୭ ଦିନିଆ ଆୟରଲାଣ୍ଡ ଓ ଆମେରିକା ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବୁଧବାର ୭ ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗସ୍ତର ପ୍ରଥମ ପର୍ଯ୍ୟାୟରେ ମୋଦି ଆଜି ଆୟର୍ଲାଣ୍ଡରେ ପହଞ୍ଚିଛନ୍ତି। ୬୦ବର୍ଷ ମଧ୍ୟରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦି ଆୟରଲାଣ୍ଡ ଯାଇଛନ୍ତି। ସେ ଆୟରଲାଣ୍ଡ ସରକାରର ମୁଖ୍ୟ ଏଣ୍ଡା କେନିଙ୍କ ସହ ଦ୍ୱି-ପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ମୋଦି ଆସନ୍ତାକାଲି ଆୟରଲାଣ୍ଡରୁ ଆମେରିକା ଯିବେ। ଆମେରିକା ଗସ୍ତ ବେଳେ ମୋଦି ଜାତିସଂଘ ସାଧାରଣ ପରିଷଦର ବାର୍ଷିକ ଅଧିବେଶନରେ ଯୋଗ ଦେବେ। ଏଥିସହ ଆମେରିକା […]

modi at ireland 2

modi at ireland 2

Rakesh Mallick
  • Published: Wednesday, 23 September 2015
  • Updated: 23 September 2015, 02:25 PM IST

Sports

Latest News

modi at irelandନୂଆଦିଲ୍ଲୀ: ବୁଧବାର ୭ ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗସ୍ତର ପ୍ରଥମ ପର୍ଯ୍ୟାୟରେ ମୋଦି ଆଜି ଆୟର୍ଲାଣ୍ଡରେ ପହଞ୍ଚିଛନ୍ତି। ୬୦ବର୍ଷ ମଧ୍ୟରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦି ଆୟରଲାଣ୍ଡ ଯାଇଛନ୍ତି। ସେ ଆୟରଲାଣ୍ଡ ସରକାରର ମୁଖ୍ୟ ଏଣ୍ଡା କେନିଙ୍କ ସହ ଦ୍ୱି-ପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ମୋଦି ଆସନ୍ତାକାଲି ଆୟରଲାଣ୍ଡରୁ ଆମେରିକା ଯିବେ। ଆମେରିକା ଗସ୍ତ ବେଳେ ମୋଦି ଜାତିସଂଘ ସାଧାରଣ ପରିଷଦର ବାର୍ଷିକ ଅଧିବେଶନରେ ଯୋଗ ଦେବେ। ଏଥିସହ ଆମେରିକା ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜିତ ଏକ ସମ୍ମିଳନୀରେ ଅଂଶଗ୍ରହଣ କରିବେ।ପରେ ପ୍ରଧାନମନ୍ତ୍ରୀ କାଲିଫର୍ଣ୍ଣିଆ ଯାଇ ସେଠାରେ ଭାରତ ଓ ଆମେରିକା ମଧ୍ୟରେ ବ୍ୟବସାୟ ବୃଦ୍ଧି ନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ସେହିପରି ମୋଦି ଫେସବୁକ୍ ଓ ଗୁଗୁଲର ମୁଖ୍ୟାଳୟ ଯିବା କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ଏହା ଦ୍ୱିତୀୟ ଆମେରିକା ଗସ୍ତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story