ଭାରତର ପରମ୍ପରାକୁ ସମ୍ମାନ ଜଣାଇଲେ ଆମେରିକା ରାଷ୍ଟ୍ରପତି: ଏମିତ ପାଳିଲେ ଦୀପୀବଳି

ଭାରତୀୟ ପରମ୍ପରାକୁ ସମ୍ମାନ ଜଣାଇଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ । ହ୍ୱାଇଟ ହାଉସର ଓଭାଲ ଅଫିସରେ  ଶାସନର ବରିଷ୍ଠ ପ୍ରବାସୀ ଭାରତୀୟ ଅଧିକାରୀଙ୍କ ଗ୍ରହଣରେ ଦୀପାବଳି ପାଳନ କରିଛନ୍ତି ଟ୍ରମ୍ଫ । ଯେଉଁଥିରେ ପ୍ରବାସୀ ଭାରତୀୟ ପଦାଧିକାରୀ ନିକି ହାଲି, ସୀମା ବର୍ମା ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମାରୋହରେ ଟ୍ରମ୍ପଙ୍କ ଝିଅ ଇବାଙ୍କା ମଧ୍ୟ ସାମିଲ ହୋଇଥିଲେ। କ୍ୟାବିନେଟ ପାହ୍ୟା ପାଇଥିବା ନିକି ହାଲି ୟୁଏନରେ ଆମେରିକାର ରାଷ୍ଟ୍ରଦୂତ ଅଛନ୍ତି ଏବଂ ସୀମା […]

Rakesh Mallick
  • Published: Wednesday, 18 October 2017
  • Updated: 18 October 2017, 03:38 PM IST

ଭାରତୀୟ ପରମ୍ପରାକୁ ସମ୍ମାନ ଜଣାଇଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ । ହ୍ୱାଇଟ ହାଉସର ଓଭାଲ ଅଫିସରେ  ଶାସନର ବରିଷ୍ଠ ପ୍ରବାସୀ ଭାରତୀୟ ଅଧିକାରୀଙ୍କ ଗ୍ରହଣରେ ଦୀପାବଳି ପାଳନ କରିଛନ୍ତି ଟ୍ରମ୍ଫ । ଯେଉଁଥିରେ ପ୍ରବାସୀ ଭାରତୀୟ ପଦାଧିକାରୀ ନିକି ହାଲି, ସୀମା ବର୍ମା ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମାରୋହରେ ଟ୍ରମ୍ପଙ୍କ ଝିଅ ଇବାଙ୍କା ମଧ୍ୟ ସାମିଲ ହୋଇଥିଲେ।

କ୍ୟାବିନେଟ ପାହ୍ୟା ପାଇଥିବା ନିକି ହାଲି ୟୁଏନରେ ଆମେରିକାର ରାଷ୍ଟ୍ରଦୂତ ଅଛନ୍ତି ଏବଂ ସୀମା ବର୍ମା ମେଡିକେୟାର ଓ ମେଡିକେଡ ସେବାର ପ୍ରଶାସକ ଅଛନ୍ତି ।

ଗତବର୍ଷ  ଟ୍ରମ୍ପ ରାଷ୍ଟ୍ରପତି  ପ୍ରାର୍ଥୀ ପାଇଁ ନିର୍ବାଚନ ପ୍ରଚାର କରୁଥିବା ବେଳେ ଦୀପାବଳି ପାଳନ କରିଥିଲେ।   ଟ୍ରମ୍ପ ନିଉ ଜର୍ସିରେ ପାରମ୍ପାରିକ ହିସାବରେ  ଦୀପ ପ୍ରଜ୍ଜଳନ କରି ଦୀପାବଳି ପାଳନ କରିଥିଲେ। ଏହାସହ ସେ ଭାରତୀୟ ଆମେରିକା ସମୁଦାୟକୁ ସମ୍ବୋଧିତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story