ଅମରନାଥ ଯାତ୍ରାକୁ ଭଣ୍ଡୁର କରିବା ଲାଗି ଆତଙ୍କବାଦୀଙ୍କ ଯୋଜନା

ନୂଆଦିଲ୍ଲୀ: ଅମରନାଥ ଯାତ୍ରାକୁ ଭଣ୍ଡୁର କରିବାକୁ ଆତଙ୍କବାଦୀମାନେ ଯୋଜନା କରୁଥିବା ଭାରତୀୟ ସେନା ପକ୍ଷରୁ କୁହାଯାଇଛି । ୨୦୦ରୁ ୨୨୫ ଆତଙ୍କୀ ନିୟନ୍ତ୍ରଣ ରେଖା ନିକଟରେ ଭାରତ ମଧ୍ୟକୁ ଅନୁପ୍ରବେଶ କରି ବଡ ଧରଣର ଆକ୍ରମଣ କରିବାକୁ ଯୋଜନା ଚଳାଇଥିବା ଜଣାପଡିଛି। ଆତଙ୍କବାଦୀଙ୍କ ଏହି ଆକ୍ରମଣ ଯୋଜନାକୁ ଭଣ୍ଡୁର କରିବା ପାଇଁ  ଭାରତୀୟ ସେନା ପ୍ରସ୍ତୁତ ହୋଇ ରହିଛି ବୋଲି ସେନା ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଅମରନାଥ ଯାତ୍ରାର ଆରମ୍ଭ ହୋଇସାରିଛି। ବିପଦର ଆଶଙ୍କା  ଥାଇ ମଧ୍ୟ […]

Amarntah-Yartra

Rakesh Mallick
  • Published: Friday, 03 July 2015
  • , Updated: 03 July 2015, 10:14 AM IST

ନୂଆଦିଲ୍ଲୀ: ଅମରନାଥ ଯାତ୍ରାକୁ ଭଣ୍ଡୁର କରିବାକୁ ଆତଙ୍କବାଦୀମାନେ ଯୋଜନା କରୁଥିବା ଭାରତୀୟ ସେନା ପକ୍ଷରୁ କୁହାଯାଇଛି । ୨୦୦ରୁ ୨୨୫ ଆତଙ୍କୀ ନିୟନ୍ତ୍ରଣ ରେଖା ନିକଟରେ ଭାରତ ମଧ୍ୟକୁ ଅନୁପ୍ରବେଶ କରି ବଡ ଧରଣର ଆକ୍ରମଣ କରିବାକୁ ଯୋଜନା ଚଳାଇଥିବା ଜଣାପଡିଛି। ଆତଙ୍କବାଦୀଙ୍କ ଏହି ଆକ୍ରମଣ ଯୋଜନାକୁ ଭଣ୍ଡୁର କରିବା ପାଇଁ  ଭାରତୀୟ ସେନା ପ୍ରସ୍ତୁତ ହୋଇ ରହିଛି ବୋଲି ସେନା ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଅମରନାଥ ଯାତ୍ରାର ଆରମ୍ଭ ହୋଇସାରିଛି। ବିପଦର ଆଶଙ୍କା  ଥାଇ ମଧ୍ୟ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।

Related story