ଅମୀର ଭୁଲି ଯାଉଛନ୍ତି ଭାରତ ତାଙ୍କୁ ଭଲ ପାଇଛି, ସମ୍ମାନ ଓ ଧନ ବି ଦେଇଛି: ଶାହନବାଜ ହୁସେନ୍  

ନୂଆଦିଲ୍ଲୀ: ଦେଶରେ ‘ଅସହିଷ୍ଣୁତା’ ନେଇ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଓ ବଲିଉଡ୍ ଅଭିନେତା ଅମୀର ଖାନ୍ ଦେଇଥିବା ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛି ବିଜେପି। ଗତକାଲି ଅମୀର କହିଥିଲେ ଯେ ତାଙ୍କ ପତ୍ନୀ କିରଣ ଆଉ ଭାରତରେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଭାରତ ତାଙ୍କ ପିଲାମାନଙ୍କ ପାଇଁ ଆଉ ସୁରକ୍ଷିତ ନୁହେଁ ବୋଲି ସେ ମନେ କରୁଛନ୍ତି। ଏହା ସହିତ ସେ ଦେଶ ଛାଡ଼ି ଅନ୍ୟତ୍ର ଯିବାକୁ ବି ଚିନ୍ତା କରୁଛନ୍ତି। ତାଙ୍କର ଏଭଳି ମନ୍ତବ୍ୟକୁ […]

Shahnawaz-Hussain

Shahnawaz-Hussain

Rakesh Mallick
  • Published: Tuesday, 24 November 2015
  • Updated: 24 November 2015, 01:04 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ‘ଅସହିଷ୍ଣୁତା’ ନେଇ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଓ ବଲିଉଡ୍ ଅଭିନେତା ଅମୀର ଖାନ୍ ଦେଇଥିବା ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛି ବିଜେପି। ଗତକାଲି ଅମୀର କହିଥିଲେ ଯେ ତାଙ୍କ ପତ୍ନୀ କିରଣ ଆଉ ଭାରତରେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଭାରତ ତାଙ୍କ ପିଲାମାନଙ୍କ ପାଇଁ ଆଉ ସୁରକ୍ଷିତ ନୁହେଁ ବୋଲି ସେ ମନେ କରୁଛନ୍ତି। ଏହା ସହିତ ସେ ଦେଶ ଛାଡ଼ି ଅନ୍ୟତ୍ର ଯିବାକୁ ବି ଚିନ୍ତା କରୁଛନ୍ତି। ତାଙ୍କର ଏଭଳି ମନ୍ତବ୍ୟକୁ ସମାଲୋଚନା କରି ବିଜେପି ନେତା ଶାହନବାଜ ହୁସେନ କହିଛନ୍ତି ଯେ ଅମୀରଙ୍କର ମତ ରଖିବାର ପୂରାପୂରି ଅଧିକାର ରହିଛି। ତେବେ ସେ ମନେ ରଖିବା ଉଚିତ ଯେ ଏହା ହେଉଛି ସେହି ଦେଶ ଯାହା ତାଙ୍କୁ ପ୍ରଚୁର ପରିମାଣରେ ଭଲ ପାଇଛି, ସମ୍ମାନ ଦେଇଛି ଓ ଧନ ବି ଦେଇଛି। ମୁସଲମାନଙ୍କ ପାଇଁ ଭାରତଠାରୁ ଆଉ ଭଲ ଦେଶ ନାହିଁ। ହିନ୍ଦୁଙ୍କଠାରୁ ଭଲ ପଡ଼ୋଶୀ ବି କେହି ହୋଇପାରିବେନି। ରହିବା ପାଇଁ ଅମୀର ଭାରତଠାରୁ ଭଲ ଦେଶଟିଏ ପାଇବେ ନାହିଁ। ଭାରତରେ ଶାନ୍ତି ଅଛି ଓ ଭାଇଚାରା ଅଛି। ପୃଥିବୀର ଅନ୍ୟ କୌଣସି ସ୍ଥାନରେ ସେ ଏହା ପାଇବେ ନାହିଁ। ପୃଥିବୀର ଯେକୌଣସି ସ୍ଥାନକୁ ଗଲେ ବି ଜଣେ ଅସହିଷ୍ଣୁତାର ସମ୍ମୁଖୀନ ହେବ।

ସେହିଭଳି ଅମୀରଙ୍କ ମନ୍ତବ୍ୟକୁ ସମର୍ଥନ କରିଥିବା ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରି ଶାହନବାଜ ହୁସେନ୍ କହିଛନ୍ତି ଯେ କଂଗ୍ରେସ ଉପାଧ୍ୟକ୍ଷ ପ୍ରଥମେ ନିଜ ଦଳର ଇତିହାସକୁ ଦେଖନ୍ତୁ। ୧୯୮୪ ଶିଖ୍ ବିରୋଧୀ ହିଂସା କଥା ସମସ୍ତେ ଜାଣିଛନ୍ତି। ଏହା ବ୍ୟତୀତ ଆହୁରି ଅନେକ ସାଂପ୍ରଦାୟିକ ହିଂସାରେ କଂଗ୍ରେସର ଭୂମିକା ରହିଛି। ତେଣୁ ସେ ‘ଅସହିଷ୍ଣୁତା’ ନେଇ ପରାମର୍ଶ ଦେବା ଉଚିତ୍ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story