ନ୍ୟାୟପାଳିକାରେ ବିବାଦ, କଲେଜିୟମକୁ ଟାର୍ଗେଟ କଲେ ବିଚାରପତି

ନୂଆଦିଲ୍ଲୀ: ପୁଣିଥରେ ନ୍ୟାୟପାଳିକାରେ ବିଚାରପତି ନିଯୁକ୍ତିକୁ ନେଇ ବିବାଦ ଦେଖାଦେଇଛି। ପ୍ରିୟାପ୍ରୀତି ତୋଷଣ, ତୁଷ୍ଟୀକରଣ ଓ ଜାତିଗତ ଭେଦଭାବରେ କଲେଜିୟମ ବିଚାରପତିମାନଙ୍କୁ ନିଯୁକ୍ତି ଦେଉଛନ୍ତି ବୋଲି  ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ରଙ୍ଗନାଥ ପାଣ୍ଡେ ଅଭିଯୋଗ କରିଛନ୍ତି। ଏଥିସହ ସେ ଏ ସଂକ୍ରାନ୍ତ ଏକ ଚିଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ମଧ୍ୟ ପଠାଇଛନ୍ତି। ଜୁଲାଇ ୧ରେ ଜଷ୍ଟିସ ପାଣ୍ଡେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖିଥିବା ଚିଠିରେ ଅନେକ କଥା କହିଛନ୍ତି। ସେ କହିଛନ୍ତି, “୩୪ ବର୍ଷ କ୍ୟାରିୟର […]

qa

qa

Hemant Lenka
  • Published: Wednesday, 03 July 2019
  • Updated: 03 July 2019, 05:57 PM IST

Sports

Latest News

ନୂଆଦିଲ୍ଲୀ: ପୁଣିଥରେ ନ୍ୟାୟପାଳିକାରେ ବିଚାରପତି ନିଯୁକ୍ତିକୁ ନେଇ ବିବାଦ ଦେଖାଦେଇଛି। ପ୍ରିୟାପ୍ରୀତି ତୋଷଣ, ତୁଷ୍ଟୀକରଣ ଓ ଜାତିଗତ ଭେଦଭାବରେ କଲେଜିୟମ ବିଚାରପତିମାନଙ୍କୁ ନିଯୁକ୍ତି ଦେଉଛନ୍ତି ବୋଲି  ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ରଙ୍ଗନାଥ ପାଣ୍ଡେ ଅଭିଯୋଗ କରିଛନ୍ତି। ଏଥିସହ ସେ ଏ ସଂକ୍ରାନ୍ତ ଏକ ଚିଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ମଧ୍ୟ ପଠାଇଛନ୍ତି।

ଜୁଲାଇ ୧ରେ ଜଷ୍ଟିସ ପାଣ୍ଡେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖିଥିବା ଚିଠିରେ ଅନେକ କଥା କହିଛନ୍ତି। ସେ କହିଛନ୍ତି, “୩୪ ବର୍ଷ କ୍ୟାରିୟର ମଧ୍ୟରେ ମୁଁ କେବଳ ଏତିକି ଜାଣିଛି ଯେ ପ୍ରିୟାପ୍ରୀତି ତୋଷଣ ଓ ଜାତିଗତ ଆଧାରରେ କଲେଜିୟମ ଉଚ୍ଚ କୋର୍ଟରେ ବିଚାରପତି ନିଯୁକ୍ତ କରୁଛନ୍ତି। ଏହା ଏକ ନିନ୍ଦନୀୟ ଘଟଣା। ବିଚାରପତି ନିଯୁକ୍ତି ପଛ ଦ୍ୱାରରେ କିମ୍ବା ଗୋଟିଏ କପ୍‌ ଚା’ରେ ସ୍ଥିର ହେଉଛି।

ନିଯୁକ୍ତିରେ କେବଳ ତୁଷ୍ଟୀକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଜାଣିଶୁଣି ସବୁ ପ୍ରକ୍ରିୟା ଶେଷ ହେବା ପରେ ପଦୋନ୍ନତି ପାଇବାକୁ ଥିବା ବିଚାରପତିଙ୍କ ନାଁ ସାର୍ବଜନୀନ କରାଯାଉଛି। ଏଭଳି ନାଁକୁ ଗୁପ୍ତ ରଖିବା ଗଣତନ୍ତ୍ରର ମୂଳମନ୍ତ୍ରର ଉଲ୍ଲଙ୍ଘନ କରୁଛି। ନିଜର ସମ୍ପର୍କୀୟ ଓ ପ୍ରିୟଜନମାନଙ୍କୁ ହିଁ ବିଚାରପତି ଭାବେ ପଦୋନ୍ନତି ମିଳୁଛି। ଯଦି କାହାକୁ ବିଚାରପତି ଭାବେ ନିଯୁକ୍ତି ମୁଳିନାହିଁ, ତା’ହେଲେ ନ୍ୟାୟପାଳିକାରେ ଯେ କୌଣସି ପଦରେ ସେମାନଙ୍କୁ ଥଇଥାନ କରାଯାଉଛି।”

ସେହିପରି ଜଷ୍ଟିସ୍‌ ପାଣ୍ଡେ ୨୦୧୫ରେ ସୁପ୍ରିମକୋର୍ଟ ଜାତୀୟ ନ୍ୟାୟିକ ନିଯୁକ୍ତି କମିଟି(ଏନ୍‌ଜେଏସି) ଆଇନ୍‌କୁ ରଦ୍ଦ କରିଥିବାରୁ ଏହାକୁ ସେ ପସନ୍ଦ କରିଛନ୍ତି। ଏହାଦ୍ୱାରା ବିଚାରପତି ନିଯୁକ୍ତିରେ ସ୍ୱଚ୍ଛତା ଆସି ପାରିଥାଆନ୍ତା।

ପୁନଶ୍ଚ ୨୦୧୮ରେ ସୁପ୍ରିମକୋର୍ଟର ୪ ଜଣ ବରିଷ୍ଠ ବିଚାରପତି ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ବିରୋଧରେ ଯେଉଁ ସାମ୍ବାଦିକ ସମ୍ମିଳନୀ କରିଥିଲେ, ତା’କୁ ମଧ୍ୟ ଜଷ୍ଟିସ୍‌ ପାଣ୍ଡେ ଅଗଣତାନ୍ତ୍ରିକ ବୋଲି କହିଛନ୍ତି। ଏଭଳି ସାମ୍ବାଦିକ ସମ୍ମିଳନୀ ନ୍ୟାୟପାଳିକାର ଛବିକୁ ଖରାପ କରିଛି ବୋଲି ସେ କହିଛନ୍ତି।

ଜଷ୍ଟିସ ପାଣ୍ଡେ ତାଙ୍କ ଚିଠିରେ କହିଛନ୍ତି, ପ୍ରଧାନମନ୍ତ୍ରୀ ଏମିତି ଏକ କମିଟି ଗଠନ କରନ୍ତୁ, ଯେମିତି ଗରିବ ପରିବାରରୁ ଆସିଥିବା ଜଣେ ବ୍ୟକ୍ତି ଗଠିନ ପରିଶ୍ରମ କରି ପ୍ରଧାନ ବିଚାରପତି ହେବାର ସୁଯୋଗ ପାଇପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story