ନରମିଲେ ଟ୍ରମ୍ପ: ନିର୍ଦ୍ଧାରିତ ସ୍ଥାନ ଓ ତାରିଖରେ କିମ୍‌ଙ୍କ ସହ ହେବ ସାକ୍ଷାତ

ୱାସିଂଟନ: ତୁ ତୁ ମେଁ ମେଁ ପରେ ପୁଣି ଥରେ ଉତ୍ତର କୋରିଆ ମୁଖ୍ୟ କିମ୍‌ ୟୋଙ୍ଗ ଉନ୍‌ଙ୍କ ସହ ସାକ୍ଷାତ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାଜି ହୋଇଛନ୍ତି। ପୂର୍ବ ନିର୍ଦ୍ଧାରିତ ସମୟରେ ଅର୍ଥାତ ଜୁନ୍ ୧୨ ତାରିଖରେ ସିଙ୍ଗାପୁରରେ ଉଭୟଙ୍କ ମଧ୍ୟରେ ବହୁ ପ୍ରତୀକ୍ଷିତ ଭେଟ୍‌ଘାଟ୍‌ ହେବ। ଉତ୍ତର କୋରିଆର ବରିଷ୍ଠ ଅଧିକାରୀ କିମ୍‌ ୟୋଙ୍ଗ ଚୋଲ୍‌ଙ୍କ ସହ ସାକ୍ଷାତ ପରେ ଟ୍ରମ୍ପ, କିମ୍‌ଙ୍କ ସହ ସାକ୍ଷାତ କରିବା କଥା ସ୍ପଷ୍ଟ କରିଛନ୍ତି। […]

trump

trump

Rakesh Mallick
  • Published: Saturday, 02 June 2018
  • Updated: 02 June 2018, 08:19 AM IST

Sports

Latest News

ୱାସିଂଟନ: ତୁ ତୁ ମେଁ ମେଁ ପରେ ପୁଣି ଥରେ ଉତ୍ତର କୋରିଆ ମୁଖ୍ୟ କିମ୍‌ ୟୋଙ୍ଗ ଉନ୍‌ଙ୍କ ସହ ସାକ୍ଷାତ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାଜି ହୋଇଛନ୍ତି। ପୂର୍ବ ନିର୍ଦ୍ଧାରିତ ସମୟରେ ଅର୍ଥାତ ଜୁନ୍ ୧୨ ତାରିଖରେ ସିଙ୍ଗାପୁରରେ ଉଭୟଙ୍କ ମଧ୍ୟରେ ବହୁ ପ୍ରତୀକ୍ଷିତ ଭେଟ୍‌ଘାଟ୍‌ ହେବ। ଉତ୍ତର କୋରିଆର ବରିଷ୍ଠ ଅଧିକାରୀ କିମ୍‌ ୟୋଙ୍ଗ ଚୋଲ୍‌ଙ୍କ ସହ ସାକ୍ଷାତ ପରେ ଟ୍ରମ୍ପ, କିମ୍‌ଙ୍କ ସହ ସାକ୍ଷାତ କରିବା କଥା ସ୍ପଷ୍ଟ କରିଛନ୍ତି। କୁହାଯାଉଛି ଚୋଲ, କିମ୍‌ଙ୍କ ଚିଠି ନେଇ ଟ୍ରମ୍ପଙ୍କ ପାଖକୁ ଯାଇଥିଲେ। ଯାହାକୁ ପଢ଼ିବା ପରେ ଟ୍ରମ୍ପ ଏହି ସାକ୍ଷାତ ପାଇଁ ରାଜି ହୋଇଛନ୍ତି।

କୋରିଆ ସମସ୍ତ ପରମାଣୁ ପରୀକ୍ଷଣ କେନ୍ଦ୍ର ନଷ୍ଟ କରି ଦେଲେ ସାକ୍ଷାତ ଆଲୋଚନା ହେବ ବୋଲି ଆମେରିକା କହିଥିଲା। ଏଥିରେ କୋରିଆ ସହମତି ପ୍ରକାଶ କରିବା ସହ ପରମାଣୁ ପରୀକ୍ଷଣ କେନ୍ଦ୍ର ନଷ୍ଟ କରିଥିଲା। ହେଲେ ଯେଉଁଦିନ କୋରିଆ ପରମାଣୁ ପରୀକ୍ଷଣ କେନ୍ଦ୍ର ନେଷ୍ଟ କରିଥିଲା, ସେହିଦିନ ସମସ୍ତଙ୍କୁ ଚକିତ କରି ଟ୍ରମ୍ପ ସାକ୍ଷାତ ଆଲୋଚନାରୁ ଓହରି ଯାଇଥିଲେ। ଯାହାକୁ ବହୁ ରାଷ୍ଟ୍ର ସମାଲୋଚନା କରିଥିଲେ। ଅନ୍ୟପକ୍ଷରେ ଆମେରିକାର ଏପରି ପଦକ୍ଷେପ ପରେ କିମ୍‌ ନିଜ ସଞ୍ଜମ ରକ୍ଷା କରିଥିଲେ ଓ ଆଲୋଚନା କିପରି ହୋଇପାରିବ ସେ ନେଇ କୂଟନୈତିକ ପଦକ୍ଷେପ ନେଇଥିଲେ।

ପରେ କିମ୍‌ ତାଙ୍କର ବରିଷ୍ଠ ଅଧିକାରୀ ଚୋଲ୍‌ଙ୍କୁ ରାଜଦୂତ କରି ଆମେରିକା ପଠାଇଥିଲେ। ଚୋଲ୍‌ ପ୍ରଥମେ ଆମେରିକାର ବୈଦେଶିକ ମନ୍ତ୍ରୀଙ୍କ ସହ ସାକ୍ଷାତ କରିଥିଲେ। ଏହାପରେ ହ୍ୱାଇଟ୍‌ ହାଉସ୍‌ ଯାଇ ଟ୍ରମ୍ପଙ୍କୁ ସାକ୍ଷାତ କରି କୋରିଆର ପକ୍ଷ ରଖିବା ସହ କିମ୍‌ଙ୍କ ଚିଠି ଟ୍ରମ୍ପଙ୍କୁ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story