୪ ବର୍ଷ ପରେ ପୁଣି ସିମ୍‌ଲାକୁ ଚାଲିବ ବିମାନ

ସିମଲା:ଚାରି ବର୍ଷ ପରେ ସିମଲାକୁ ପୁଣି ଆରମ୍ଭ ହେବ ବିମାନ ସେବା। ଆସନ୍ତାକାଲିଠାରୁ ଏକ ଘରୋଇ କମ୍ପାନୀ ସିମ୍‌ଲାକୁ ଦୈନିକ ବିମାନ ସେବା ଆରମ୍ଭ  କରିବ। ହିମାଚଳ ପ୍ରଦେଶ ସରକାରଙ୍କ ଜଣେ ମୁଖପାତ୍ର କହିଛନ୍ତି,ଜୁନ୍‌ ୯ ତାରିଖରୁ ଆଇ.ଆଇ.ସି ଟେକ୍ନୋଲୋଜି ଲିମିଟେଡ୍ ଦ୍ୱାରା ସିମ୍‌ଲା, କୁଲୁ, ଚଣ୍ଡିଗଡ଼ ଓ ଧର୍ମଶାଳା ମଧ୍ୟରେ ଯାତ୍ରୀ ସେବା (ଏୟାର ହିମାଳୟ) ଆରମ୍ଭ ହେବ। ରାଜ୍ୟ ସହର ବିକାଶ ମନ୍ତ୍ରୀ ସୁଧୀର ଶର୍ମା କହିଛନ୍ତି ଯେ କମ୍ପାନୀ ତରଫରୁ ଚଣ୍ଡିଗଡ-କୁଲୁ,ଚଣ୍ଡିଗଡ-ସିମଲା, ସିମ୍‌ଲା-ଗାଗଲ, […]

airhimalaya

Rakesh Mallick
  • Published: Wednesday, 08 June 2016
  • , Updated: 09 June 2016, 10:48 AM IST

ସିମଲା:ଚାରି ବର୍ଷ ପରେ ସିମଲାକୁ ପୁଣି ଆରମ୍ଭ ହେବ ବିମାନ ସେବା। ଆସନ୍ତାକାଲିଠାରୁ ଏକ ଘରୋଇ କମ୍ପାନୀ ସିମ୍‌ଲାକୁ ଦୈନିକ ବିମାନ ସେବା ଆରମ୍ଭ  କରିବ।

ହିମାଚଳ ପ୍ରଦେଶ ସରକାରଙ୍କ ଜଣେ ମୁଖପାତ୍ର କହିଛନ୍ତି,ଜୁନ୍‌ ୯ ତାରିଖରୁ ଆଇ.ଆଇ.ସି ଟେକ୍ନୋଲୋଜି ଲିମିଟେଡ୍ ଦ୍ୱାରା ସିମ୍‌ଲା, କୁଲୁ, ଚଣ୍ଡିଗଡ଼ ଓ ଧର୍ମଶାଳା ମଧ୍ୟରେ ଯାତ୍ରୀ ସେବା (ଏୟାର ହିମାଳୟ) ଆରମ୍ଭ ହେବ। ରାଜ୍ୟ ସହର ବିକାଶ ମନ୍ତ୍ରୀ ସୁଧୀର ଶର୍ମା କହିଛନ୍ତି ଯେ କମ୍ପାନୀ ତରଫରୁ ଚଣ୍ଡିଗଡ-କୁଲୁ,ଚଣ୍ଡିଗଡ-ସିମଲା, ସିମ୍‌ଲା-ଗାଗଲ, ଗାଗଲ-ସିମଲା ଓ ସିମଲା-ଚଣ୍ଡିଗଡ ମଧ୍ୟରେ ଦୈନିକ ବିମାନ ଚାଲିବ।

ସିମଲା ବିମାନ ସେବା ଲାଭଦାୟକ ନୁହେଁ ବୋଲି ଦର୍ଶାଇ ଘରୋଇ କମ୍ପାନୀମାନେ ଏଠାକୁ ବିମାନସେବା ବନ୍ଦ କରି ଦେଇଥିଲେ।

Related story