ନିରବ ମୋଦି ଓ ଋଣ ଜାଲିଆତି ବିବାଦ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାଶନାଲ୍‌ ବ୍ୟାଙ୍କ ଋଣ ଜାଲିଆତି ଘଟଣାର ମୁଖ୍ୟ ଖଳନାୟକ ନିରବ ମୋଦିଙ୍କୁ ଲଣ୍ଡନରେ ଗିରଫ କରାଯାଇଛି। ସେ ବ୍ୟାଙ୍କରୁ ୧୩ ହଜାର କୋଟି ଟଙ୍କାର ଋଣ ନେଇ ଫେରାର ହୋଇଯାଇଥିଲେ। ଗତବର୍ଷ ଜାନୁଆରୀ ମାସରେ ଏହି ଘଟଣା ସାମ୍ନାକୁ ଆସିବା ବେଳକୁ ନିରବ ଲଣ୍ଡନ ଚାଲିଯାଇଥିଲେ। ତେବେ ପୂରା ବିବାଦ ସମ୍ପର୍କରେ ଆସନ୍ତୁ ଜାଣିବା। ୧: ନିରବ ମୋଦି ଓ ତାଙ୍କ ମାମୁ ମେହୁଲ ଚୋକସି ପିଏନବି ଋଣ ଜାଲିଆତି ଘଟଣାରେ ସଂପୃକ୍ତ ରହିଛନ୍ତି। […]

swqw

swqw

Hemant Lenka
  • Published: Wednesday, 20 March 2019
  • Updated: 20 March 2019, 06:11 PM IST

Sports

Latest News

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାଶନାଲ୍‌ ବ୍ୟାଙ୍କ ଋଣ ଜାଲିଆତି ଘଟଣାର ମୁଖ୍ୟ ଖଳନାୟକ ନିରବ ମୋଦିଙ୍କୁ ଲଣ୍ଡନରେ ଗିରଫ କରାଯାଇଛି। ସେ ବ୍ୟାଙ୍କରୁ ୧୩ ହଜାର କୋଟି ଟଙ୍କାର ଋଣ ନେଇ ଫେରାର ହୋଇଯାଇଥିଲେ।

ଗତବର୍ଷ ଜାନୁଆରୀ ମାସରେ ଏହି ଘଟଣା ସାମ୍ନାକୁ ଆସିବା ବେଳକୁ ନିରବ ଲଣ୍ଡନ ଚାଲିଯାଇଥିଲେ। ତେବେ ପୂରା ବିବାଦ ସମ୍ପର୍କରେ ଆସନ୍ତୁ ଜାଣିବା।

୧: ନିରବ ମୋଦି ଓ ତାଙ୍କ ମାମୁ ମେହୁଲ ଚୋକସି ପିଏନବି ଋଣ ଜାଲିଆତି ଘଟଣାରେ ସଂପୃକ୍ତ ରହିଛନ୍ତି। ତାଙ୍କ ନାଁରେ ସିବିଆଇ ଓ ଇଡି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଉଭୟ ଦେଶ ଛାଡ଼ି ଫେରାର ହୋଇଯାଇଛନ୍ତି।

୨: ଗତବର୍ଷ ଜାନୁଆରୀ ମାସରେ ଋଣ ଜାଲିଆତି ତଥ୍ୟ ସାମ୍ନାକୁ ଆସିବା ପୂର୍ବରୁ ନିରବ ଓ ଚୋକସି ଦେଶ ଛାଡ଼ି ଫେରାର ହୋଇଯାଇଥିଲେ।

୩: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଘଟଣାର ତଦନ୍ତ କରି ଉଭୟ ନିରବ ଓ ଚୋକସିଙ୍କ ବିରୋଧରେ ଗତବର୍ଷ ମେ’ ମାସରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ଏଥିସହ ଉଭୟଙ୍କ ବିରୋଧରେ ଜାମିନ୍‌ ବିହୀନ ଗିରଫ ପରୱାନ ଜାରି କରିଥିଲା।

୪: ସେପ୍ଟେମ୍ବର ମାସରେ ଭାରତ ସରକାର ବ୍ରିଟେନ୍‌ ସରକାରଙ୍କୁ ନିରବ ମୋଦିଙ୍କ ପ୍ରତ୍ୟର୍ପଣ ପାଇଁ ପ୍ରସ୍ତାବ ପଠାଇଥିଲେ। ସେବେଠାରୁ ଏହା ସ୍ଥଗିତ ହୋଇ ରହିଛି।

୫: ୨୦୧୮ ମସିହା ଫେବୃଆରୀ ମାସରେ ଭାରତ ସରକାର ନିରବ ମୋଦିଙ୍କ ପାସପୋର୍ଟ ରଦ୍ଦ କରିଦେଇଥିଲେ। କିନ୍ତୁ ସେ ବ୍ରିଟେନ୍‌ରୁ ବେଶ ଆରାମରେ ଅନ୍ୟ ଦେଶକୁ ଯିବା ଆସିବା କରିପାରୁ ଥିଲେ। ପ୍ରାୟ ୪ଥର ଏଭଳି ଘଟଣା ଘଟିଥିଲା।

୬: ଲଣ୍ଡନର ପଶ୍ଚିମ ଭାଗରେ ଥିବା ଏକ ବିଳାଶପୂର୍ଣ୍ଣ ଆପାର୍ଟମେଣ୍ଟରେ ମାସିକ ୧୫ ଲକ୍ଷ ଟଙ୍କା ଭଡ଼ା ଦେଇ ନିରବ ରହୁଥିଲେ।

୭: କିଛି ଦିନ ତଳେ ଲଣ୍ଡନ ରାସ୍ତାରେ ନିରବ ବୁଲୁଥିବା ପ୍ରଥମେ ଜଣେ ସାମ୍ବାଦିକ ଦେଖିଥିଲେ। ଏହାପରେ ତାଙ୍କୁ ପ୍ରତ୍ୟର୍ପଣ ପାଇଁ ଦାବି ତେଜିଥିଲା।

୮: ନିରବ ମୋଦି ଲଣ୍ଡନର ସୋହ ଠାରେ ନୂଆ ହୀରା ବ୍ୟବସାୟ ଆରମ୍ଭ କରିଛନ୍ତି।

୯: ଭାରତର ମୋଷ୍ଟ ୱାଣ୍ଟେଡ୍‌ ନିରବ ମୋଦିଙ୍କୁ ଲଣ୍ଡନରେ କାମ କରିବା ପାଇଁ ବ୍ରିଟେନ୍‌ ସରକାର ଇନସ୍ୟୁରାନ୍ସ ନମ୍ବର ଦେଇଥିଲେ। ଏହାଦ୍ୱାରା ସେ ଅନ୍‌ଲାଇନ୍‌ ଅର୍ଥ ନେଣଦେଶ ବେଶ ଆରାମରେ କରିପାରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story