ବଲିଉଡ୍ ପ୍ରେମରେ ଆମେରିକା ଦୂତାବାସର ଅଧିକାରୀ ଓ କର୍ମଚାରୀ

ନୂଆଦିଲ୍ଲୀ: ସାଧାରଣତଃ ବଲିଉଡ୍ ଫିଲ୍ମ ଗୁଡ଼ିକର ଡାଏଲଗ୍ ଅଳ୍ପ ବହୁତେ ସମସ୍ତେ ନକଲ କରିଥାନ୍ତି। ଏମିତିକି ଆପଣଙ୍କ ଆଖପାଖରେ ରହୁଥିବା ଲୋକେ ଫିଲ୍ମ ଡାଏଲଗ୍ କହୁଥିବା ଆପଣ ଶୁଣିଥିବେ। କେବଳ ଭାରତ ନୁହେଁ, ବଲିଉଡ୍ ପ୍ରେମରୁ ଆମେରିକା ବି ବାଦ୍ ପଡ଼ି ନାହିଁ। ଆମେରିକାବାସୀ ବଲିଉଡ୍‌ ଫିଲ୍ମକୁ ବେଶ୍ ପସନ୍ଦ କରନ୍ତି। ଏହାସହିତ ସେମାନେ ଫିଲ୍ମର ଡାଏଲଗ୍  କହିବାକୁ ଚେଷ୍ଟା କରିଥାନ୍ତି। ଆପଣ କେବେ ଚିନ୍ତା କରିଛନ୍ତି ହିନ୍ଦୀ ଫିଲ୍ମର ଡାଏଲଗ୍‌କୁ ଆମେରିକାବାସୀ କେମିତି କହୁଥିବେ? ନୂଆଦିଲ୍ଲୀ […]

us-embassy

us-embassy

Rakesh Mallick
  • Published: Saturday, 30 September 2017
  • Updated: 30 September 2017, 05:53 AM IST

Sports

Latest News

ନୂଆଦିଲ୍ଲୀ: ସାଧାରଣତଃ ବଲିଉଡ୍ ଫିଲ୍ମ ଗୁଡ଼ିକର ଡାଏଲଗ୍ ଅଳ୍ପ ବହୁତେ ସମସ୍ତେ ନକଲ କରିଥାନ୍ତି। ଏମିତିକି ଆପଣଙ୍କ ଆଖପାଖରେ ରହୁଥିବା ଲୋକେ ଫିଲ୍ମ ଡାଏଲଗ୍ କହୁଥିବା ଆପଣ ଶୁଣିଥିବେ। କେବଳ ଭାରତ ନୁହେଁ, ବଲିଉଡ୍ ପ୍ରେମରୁ ଆମେରିକା ବି ବାଦ୍ ପଡ଼ି ନାହିଁ। ଆମେରିକାବାସୀ ବଲିଉଡ୍‌ ଫିଲ୍ମକୁ ବେଶ୍ ପସନ୍ଦ କରନ୍ତି। ଏହାସହିତ ସେମାନେ ଫିଲ୍ମର ଡାଏଲଗ୍  କହିବାକୁ ଚେଷ୍ଟା କରିଥାନ୍ତି। ଆପଣ କେବେ ଚିନ୍ତା କରିଛନ୍ତି ହିନ୍ଦୀ ଫିଲ୍ମର ଡାଏଲଗ୍‌କୁ ଆମେରିକାବାସୀ କେମିତି କହୁଥିବେ?

ନୂଆଦିଲ୍ଲୀ ସ୍ଥିତ ଆମେରିକା ଦୂତାବାସରେ ଏବେ ବଲିଉଡ୍ ନିଶା ଛାଇ ଯାଇଛି। ଆମେରିକା ଦୂତାବାସର କର୍ମଚାରୀମାନେ ବଲିଉଡ୍ ଟାଏଲଗ୍ କହି ଆମେରିକା ଓ ଭାରତ ମଧ୍ୟରେ ବନ୍ଧୁତ୍ୱର ୭୦ ବର୍ଷ ପୂର୍ତ୍ତୀ ଉତ୍ସବ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos