ଅମରନାଥ ଯାତ୍ରାରେ ଗଲେ ଆଉ ୧୭୨୭ ଜଣ ତୀର୍ଥଯାତ୍ରୀ

ଜମ୍ମୁ: କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗୁରୁବାରଠାରୁ ୧୭୨୭ ଜଣ ତୀର୍ଥଯାତ୍ରୀ ଅମରନାଥ ଯାତ୍ରା କରିଛନ୍ତି। ଆଜି ବଢି ଭୋରରୁ ତୀର୍ଥଯାତ୍ରୀମାନେ ଦକ୍ଷିଣ ହିମାଳୟରେଥିବା ଅମରନାଥଙ୍କ ଦିବ୍ୟ ଦର୍ଶନ ପାଇଁ ଜମ୍ମୁ ବେସ କ୍ୟାମ୍ପ ଛାଡିଛନ୍ତି। ଏଥିରେ ୧୨୩୮ ଜଣ ପୁରୁଷ ଥିବା ବେଳେ ୪୦୭ ଜଣ ମହିଳା,୩୨ ଜଣ ଶିଶୁ ଓ ୫୦ ଜଣ ସାଧୁ ରହିଛନ୍ତି। ଏଥିପାଇଁ ଗତକାଲି ଭଗବତୀ ନଗରରୁ ୪୪ଟି ଯାତ୍ରୀବାହୀ ଗାଡିରେ ଏହି ତୀର୍ଥଯାତ୍ରୀମାନେ ବେସ କ୍ୟାମ୍ପକୁ ଆସିଥିଲେ। ସୂଚନାଯୋଗ୍ୟ, […]

amarnath

Rakesh Mallick
  • Published: Thursday, 16 July 2015
  • , Updated: 16 July 2015, 06:57 AM IST

ଜମ୍ମୁ: କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗୁରୁବାରଠାରୁ ୧୭୨୭ ଜଣ ତୀର୍ଥଯାତ୍ରୀ ଅମରନାଥ ଯାତ୍ରା କରିଛନ୍ତି। ଆଜି ବଢି ଭୋରରୁ ତୀର୍ଥଯାତ୍ରୀମାନେ ଦକ୍ଷିଣ ହିମାଳୟରେଥିବା ଅମରନାଥଙ୍କ ଦିବ୍ୟ ଦର୍ଶନ ପାଇଁ ଜମ୍ମୁ ବେସ କ୍ୟାମ୍ପ ଛାଡିଛନ୍ତି। ଏଥିରେ ୧୨୩୮ ଜଣ ପୁରୁଷ ଥିବା ବେଳେ ୪୦୭ ଜଣ ମହିଳା,୩୨ ଜଣ ଶିଶୁ ଓ ୫୦ ଜଣ ସାଧୁ ରହିଛନ୍ତି। ଏଥିପାଇଁ ଗତକାଲି ଭଗବତୀ ନଗରରୁ ୪୪ଟି ଯାତ୍ରୀବାହୀ ଗାଡିରେ ଏହି ତୀର୍ଥଯାତ୍ରୀମାନେ ବେସ କ୍ୟାମ୍ପକୁ ଆସିଥିଲେ।

ସୂଚନାଯୋଗ୍ୟ, ଗୁରୁବାର ସୁଦ୍ଧା ଅମରନାଥଙ୍କ ପବିତ୍ର ଯାତ୍ରା ପାଇଁ ୩୧ ହଜାର ୨୪୦ ଯାତ୍ରୀ ଜମ୍ମୁ ବେସ କ୍ୟାମ୍ପ ଛାଡିଛନ୍ତି।

Related story