇଟି ପ୍ରଦେଶରେ। ଏଥିରେ ଥିବା ଆଦିବାସୀଙ୍କୁ ଆତଙ୍କବାଦୀମାନେ ଟ୍ରେନିଂ ଦେଇଥିବାର ଖବର ମିଳିବା ପରେ ପାକିସ୍ତାନ ବାୟୁସେନା ପକ୍ଷରୁ କ୍ଷପଣାସ୍ତ୍ର ମାଡ କରାଯାଇଛି। ମିଳିଥିବା ସୂଚନା ମୁତାବକ ପାକିସ୍ତାନର ଶୱାଲ ଅଞ୍ଚଳରେ ୨୮ ଜଣଙ୍କ ଆତଙ୍କ ମୃତ୍ୟୁ ହୋଇଥିବାବେଳେ ଘର୍ଲାମାଇ ଅଞ୍ଚଳରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁବାର ସୁଦ୍ଧା ପାକିସ୍ତାନ ବାୟୁ ସେନା ପକ୍ଷରୁ ଅତର୍କିତ ଆକ୍ରମଣ କରାଯାଇ ୧୨ ଜଣ ଆତଙ୍କୀଙ୍କୁ ଗୁଳିବିଦ୍ଧ କରାଯିଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story