ଭାରତୀୟ ବାୟୁସେନାରେ ସାମିଲ ହେବ ଆମେରିକା ଡ୍ରୋନ୍

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଭାରତୀୟ ବାୟୁସେନାରେ ସାମିଲ ହେବ ଆମେରିକାର ଡ୍ରୋନ୍ ।   ଆମେରିକାର ଜଣେ ବରିଷ୍ଠ ଅଧିକାରୀ ଏନେଇ ସ୍ପଷ୍ଟ କରିଛନ୍ତି ।  ଆର୍ମଡ ଡ୍ରୋନ ପାଇଁ ଭାରତର ଅନୁରୋଧକୁ ଆମେରିକା ଗୁରୁତର ସହ ବିଚାର କରୁଛି।   ଖୁବ୍‌ଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।  ବାୟୁସେନାର ଆଧୁନିକୀକରଣ ପାଇଁ  ଆର୍ମଡ ଡ୍ରୋନ୍ ଯୋଗାଣ ଉପରେ ଭାରତ ବହୁଦିନରୁ ଆମେରିକାକୁ ଅନୁରୋଧ କରି ଆସୁଛି। ଆର୍ମଡ ଡ୍ରୋନ ଯୋଗାଣ ଦ୍ୱାରା ଭାରତର ସାମରିକ ଶକ୍ତି ଅନେକ […]

Rakesh Mallick
  • Published: Sunday, 22 October 2017
  • Updated: 22 October 2017, 08:50 PM IST

Sports

Latest News

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଭାରତୀୟ ବାୟୁସେନାରେ ସାମିଲ ହେବ ଆମେରିକାର ଡ୍ରୋନ୍ ।   ଆମେରିକାର ଜଣେ ବରିଷ୍ଠ ଅଧିକାରୀ ଏନେଇ ସ୍ପଷ୍ଟ କରିଛନ୍ତି ।  ଆର୍ମଡ ଡ୍ରୋନ ପାଇଁ ଭାରତର ଅନୁରୋଧକୁ ଆମେରିକା ଗୁରୁତର ସହ ବିଚାର କରୁଛି।   ଖୁବ୍‌ଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।  ବାୟୁସେନାର ଆଧୁନିକୀକରଣ ପାଇଁ  ଆର୍ମଡ ଡ୍ରୋନ୍ ଯୋଗାଣ ଉପରେ ଭାରତ ବହୁଦିନରୁ ଆମେରିକାକୁ ଅନୁରୋଧ କରି ଆସୁଛି।

ଆର୍ମଡ ଡ୍ରୋନ ଯୋଗାଣ ଦ୍ୱାରା ଭାରତର ସାମରିକ ଶକ୍ତି ଅନେକ ପରିମାଣରେ ବୃଦ୍ଧି ପାଇବ ।   ପୂର୍ବରୁ ଜେନେରାଲ ଆଟୋମିକ୍ସ ସି ଆଭେଞ୍ଜର ଏୟାରକ୍ରାଫ୍ଟ ପାଇଁ ଭାରତ ଅନୁରୋଧ କରିଥିଲା।   ଜୁନ ୨୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପଙ୍କ ମଧ୍ୟରେ ଆଲୋଚନା ପରେ ଏନେଇ ଆମେରିକା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା।   ସେହିଦିନ ଆମେରିକା ୨୨ଟି ଅନ୍‌ଆର୍ମଡ ଗାର୍ଡିଆନ ଡ୍ରୋନ ଯୋଗାଣ ପାଇଁ ଘେଷଣା କରିଥିଲା।  ବାରାକ ଓବାମା ରାଷ୍ଟ୍ରପତି ଥିବାବେଳେ  ଭାରତକୁ ଏକ ବୃହତ୍ ପ୍ରତିରକ୍ଷା ସହଯୋଗୀର ମାନ୍ୟତା ଦେଇଥିଲେ॥ ବର୍ତ୍ତମାନର ଡୋନାଲଡ୍‌ ଟ୍ରମ୍ପ ସରକାର ସେହି ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ

କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story