ପାକିସ୍ତାନୀ ଝିଅକୁ ବାହାହେଲେ ହରିଆଣା ପୁଅ

ପଟିଆଲା, ପଞ୍ଜାବ: ପାକିସ୍ତାନ ଓ ଭାରତ ମଧ୍ୟରେ ଅଶାନ୍ତି ଓ ମୁହାଁମୁହିଁ ସ୍ଥିତି ଉପୁଜିଥିବା ବେଳେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇ ଦେଶର ପୁଅ ଝିଅ । ପାକିସ୍ତାନର ଝିଅ ସରଜିତ ଏବଂ ହରିଆଣା ନିବାସୀ ପରୱିନ୍ଦର ସିଂହ ପଟିଆଲାରେ ବିବାହ କରିଛନ୍ତି। ଶିଖ ପରମ୍ପରା ଅନୁଯାୟୀ ଉଭୟ ବିବାହ କରିଥିବା ଜଣାପଡିଛି ।   ପଟିଆଲା ସ୍ଥିତ ଗୁରୁଦ୍ୱାରା ଉଭୟଙ୍କ ବିବାହକୁ ନେଇ ଏକ ବାହାଘର ସାର୍ଟିଫିକେଟ ଜାରି କରିଛି । ହରିଆଣା ନିବାସୀ […]

2019_3$largeimg09_Saturday_2019_175207986

Hemant Lenka
  • Published: Saturday, 09 March 2019
  • Updated: 09 March 2019, 08:55 PM IST

Sports

Latest News

ପଟିଆଲା, ପଞ୍ଜାବ: ପାକିସ୍ତାନ ଓ ଭାରତ ମଧ୍ୟରେ ଅଶାନ୍ତି ଓ ମୁହାଁମୁହିଁ ସ୍ଥିତି ଉପୁଜିଥିବା ବେଳେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇ ଦେଶର ପୁଅ ଝିଅ । ପାକିସ୍ତାନର ଝିଅ ସରଜିତ ଏବଂ ହରିଆଣା ନିବାସୀ ପରୱିନ୍ଦର ସିଂହ ପଟିଆଲାରେ ବିବାହ କରିଛନ୍ତି। ଶିଖ ପରମ୍ପରା ଅନୁଯାୟୀ ଉଭୟ ବିବାହ କରିଥିବା ଜଣାପଡିଛି ।

ପଟିଆଲା ସ୍ଥିତ ଗୁରୁଦ୍ୱାରା ଉଭୟଙ୍କ ବିବାହକୁ ନେଇ ଏକ ବାହାଘର ସାର୍ଟିଫିକେଟ ଜାରି କରିଛି । ହରିଆଣା ନିବାସୀ ପରୱିନ୍ଦରକୁ ବିବାହ କରିଥିବାରୁ ସେ ଖୁସି ବୋଲି କନ୍ୟା ସରଜିତ କହିଛନ୍ତି ।

ସରଜିତ ହିନ୍ଦୁ ସମ୍ପ୍ରଦାୟର ଝିଅ ଓ ତାଙ୍କ ଘର ପାକିସ୍ତାନର ସିଆଲକୋଟ ଜିଲ୍ଲାରେ। ବାପା ମାଆଙ୍କ ସମ୍ମତିରେ ଏହି ବାହାଘର ସମ୍ପନ୍ନ ହୋଇଥିବା ସରଜିତ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story