ଆମେରିକାରେ ବେଆଇନ ଭାବେ ପ୍ରବେଶ କରୁଥିବା ୬୮ ଭାରତୀୟ ଗିରଫ

ୱାଶିଂଟନ: ବେଆଇନ ଭାବେ ଆମେରିକାରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ୬୮ ଜଣ ଭାରତୀୟଙ୍କୁ ଗିରଫ କରାଯାଇଛି। ଗିରଫ ଲୋକଙ୍କ ମଧ୍ୟରୁ ଅଧାରୁ ଅଧିକ ହେଉଛନ୍ତି ପଂଜାବର। ନର୍ଥ ଆମେରିକାନ୍ ପଂଜାବୀ ଆସୋସିଏସନ୍ ନିର୍ଦ୍ଦେଶକ ସତନାମ ସିଂହ ଏହି ସୂଚନା ଦେଇଛନ୍ତି। ଆମେରିକାର ଇମିଗ୍ରେସନ୍ ଏଣ୍ଡ୍ କଷ୍ଟମ୍ ଏନଫୋର୍ସମେଣ୍ଟ୍ ଡିପାର୍ଟମେଣ୍ଟର ମୁଖ୍ୟପାତ୍ର ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, ଗତ ଏକ ମାସ ମଧ୍ୟରେ ଭିନ୍ନ ଭିନ୍ନ ଦିନରେ ଏହି ୬୮ ଜଣ ଭାରତୀୟଙ୍କୁ […]

america

america

Rakesh Mallick
  • Published: Sunday, 16 August 2015
  • Updated: 04 May 2017, 03:45 PM IST

Sports

Latest News

ୱାଶିଂଟନ: ବେଆଇନ ଭାବେ ଆମେରିକାରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ୬୮ ଜଣ ଭାରତୀୟଙ୍କୁ ଗିରଫ କରାଯାଇଛି। ଗିରଫ ଲୋକଙ୍କ ମଧ୍ୟରୁ ଅଧାରୁ ଅଧିକ ହେଉଛନ୍ତି ପଂଜାବର। ନର୍ଥ ଆମେରିକାନ୍ ପଂଜାବୀ ଆସୋସିଏସନ୍ ନିର୍ଦ୍ଦେଶକ ସତନାମ ସିଂହ ଏହି ସୂଚନା ଦେଇଛନ୍ତି। ଆମେରିକାର ଇମିଗ୍ରେସନ୍ ଏଣ୍ଡ୍ କଷ୍ଟମ୍ ଏନଫୋର୍ସମେଣ୍ଟ୍ ଡିପାର୍ଟମେଣ୍ଟର ମୁଖ୍ୟପାତ୍ର ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, ଗତ ଏକ ମାସ ମଧ୍ୟରେ ଭିନ୍ନ ଭିନ୍ନ ଦିନରେ ଏହି ୬୮ ଜଣ ଭାରତୀୟଙ୍କୁ ଗିରଫ କରାଯାଇଛି। ଏ ସମସ୍ତଙ୍କୁ ଅଟକ ରଖାଯାଇଛି। ଆମେରିକାର ଆଇନ ଅନୁଯାୟୀ ଏଭଳି ଲୋକମାନଙ୍କୁ ମୁକୁଳାଇବାକୁ ମାସେରୁ ଅଧିକ ସମୟ ଲାଗି ଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story