ଇସ୍ତଫା ଦେଲେ ଝାରଖଣ୍ଡ କଂଗ୍ରେସ ମୁଖ୍ୟ, କହିଲେ କଂଗ୍ରେସ କର୍ମୀ ଅପରାଧୀଙ୍କଠାରୁ ମଧ୍ୟ ହୀନ

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ବିଧାନସଭା ନିର୍ବାଚନ ସାମ୍ନା କରିବାକୁ ଥିବା ଝାରଖଣ୍ଡର ପ୍ରଦେଶ କଂଗ୍ରେସ କମିଟି (ପିସିସି) ମୁଖ୍ୟ ଅଜୟ କୁମାର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ଏହି ଅବସରରେ ପୂର୍ବତନ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧିଙ୍କୁ କଡ଼ା ଭାଷାରେ ଏକ ଚିଠି ଲେଖିଛନ୍ତି। ଚିଠିରେ ସେ ଲେଖିଛନ୍ତି, “ଏଠି କେବଳ କ୍ଷମତା ଲୋଭ, ନିର୍ବାଚନ ନାମରେ ଟିକେଟ୍‌ ବିକ୍ରି କରିବା ବା ଟଙ୍କା ସଂଗ୍ରହ କରିବା ଚାଲିଛି। ମୁଁ ଦୃଢ଼ତାର ସହ କହୁଛି ଯେ ଭୟଙ୍କର […]

pcc

pcc

Subrat Kumar Nayak
  • Published: Saturday, 10 August 2019
  • Updated: 10 August 2019, 05:35 PM IST

Sports

Latest News

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ବିଧାନସଭା ନିର୍ବାଚନ ସାମ୍ନା କରିବାକୁ ଥିବା ଝାରଖଣ୍ଡର ପ୍ରଦେଶ କଂଗ୍ରେସ କମିଟି (ପିସିସି) ମୁଖ୍ୟ ଅଜୟ କୁମାର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ଏହି ଅବସରରେ ପୂର୍ବତନ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧିଙ୍କୁ କଡ଼ା ଭାଷାରେ ଏକ ଚିଠି ଲେଖିଛନ୍ତି। ଚିଠିରେ ସେ ଲେଖିଛନ୍ତି, “ଏଠି କେବଳ କ୍ଷମତା ଲୋଭ, ନିର୍ବାଚନ ନାମରେ ଟିକେଟ୍‌ ବିକ୍ରି କରିବା ବା ଟଙ୍କା ସଂଗ୍ରହ କରିବା ଚାଲିଛି। ମୁଁ ଦୃଢ଼ତାର ସହ କହୁଛି ଯେ ଭୟଙ୍କର ଅପରାଧୀମାନେ ମୋ ଦଳର ସହଯୋଗୀ ମାନଙ୍କ ଠାରୁ ଯଥେଷ୍ଟ ଭଲ।”

ସେ ରାଜ୍ୟର ବହୁ ପୁରୁଣା ନେତା ଯଥାପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁବୋଧ କାନ୍ତ ସହାୟ, ପୂର୍ବତନ ଝାରଖଣ୍ଡ ସାଂସଦ ରାମେଶ୍ୱର ଓରାନ୍‌ ଓ ଚନ୍ଦ୍ରଶେଖର ଦୁବେ, ଫୁର୍‌ଖାନ୍‌ ଅନ୍‌ସାରୀଙ୍କ ସହିତ ପୂର୍ବତନ ଝାର୍‌ଖଣ୍ଡ ପିସିସି ମୁଖ୍ୟ ପ୍ରଦୀପ ବାଲ୍‌ମୁଚୁଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ଅଜୟ। ଏହି ନେତାମାନେ ରାଜନୀତିକୁ ହତିଆର୍‌ କରି ନିଜର ବ୍ୟକ୍ତିଗତ ସ୍ୱାର୍ଥସାଧନ କରିଛନ୍ତି ବୋଲି ବୋଲି ଅଜୟ କୁମାର ଅଭିଯୋଗ କରିଛନ୍ତି।

ଚିଠିରେ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଭ୍ରଷ୍ଟାଚାର୍‌ ବିରୋଧରେ ତାଙ୍କର ‘ଜିରୋ ଟଲରେନ୍ସ’ ନୀତି ଯୋଗୁ ସେ ଏଭଳି ଚରିତ୍ର ମାନଙ୍କ ସହିତ କାମ କରିବା ସମ୍ଭବ ନୁହେଁ। ତେଣୁ ଏହି ଚିଠିକୁ ତାଙ୍କର ଇସ୍ତଫା ପତ୍ର ଭାବେ ସ୍ୱୀକାର କରିବାକୁ ରାହୁଲଙ୍କୁ ଅନୁରୋଧ କରିଚନ୍ତି।

ଗତ ଲୋକସଭା ନିର୍ବାଚନରେ କଂଗ୍ରେସ୍‌ ରାଜ୍ୟରେ ଭଲ ପ୍ରଦର୍ଶନ କରି ନଥିବାରୁ କୁମାରଙ୍କୁ ଅନେକ ଦଳୀୟ ନେତା ଟାର୍ଗେଟ୍‌ କରିଥିଲେ। ଏଥିପାଇଁ ସେ ମେ’ ୨୭ ତାରିଖରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଆର୍‌ପିଏନ୍ ସିଂହଙ୍କୁ ତାଙ୍କ ଇସ୍ତଫା ପତ୍ର ମଧ୍ୟ ଦେଇଥିଲେ। କିନ୍ତୁ ଏହାକୁ ଗ୍ରହଣ କରାଯାଇ ନଥିଲା।

କୁମାର ଜଣେ ପୂର୍ବତନ ଆଇପିଏସ୍‌ ଅଫିସର୍‌। ସେ ଏଥିରୁ ସ୍ଵେଚ୍ଛାକୃତ ଅବସର ନେଇ ୨୦୧୪ରେ କଂଗ୍ରେସ୍‌ରେ ଯୋଗ ଦେଇଥିଲେ। ନଭେମ୍ବର ୨୦୧୭ରେ ସେ ଝାରଖଣ୍ଡ ପ୍ରଦେଶ କଂଗ୍ରେସ କମିଟିର ମୁଖ୍ୟ ଭାବରେ ଦାୟିତ୍ୱ ନେଲେ। ଜାମ୍‌ସେଦ୍‌ପୁରରେ ଅପରାଧୀଙ୍କ ଉପର କଠୋର କାର୍ଯ୍ୟାନୁଷ୍ଟାନ ଗ୍ରହଣ କରି ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ। ୧୫ ତମ ଲୋକସଭାରେ ସେ ନିର୍ବାଚିତ ମଧ୍ୟ ହୋଇଥିଲେ। କିନ୍ତୁ ଚଳିତ ନିର୍ବାଚନରେ ସେ ହାରିଯାଇଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଶେଷ ଆଡ଼କୁ ଝାରଖଣ୍ଡ ବିଧାନସଭା ନିର୍ବାଚନ ହେବାର ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story