ଆଜି ଭାରତ ଆସିପାରେ ଅଣ୍ଡରୱାର୍ଲଡ ଡନ୍ ଛୋଟା ରାଜନ

ନୂଆଦିଲ୍ଲୀ: ଆଜି ଭାରତ ଆସିପାରେ ଅଣ୍ଡରୱାର୍ଲଡ ଡନ୍ ଛୋଟା ରାଜନ। ମୁମ୍ୱାଇ ପୋଲିସର ଦାଉଦ୍ ଲିଙ୍କ ନେଇ ରାଜନ ଅଭିଯୋଗ ଆଣିଛି। ମୁମ୍ୱାଇ ପୋଲିସର କିଛି ଲୋକଙ୍କର ଅଣ୍ଡରୱାର୍ଲଡ ଡନ୍ ଦାଉଦ୍ ସହିତ ସଂପର୍କ ରହିଥିବା ସେ ଅଭିଯୋଗ କରିଛି। ଏଥିସହ ମୁମ୍ୱାଇ ପୋଲିସ୍ ତା’ ଉପରେ ବହୁତ୍ ଅତ୍ୟାଚାର କରିଛି ଏବଂ ତା ଉପରେ ଥିବା ୭୦ଟି ମାମଲା ମିଛ ବୋଲି ରାଜନ କହିଛି। ଦାଉଦଙ୍କୁ ଡରେ ନାହିଁ ଏବଂ ନ୍ୟାୟ ଚାହେଁ ବୋଲି ସେ […]

rajan

rajan

Rakesh Mallick
  • Published: Tuesday, 03 November 2015
  • Updated: 03 November 2015, 08:26 AM IST

Sports

Latest News

ନୂଆଦିଲ୍ଲୀ: ଆଜି ଭାରତ ଆସିପାରେ ଅଣ୍ଡରୱାର୍ଲଡ ଡନ୍ ଛୋଟା ରାଜନ। ମୁମ୍ୱାଇ ପୋଲିସର ଦାଉଦ୍ ଲିଙ୍କ ନେଇ ରାଜନ ଅଭିଯୋଗ ଆଣିଛି। ମୁମ୍ୱାଇ ପୋଲିସର କିଛି ଲୋକଙ୍କର ଅଣ୍ଡରୱାର୍ଲଡ ଡନ୍ ଦାଉଦ୍ ସହିତ ସଂପର୍କ ରହିଥିବା ସେ ଅଭିଯୋଗ କରିଛି। ଏଥିସହ ମୁମ୍ୱାଇ ପୋଲିସ୍ ତା’ ଉପରେ ବହୁତ୍ ଅତ୍ୟାଚାର କରିଛି ଏବଂ ତା ଉପରେ ଥିବା ୭୦ଟି ମାମଲା ମିଛ ବୋଲି ରାଜନ କହିଛି। ଦାଉଦଙ୍କୁ ଡରେ ନାହିଁ ଏବଂ ନ୍ୟାୟ ଚାହେଁ ବୋଲି ସେ କହିଛି। ଛୋଟା ରାଜନକୁ ଭାରତ ପ୍ରତ୍ୟାର୍ପଣ ପ୍ରକ୍ରିୟା ଏବେ ଶେଷ ପର୍ଯ୍ୟାୟରେ। ଇଣ୍ତୋନେସିଆ ପୋଲିସ ସେଠାରେ ଏକ କୋର୍ଟରେ ଏହି ଘଟଣା ସଂକ୍ରାନ୍ତୀୟ ସମସ୍ତ ରିପୋର୍ଟ ଦାଖଲ କରିବ। ଗତକାଲି ପ୍ରଥମଥର ପାଇଁ ଭାରତୀୟ ପୋଲିସ ଦଳ ବାଲିରେ ଛୋଟା ରାଜନକୁ ଜେରା କରିଛନ୍ତି। ବାଲି ପୋଲିସ ଉପସ୍ଥିତିରେ ଏହି ଜେରା ହୋଇଥିଲା।

ଗତ ସପ୍ତାହରେ ବାଲିରେ ଗିରଫ ହୋଇଥିବା ଗ୍ୟାଙ୍ଗଷ୍ଟାର ଛୋଟା ରାଜନଙ୍କୁ ରବିବାର ଭାରତୀୟ ଦୂତାବାସ ପକ୍ଷରୁ ମଧ୍ୟ ସହଯୋଗ ଯୋଗାଇ ଦିଆଯାଇଛି। ଜାକର୍ତ୍ତାରେ ଥିବା ଭାରତୀୟ ଦୂତାବାସର ଫାଷ୍ଟ୍ ସେକ୍ରେଟାରୀ ସଞ୍ଜିବ ଅଗ୍ରୱାଲ ବାଲିରେ ଛୋଟା ରାଜନଙ୍କୁ ଡିଟେନସନ୍ ସେଣ୍ଟରରେ ଭେଟିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story