ଜଳୁଛି ବିଶ୍ୱକୁ ସବୁଠୁ ଅଧିକ ଅମ୍ଲଜାନ ଯୋଗାଉଥିବା ଆମାଜନ୍‌ ଜଙ୍ଗଲ

ୱାଶିଂଟନ୍‌: ବିଶ୍ୱର ସବୁଠାରୁ ବଡ଼ ରେନ୍‌ଫରେଷ୍ଟ ‘ଆମାଜନ୍‌’ ଏବେ ନିଆଁ ଯେଉଁଭଳି ମାଡ଼ିଚାଲିଛି, ଏହା ସମ୍ପୂର୍ଣ୍ଣ ପାଉଁଶ ହେବାର ଆଶଙ୍କା ସୃଷ୍ଟି ହୋଇଛି। ବିଶ୍ୱର ମୋଟ ଅମ୍ଲଜାନର ୨୦ ପ୍ରତିଶତ ଏହି ଜଙ୍ଗଲ ଯୋଗାଉଥିବାବେଳେ ଗତ ୧୬ ଦିନ ଧରି ଏହାର ସବୁଜିମା ନିଆଁର ପ୍ରକୋପ ଆଗରେ ହାର ମାନି ଚାଲିଛି। ଏହାର ଜୈବ ବିବିଧତା ମଧ୍ୟ ନଷ୍ଟ ହେବାରେ ଲାଗିଥିବାବେଳେ ଠିକ୍‌ ସମୟରେ ଯତ୍ନ ନିଆନଗଲେ ଏହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ବୋଲି ଚର୍ଚ୍ଚା ହେଉଛି। […]

amazon-2

amazon-2

Subrat Kumar Nayak
  • Published: Friday, 23 August 2019
  • Updated: 23 August 2019, 07:26 PM IST

Sports

Latest News

ୱାଶିଂଟନ୍‌: ବିଶ୍ୱର ସବୁଠାରୁ ବଡ଼ ରେନ୍‌ଫରେଷ୍ଟ ‘ଆମାଜନ୍‌’ ଏବେ ନିଆଁ ଯେଉଁଭଳି ମାଡ଼ିଚାଲିଛି, ଏହା ସମ୍ପୂର୍ଣ୍ଣ ପାଉଁଶ ହେବାର ଆଶଙ୍କା ସୃଷ୍ଟି ହୋଇଛି। ବିଶ୍ୱର ମୋଟ ଅମ୍ଲଜାନର ୨୦ ପ୍ରତିଶତ ଏହି ଜଙ୍ଗଲ ଯୋଗାଉଥିବାବେଳେ ଗତ ୧୬ ଦିନ ଧରି ଏହାର ସବୁଜିମା ନିଆଁର ପ୍ରକୋପ ଆଗରେ ହାର ମାନି ଚାଲିଛି। ଏହାର ଜୈବ ବିବିଧତା ମଧ୍ୟ ନଷ୍ଟ ହେବାରେ ଲାଗିଥିବାବେଳେ ଠିକ୍‌ ସମୟରେ ଯତ୍ନ ନିଆନଗଲେ ଏହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ବୋଲି ଚର୍ଚ୍ଚା ହେଉଛି।

ଆଟଲାଣ୍ଟିକ୍‌ କୋଷ୍ଟ ଏବଂ ବ୍ରାଜିଲର ସବୁଠାରୁ ବଡ଼ ସହର ସାଓ ପାଉଲୋ ସମେତ ସମଗ୍ର ଦକ୍ଷିଣ ଆମେରିକାରେ ଏହାର ପ୍ରଭାବ ଦେଖିବାକୁ ମିଳିବା ଆରମ୍ଭ ହୋଇଛି। ଏକ ଅନ୍ଧାରୁଆ ଏବଂ ଧୂଆଁଳିଆ ଚାଦର ମାଡ଼ିଆସିବା ପରେ ମନେ ହେଉଛି। ବର୍ଷା ହେଲେ ସେଥିରେ ମଧ୍ୟ ଧୂଆଁଳିଆ ବାସ୍ନା ହେଉଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ସାଓ ପାଓଲୋ ନିଆଁ ଲାଗିଥିବା ସ୍ଥାନଠାରୁ ୧ ହଜାର କିଲୋମିଟର ଦୂର।

ମିଳିଥିବା ସୂଚନା ଅନୁଯାୟୀ, ଏହି ସମୟରେ ଆମାଜନ୍‌ ଅପେକ୍ଷାକୃତ ଶୁଖିଲା ରହୁଥିବାରୁ ନିଆଁ ଲାଗିବା ଏକ ସ୍ୱାଭାବିକ ଘଟଣା। କିନ୍ତୁ ଏହାର ମାତ୍ରା ଏତେ ରହିନଥାଏ। ଚିନ୍ତାର କାରଣ ହେଉଛି ବ୍ରାଜିଲ ପଟେ ଥିବା ଆମାଜନ୍‌ରେ ପୁନଃବନୀକରଣ ହ୍ରାସ ପାଇଥିବା ସମୟରେ ହିଁ ନିଆଁର ମାତ୍ରା ଅଧିକ ରହିଛି।

ପରିବେଶବିତ୍‌ଙ୍କ କହିବା ଅନୁଯାୟୀ ୯୯ ପ୍ରତିଶତ ଜଙ୍ଗଲ ନିଆଁ ମନୁଷ୍ୟକୃତ। କୃଷକମାନେ ନିଆଁ ଲଗାଇ ଜମି ପ୍ରସ୍ତୁତ କରିଥା’ନ୍ତି। ସେମାନେ ଶୁଖିଲା ସମୟରେ ହିଁ ଏଭଳି କରିବାର ପୂର୍ବରୁ ପରମ୍ପରା ରହିଛି। ପ୍ରକୃତ ଶୁଖିଲା ସମୟ ସେପ୍ଟେମ୍ବରକୁ ଆହୁରି ସମୟ ବାକିଥିବାରୁ ଏବେଠାରୁ ଏଭଳି ନିଆଁ ଚିନ୍ତାର କାରଣ ପାଲଟିଛି।

ପରିବେଶବିତ୍‌ମାନେ ବ୍ରାଜିଲର ରାଷ୍ଟ୍ରପତି ଜୈର୍‌ ବୋଲସୋନାରୋଙ୍କୁ ଏହି ନିଆଁ ପାଇଁ ଦୋଷ ଲଦିଛନ୍ତି। କାରଣ ସେ ଯେତେବେଳେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଲଢ଼ୁଥିଲେ, ଏହି ସମୟରେ ଆମାଜନ୍‌ ଜଙ୍ଗଲକୁ ଉପଯୋଗ କରି ଅର୍ଥନୀତିକ ସମୃଦ୍ଧି ଆଣିବେ ବୋଲି କହିଥିଲେ। ପରେ ଏହି ମନ୍ତବ୍ୟ ଚାଷୀମାନଙ୍କୁ ଜଙ୍ଗଲ ପୋଡ଼ି ଏବଂ ନଷ୍ଟ ପାଇଁ ଉସୁକାଇଥିବା ସେମାନେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story