ଐଶବାଗ ରାମଲୀଳାରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଲକ୍ଷ୍ମୌ: ଚଳିତ ବର୍ଷ ଦଶହରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଷ୍ମୌର ପ୍ରସିଦ୍ଧ ଐଶବାଗ ରାମଲୀଳାରେ ଯୋଗ ଦେଇପାରନ୍ତି। ବିଜେପି ନେତାମାନଙ୍କ କହିବା ଅନୁସାରେ ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ଏବେ ଖାଲି ତାଙ୍କର ଔପଚାରିକ ହଁକୁ ଅପେକ୍ଷା କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ସମ୍ଭାବ୍ୟ ଗସ୍ତକୁ ନେଇ ରାଜ୍ୟର ବିଜେପି ନେତାମାନେ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଛନ୍ତି। ଲକ୍ଷ୍ମୌର ଐଶବାଗ ରାମଳୀଳା ଦେଶର ସବୁଠାରୁ ପ୍ରାଚୀନ ଓ ଐତିହାସିକ ରାମଲୀଳା ମଧ୍ୟରୁ ଗୋଟିଏ। କୁହାଯାଏ ତୁଳସୀଦାସ ରାମଚରିତମାନସ ଲେଖିବା […]

modi

modi

Rakesh Mallick
  • Published: Tuesday, 04 October 2016
  • Updated: 04 October 2016, 12:03 PM IST

ଲକ୍ଷ୍ମୌ: ଚଳିତ ବର୍ଷ ଦଶହରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଷ୍ମୌର ପ୍ରସିଦ୍ଧ ଐଶବାଗ ରାମଲୀଳାରେ ଯୋଗ ଦେଇପାରନ୍ତି। ବିଜେପି ନେତାମାନଙ୍କ କହିବା ଅନୁସାରେ ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ଏବେ ଖାଲି ତାଙ୍କର ଔପଚାରିକ ହଁକୁ ଅପେକ୍ଷା କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ସମ୍ଭାବ୍ୟ ଗସ୍ତକୁ ନେଇ ରାଜ୍ୟର ବିଜେପି ନେତାମାନେ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଛନ୍ତି।

ଲକ୍ଷ୍ମୌର ଐଶବାଗ ରାମଳୀଳା ଦେଶର ସବୁଠାରୁ ପ୍ରାଚୀନ ଓ ଐତିହାସିକ ରାମଲୀଳା ମଧ୍ୟରୁ ଗୋଟିଏ। କୁହାଯାଏ ତୁଳସୀଦାସ ରାମଚରିତମାନସ ଲେଖିବା ପରେ ତାଙ୍କର ଶିଷ୍ୟମାନେ ପ୍ରାୟ ୩୦୦ ବର୍ଷ ତଳେ ଐଶବାଗ ରାମଳୀଳାର ଆରମ୍ଭ କରିଥିଲେ।

ଉନବିଂଶ ଶତାବ୍ଦୀରେ ଶ୍ରୀରାମଲୀଳା ସମିତି ଐଶବାଗ ପଞ୍ଜୀକୃତ ହୋଇଥିଲା। ଲକ୍ଷ୍ନୌର ମେୟର ତଥା ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦୀନେଶ ଶର୍ମା ଶ୍ରୀରାମଲୀଳା ସମିତି ଐଶବାଗର ସଂରକ୍ଷକ ଅଛନ୍ତି। ସେ କହିଛନ୍ତି ଯେ କାଲିକଟରେ ବିଜେପିର ରାଷ୍ଟ୍ରୀୟ ପରିଷଦ ବୈଠକ ଅବସରରେ ସେ ମୋଦିଙ୍କୁ ଚଳିତବର୍ଷ ରାମଲୀଳାରେ ଯୋଗ ଦେବାକୁ ଅନୁରୋଧ କରିଥିଲେ।

ଆସନ୍ତାବର୍ଷ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ବିଜେପି ସ୍ଥିର କରିଛି ପ୍ରତି ମାସରେ ଥରେ ପ୍ରଧାନମନ୍ତ୍ରୀ ସେଠାକୁ ଗସ୍ତ କରିବେ। ଦଶହରା ଅବସରରେ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶ ଆସିଲେ କର୍ମକର୍ତ୍ତା ଅଧିକ ଉତ୍ସାହିତ ହେବେ ବୋଲି ଦଳର ରାଜ୍ୟ ନେତାମାନେ ଆଶା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story