କାଶ୍ମୀର ଉପରେ ଅଲକଏଦାର ଆଖି: ଛଡାଇ ନେବାକୁ ବନାଉଛି ବ୍ଲୁ ପ୍ରିଣ୍ଟ

ନୂଆଦିଲ୍ଲୀ: କାଶ୍ମୀରରେ ଅଶାନ୍ତି ଜାରି ରଖିଛି ପାକିସ୍ତାନ। ପାକିସ୍ତାନୀ ଆତଙ୍କବାଦୀଙ୍କ ଜରିଆରେ ଦେଶରେ ଅରାଜକତା ସୃଷ୍ଟି କରୁଛି। ଏହାସତ୍ତ୍ୱେ ଭାରତୀୟ ସେନା କାପିସ୍ତାନର ସବୁ ମନ୍ଦ ଉଦ୍ଦେଶ୍ୟକୁ ପ୍ରତିହତ କରିଚାଲିଛି। ଏବେ ଆତଙ୍କୀ ସଂଗଠନ ଅଲକଏଦାର ଆଖି କାଶ୍ମୀର ଉପରେ ପଡ଼ିଛି। ମଙ୍ଗଳବାର ଜେହାଦୀ ଫୋରମ୍ସରେ ଜାରି ଏକ ଭିଡିଓରେ ସଂଗଠନର ସେକେଣ୍ଡ ଇନ୍‌ କମାଣ୍ଡ ଉସାମା ମହମ୍ମଦଙ୍କ କଥାରୁ ଏହା ଜଣାପଡୁଛି। ଏଥିରେ ସେ କହିଛି- “କାଶ୍ମୀର ଜିତିବାକୁ ହେଲେ ଭାରତୀୟ ସହରରେ ଯୁଦ୍ଧ ପରିସ୍ଥିତି […]

alkayeda

alkayeda

Rakesh Mallick
  • Published: Wednesday, 27 December 2017
  • Updated: 27 December 2017, 09:12 PM IST

Sports

Latest News

ନୂଆଦିଲ୍ଲୀ: କାଶ୍ମୀରରେ ଅଶାନ୍ତି ଜାରି ରଖିଛି ପାକିସ୍ତାନ। ପାକିସ୍ତାନୀ ଆତଙ୍କବାଦୀଙ୍କ ଜରିଆରେ ଦେଶରେ ଅରାଜକତା ସୃଷ୍ଟି କରୁଛି। ଏହାସତ୍ତ୍ୱେ ଭାରତୀୟ ସେନା କାପିସ୍ତାନର ସବୁ ମନ୍ଦ ଉଦ୍ଦେଶ୍ୟକୁ ପ୍ରତିହତ କରିଚାଲିଛି। ଏବେ ଆତଙ୍କୀ ସଂଗଠନ ଅଲକଏଦାର ଆଖି କାଶ୍ମୀର ଉପରେ ପଡ଼ିଛି। ମଙ୍ଗଳବାର ଜେହାଦୀ ଫୋରମ୍ସରେ ଜାରି ଏକ ଭିଡିଓରେ ସଂଗଠନର ସେକେଣ୍ଡ ଇନ୍‌ କମାଣ୍ଡ ଉସାମା ମହମ୍ମଦଙ୍କ କଥାରୁ ଏହା ଜଣାପଡୁଛି। ଏଥିରେ ସେ କହିଛି- “କାଶ୍ମୀର ଜିତିବାକୁ ହେଲେ ଭାରତୀୟ ସହରରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିବାକୁ ପଡିବ।”

ସେ ଆହୁରି କହିଛି- “ଭାରତ କାଶ୍ମୀରକୁ ନିଜ ପାଖରେ ରଖିବାକୁ ୬ ଲକ୍ଷ ସୈନିକ ମୁତୟନ କରିଛି। ଯଦି କୋଲକାତା, ବେଙ୍ଗାଲୁର ଓ ନୂଆଦିଲ୍ଲୀ ଉପରେ ଆକ୍ରମଣ କରାଯିବ ତେବେ କାଶ୍ମୀରରେ ଭାରତର ସୁରକ୍ଷା ଢିଲା ହୋଇଯିବ।”

ଭିଡିଓରେ ମହମ୍ମଦ ଉପମହାଦେଶର ମୁସଲମାନଙ୍କୁ କାଶ୍ମୀର ପାଇଁ ସମର୍ଥନ ଦେବାକୁ କହିଛି।

ଆମେରିକା ଯେପରି ନିଜକୁ ସୁରକ୍ଷିତ ରଖିବାକୁ ବ୍ୟାକୁଳ ହେଉଛି, ସେହିପରି ଗାରତୀୟ ସେନା ଓ ହିନ୍ଦୁଙ୍କ ଶାନ୍ତ ଦୁନିଆକୁ ଯୁଦ୍ଧ ସ୍ଥିତିକୁ ନେଇଯିବା ଦରକାର ବୋଲି ସେ କହିଛି।

ଏହାସହ ଅଲକଏଦା କାଶ୍ମୀରକୁ ଦଖଲ କରିବାର ନିଜ ରଣନୀତିକୁ ମଧ୍ୟ ଭିଡିଓରେ ଦେଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story