ଆତଙ୍କବାଦୀଙ୍କ ହାତରେ ପାକ ସେନାର ଆମେରିକୀୟ ଏମ ୧୬ ବନ୍ଧୁକ

ନୂଆଦିଲ୍ଲୀ: ଆତଙ୍କବାଦୀକୁ ପାକିସ୍ତାନ ସେନା ସହଯୋଗ କରୁଥିବାର ପ୍ରମାଣ ଭାରତ ହାତରେ ଲାଗିଛି। ଗତ ୨୨ ତାରିଖ ଦିନ ଜମ୍ମୁ କଶ୍ମୀରର ବଡ଼ଗାମ୍‌ ଜିଲ୍ଲ‌ାରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ଏବଂ ଏଥିରେ ୨ ଆତଙ୍କବାଦୀ ନିହତ ହୋଇଥିଲେ। ମୃତ ଆତଙ୍କବାଦୀ ଜୈଶ-ଏ-ମହମ୍ମଦର ବୋଲି ଜଣାପଡ଼ିଥିଲା । ଏହାପରେ ସୁରକ୍ଷାକର୍ମୀ ଆତଙ୍କବାଦିଙ୍କ ପାଖରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ଜବତ କରିଥିଲେ। ଏହି ଅସ୍ତ୍ରଶସ୍ତ୍ର ଭିତରେ ରହିଛି ଆମେରିକା ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇଏସକୁ ଦେଇଥିବା […]

file picture

file picture

Subhransu Sekhar
  • Published: Friday, 29 March 2019
  • Updated: 29 March 2019, 03:53 PM IST
ନୂଆଦିଲ୍ଲୀ: ଆତଙ୍କବାଦୀକୁ ପାକିସ୍ତାନ ସେନା ସହଯୋଗ କରୁଥିବାର ପ୍ରମାଣ ଭାରତ ହାତରେ ଲାଗିଛି। ଗତ ୨୨ ତାରିଖ ଦିନ ଜମ୍ମୁ କଶ୍ମୀରର ବଡ଼ଗାମ୍‌ ଜିଲ୍ଲ‌ାରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ଏବଂ ଏଥିରେ ୨ ଆତଙ୍କବାଦୀ ନିହତ ହୋଇଥିଲେ।
ମୃତ ଆତଙ୍କବାଦୀ ଜୈଶ-ଏ-ମହମ୍ମଦର ବୋଲି ଜଣାପଡ଼ିଥିଲା । ଏହାପରେ ସୁରକ୍ଷାକର୍ମୀ ଆତଙ୍କବାଦିଙ୍କ ପାଖରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ଜବତ କରିଥିଲେ। ଏହି ଅସ୍ତ୍ରଶସ୍ତ୍ର ଭିତରେ ରହିଛି ଆମେରିକା ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇଏସକୁ ଦେଇଥିବା ଏମ ୧୬ ରାଇଫଲ ବନ୍ଧୁକ। ଯାହାକୁ ନେଇ ପୁଣି ପାକିସ୍ତାନ ସରକାର ଓ ସେନାର ଆତଙ୍କବାଦୀ ସମ୍ପର୍କରେ ଦୁଇଟି ଚରିତ୍ର ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ଏମ-୧୬ ସ୍ନାଇପର ରାଇଫଲ ଆମେରିକା ସେନା ବ୍ୟବହାର କରିଥାଏ। ତେବେ ଆମେରିକା ଓ ପାକିସ୍ତାନ ମଧ୍ୟରେ ପ୍ରତିରକ୍ଷା ଚୁକ୍ତି ଅନୁଯାୟୀ ପାକିସ୍ତାନ ସେନାକୁ ଆମେରିକା ଏହି ଏମ-୧୬ ବନ୍ଧୁକ ଦେଇଥିଲା।
କିଛି ଦିନ ତଳେ ଆତଙ୍କବାଦୀ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ ବୋଲି ପାକିସ୍ତାନ ସରକାର କହିଥିଲେ। ଭାରତ ସମେତ ବିଭିନ୍ନ ଦେଶ ଯେଉଁ ଅଭିଯୋଗ ଆଣି ପାକିସ୍ତାନର ଛବିକୁ ଖରାପ କରୁଛନ୍ତି, ତାହା ସତ ନୁହେଁ ବୋଲି ପାକିସ୍ତାନ ଦାବି କରିଥିଲା। କିନ୍ତୁ ଆତଙ୍କବାଦୀଙ୍କ ଠାରୁ ଏମ- ୧୬ ବନ୍ଧୁକ ମିଳିବା ଭାରତର ଅଭିଯୋଗକୁ  ଦୃଢ଼ତର କରିଛି।
 
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story