ରାଜନୀତିରେ ପ୍ରିୟଙ୍କା: ରାହୁଲଙ୍କ ନିଷ୍ପତ୍ତିକୁ ଅଖିଲେଶଙ୍କ ସମର୍ଥନ

ନୂଆଦିଲ୍ଲୀ:ପୂର୍ବ ଉତ୍ତରପ୍ରଦେଶରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ କଂଗ୍ରେସର ମହାସଚିବ ନିଯୁକ୍ତି ଦିଆଯିବାପରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଉଭୟ କଂଗ୍ରେସ ଏବଂ ଏହାର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, “ଯୁବବର୍ଗଙ୍କୁ ସବୁ ସମୟରେ ସୁଯୋଗ ଦିଆଯିବାର ଆବଶ୍ୟକତା ରହିଛି। କଂଗ୍ରେସ ଏବଂ ଏହାର ଅଧ୍ୟକ୍ଷ ଠିକ୍‌ ନିଷ୍ପତ୍ତି ନେଇଥିବାରୁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି।” ପୂର୍ବରୁ କୌଣସି ଚର୍ଚ୍ଚା ନଥିଲେ ମଧ୍ୟ ବୁଧବାର ପ୍ରିୟଙ୍କାଙ୍କ ସକ୍ରିୟ ରାଜନୀତିରେ ଯୋଗଦାନ ବାବଦରେ କଂଗ୍ରେସ […]

rahul

rahul

Subrat Kumar Nayak
  • Published: Saturday, 26 January 2019
  • Updated: 26 January 2019, 04:09 PM IST

Sports

Latest News

ନୂଆଦିଲ୍ଲୀ:ପୂର୍ବ ଉତ୍ତରପ୍ରଦେଶରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ କଂଗ୍ରେସର ମହାସଚିବ ନିଯୁକ୍ତି ଦିଆଯିବାପରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଉଭୟ କଂଗ୍ରେସ ଏବଂ ଏହାର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସେ କହିଛନ୍ତି, “ଯୁବବର୍ଗଙ୍କୁ ସବୁ ସମୟରେ ସୁଯୋଗ ଦିଆଯିବାର ଆବଶ୍ୟକତା ରହିଛି। କଂଗ୍ରେସ ଏବଂ ଏହାର ଅଧ୍ୟକ୍ଷ ଠିକ୍‌ ନିଷ୍ପତ୍ତି ନେଇଥିବାରୁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି।”

ପୂର୍ବରୁ କୌଣସି ଚର୍ଚ୍ଚା ନଥିଲେ ମଧ୍ୟ ବୁଧବାର ପ୍ରିୟଙ୍କାଙ୍କ ସକ୍ରିୟ ରାଜନୀତିରେ ଯୋଗଦାନ ବାବଦରେ କଂଗ୍ରେସ ଘୋଷଣା କରିଥିଲା। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନିଆଯାଇଥିବା ଏହି ନିଷ୍ପତ୍ତିକୁ କଂଗ୍ରେସର ବରିଷ୍ଠ ନେତାମାନେ ‘ଗେମ୍‌ ଚେଞ୍ଜର’ ବୋଲି କହି ପ୍ରଶଂସା କରିଥିଲେ।

ରାହୁଲ ନିଜ ନିର୍ବାଚନମଣ୍ଡଲୀ ଆମେଥି ଗସ୍ତରେ ଥିବା ସମୟରେ ଏହି ବିଷୟରେ ଘୋଷଣା କରାଯାଇଥିଲା। ସେ ନିଜ ଭଉଣୀଙ୍କୁ ରାଜନତି ପାଇଁ ‘ଯୋଗ୍ୟ’ ବୋଲି କହି ପ୍ରଶଂସା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story