ନୂଆଦିଲ୍ଲୀ: ଦିନ ଥିଲା ଭାରତର ପସନ୍ଦିଦା କାର୍ଗୁଡିକ ମଧ୍ୟରେ ପ୍ରମୁଖ ଥିଲା ଆମ୍ବାସାଡର। ଦିଲ୍ଲୀଠାରୁ ପଲ୍ଲୀଯାଏଁ ଏହା ଦଉଡୁଥିଲା ମାଇଲା ମାଇଲ। ନେତା, ମନ୍ତ୍ରୀ, ବଡବଡିଆଙ୍କ ପ୍ରଥମ ପସନ୍ଦ ଥିଲା ଏହି କାର୍। ହେଲେ ଅନ୍ୟ ସୌକିନ୍ କାର୍ ବଜାରକୁ ଆସିବା ପରେ ଧିରେ ଧିରେ ଆମ୍ବାସାଡର କାର ତା ମୌଳିକତା ହରାଇବାକୁ ବସିଲା। ଶେଷରେ ପରିସ୍ଥିତି ଏମିତି ହେଲା ଯେ, ଏହାର ଉତ୍ପାଦନ ଉପରେ ରୋକ୍ ଲଗାଇଲା କମ୍ପାନୀ।
ହେଲେ ହୀନ୍ଦୁସ୍ତାନ ମୋଟର୍ସ ପକ୍ଷରୁ ପୁଣି ଥରେ ଏହି କାର ବଜାରକୁ ଆସିବାକୁ ପ୍ରସ୍ତୁତ ହେଉଛି। ଆଉ ଅଳ୍ପ କେତୋଟି ଦିନ ପରେ ଆମ୍ବାସାଡର କାର୍ ନୂଆ ରୂପରେ ବଜାରକୁ ଅସିବ। ଫ୍ରାନ୍ସର ଅଟୋ ମୋବାଇଲ କମ୍ପାନୀ ପିଏସ୍ଏ ଗ୍ରୁପ୍ ଏହି କାରରୁ ନୂଆ ରୂପ ଦେଇ ଭାରତ ବଜାରକୁ ଛାଡିବାକୁ ପ୍ରସ୍ତୁତି ହେଉଛି। ଏହି ସଂସ୍ଥା ହାତରେ ପୂଜା, ସିନ୍ଥାଏନ୍, ଡିଏସ୍ ଭଳି ମଡେଲଗୁଡିକ ରହିଥିବା ବେଳେ ଆମ୍ବାସାଡରକୁ ନବୀକରଣ କରି ବଜାରକୁ ପ୍ରେବେଶ କରିବାକୁ ସଂସ୍ଥା ଅଣ୍ଟା ଭିଡିଛି। ଗତ ଫେବୃୟାରୀ ମାସରେ ଏହି ସଂସ୍ଥା ୮୦ କୋଟି ଟଙ୍କାରେ ଆମ୍ବାସାଡରକୁ କିଣିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କେବଳ ଚୋରି, ନା ଅଛି ଆଉ କିଛି କାରଣ; ସୈଫଙ୍କୁ ଛୁରାମାଡ଼ ଘଟଣାରେ ସସପେନ୍ସ ଜାରି
ଅସ୍ତ୍ରୋପଚାର ବେଳେ ସୈଫଙ୍କ ମେରୁଦଣ୍ଡରୁ ବାହାରିଛି ଏକ ଛୁରୀର ଅଂଶ, ଯାହାର ଲମ୍ବ ୨.୫ ଇଞ୍ଚ।
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।