କଂଗ୍ରେସ ଛାଡ଼ିଲେ ଅଳ୍ପେଶ ଠାକୁର

ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣକୁ ୨୪ ଘଣ୍ଟାରୁ କମ୍‌ ସମୟ ଥିବା ବେଳେ ଆଜି ଗୁଜରାଟରେ କଂଗ୍ରେସକୁ ଜବରଦସ୍ତ ଝଟ୍‌କା ଲାଗିଛି। ଦଳର ବିଧାୟକ ତଥା ଓବିସି ବର୍ଗର ଟାଣୁଆ ନେତା ଅଳ୍ପେଶ ଠାକୁର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ତେବେ ସେ ବିଜେପିରେ ଯୋଗଦେବେ ନାହିଁ ବୋଲି ଆଜି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, “ମୁଁ କୌଣସି ପ୍ରକାରର ବିଜେପିରେ ଯୋଗଦେବି ନାହିଁ। ମୁଁ ଏବଂ ଆମର ଦୁଇ ବିଧାୟକ ଡି ଠାକୁର ଓ ଭାରତଜୀ […]

a

a

Hemant Lenka
  • Published: Wednesday, 10 April 2019
  • Updated: 10 April 2019, 08:48 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣକୁ ୨୪ ଘଣ୍ଟାରୁ କମ୍‌ ସମୟ ଥିବା ବେଳେ ଆଜି ଗୁଜରାଟରେ କଂଗ୍ରେସକୁ ଜବରଦସ୍ତ ଝଟ୍‌କା ଲାଗିଛି। ଦଳର ବିଧାୟକ ତଥା ଓବିସି ବର୍ଗର ଟାଣୁଆ ନେତା ଅଳ୍ପେଶ ଠାକୁର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ତେବେ ସେ ବିଜେପିରେ ଯୋଗଦେବେ ନାହିଁ ବୋଲି ଆଜି ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି, “ମୁଁ କୌଣସି ପ୍ରକାରର ବିଜେପିରେ ଯୋଗଦେବି ନାହିଁ। ମୁଁ ଏବଂ ଆମର ଦୁଇ ବିଧାୟକ ଡି ଠାକୁର ଓ ଭାରତଜୀ ଠାକୁର ବିଧାୟକ ଭାବେ ୫ ବର୍ଷ ପୂରଣ କରିବୁ।”

ମିଳିଥିବା ସୂଚନା ଅନୁଯାୟୀ, “ଅଳ୍ପେଶ ଠାକୁର ପାଟଣା ଲୋକସଭା ଆସନରୁ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ। ହେଲେ ତାଙ୍କ ବଦଳରେ ଦଳ ପୂର୍ବତନ ସାଂସଦ ଜଗଦୀଶ ଠାକୁରଙ୍କୁ ଟିକେଟ୍‌ ଦେଇଛି। ଏନେଇ ଅଳ୍ପେଶ ଠାକୁର କଂଗ୍ରେସ ଛାଡ଼ିଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story