ଆଡଭାନୀ ଓ ଯୋଶୀଙ୍କୁ ଭେଟିଲେ ଅମିତ ଶାହ

ନୂଆଦିଲ୍ଲୀ: ଟିକେଟ୍‌ ନ ପାଇ କ୍ଷୁବ୍ଧ ହୋଇଥିବା ବିଜେପିର ଦୁଇ ଭେଟରାନ୍‌ ନେତା ଏଲକେ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ଆଜି ଦଳର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଭେଟିଛନ୍ତି। ଆଜି ବିଜେପି ପକ୍ଷରୁ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ସଂକଳ୍ପ ପତ୍ର ପ୍ରକାଶ ପାଇବା ପରେ ଶାହ ଉଭୟ ନେତାଙ୍କ ବାସଭବନକୁ ଯାଇ ସେମାନଙ୍କ ସହ ଆଲୋଚନା କରିଛନ୍ତି। ବିଜେପି ଯେଉଁଭଳି ଭାବେ ଆଡଭାନୀ ଓ ଯୋଶୀଙ୍କୁ ନିର୍ବାଚନ ଲଢ଼ିବାରୁ ବଞ୍ଚିତ କଲା, […]

q

q

Hemant Lenka
  • Published: Monday, 08 April 2019
  • Updated: 08 April 2019, 08:36 PM IST

Sports

Latest News

ନୂଆଦିଲ୍ଲୀ: ଟିକେଟ୍‌ ନ ପାଇ କ୍ଷୁବ୍ଧ ହୋଇଥିବା ବିଜେପିର ଦୁଇ ଭେଟରାନ୍‌ ନେତା ଏଲକେ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ଆଜି ଦଳର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଭେଟିଛନ୍ତି। ଆଜି ବିଜେପି ପକ୍ଷରୁ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ସଂକଳ୍ପ ପତ୍ର ପ୍ରକାଶ ପାଇବା ପରେ ଶାହ ଉଭୟ ନେତାଙ୍କ ବାସଭବନକୁ ଯାଇ ସେମାନଙ୍କ ସହ ଆଲୋଚନା କରିଛନ୍ତି।

ବିଜେପି ଯେଉଁଭଳି ଭାବେ ଆଡଭାନୀ ଓ ଯୋଶୀଙ୍କୁ ନିର୍ବାଚନ ଲଢ଼ିବାରୁ ବଞ୍ଚିତ କଲା, ଏହାକୁ ନେଇ ଉଭୟ ନେତା ଖୋଲାଖୋଲି ଭାବେ ଅସନ୍ତୋଷ ପ୍ରକାଶ କରିଥିଲେ।

ଏପରି କି ବିରୋଧୀ ଦଳ ନେତାମାନେ ମଧ୍ୟ ବିଜେପିର ଏଭଳି ବରିଷ୍ଠଙ୍କୁ ଅଣଦେଖା କରିବା ଘଟଣାକୁ ନେଇ ନରେନ୍ଦ୍ର ମୋଦି ଓ ଶାହଙ୍କୁ ଟାର୍ଗେଟ କରିଥିଲେ। ଏସବୁ ବିବାଦ ମଧ୍ୟରେ ଆଜି ଶାହ ଉଭୟଙ୍କୁ ଭେଟି ଅସନ୍ତୋଷ ଫାଟରେ ତାଳି ପକାଇ ପକାଇବାକୁ ଉଦ୍ୟମ କରିଛନ୍ତି। ସଂକଳ୍ପ ପତ୍ର ପ୍ରକାଶ ପାଇବା ପୂର୍ବରୁ ଶାହ ଉଭୟଙ୍କୁ ଭେଟି ଏହାର ନକଲ ପ୍ରଦାନ କରିବାର ଥିଲା।

କିନ୍ତୁ ଏହା ସମ୍ଭବ ପର ହୋଇ ପାରି ନଥିଲା ବୋଲି ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି। ଶାହ ଉଭୟଙ୍କୁ ଭେଟି କାହିଁକି ସେମାନଙ୍କୁ ଟିକେଟ୍‌ ଦିଆଯାଇ ନାହିଁ, ସେକଥା ବୁଝାଇ କହିଥିବା ଜଣାପଡ଼ିଛି। ବିଜେପି ୭୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ଟିକେଟ୍‌ ନ ଦେବାକୁ ନିଷ୍ପତ୍ତି ନେଇଥିଲା। ତେଣୁ ଆଡଭାନୀ ଏବଂ ଯୋଶୀଙ୍କୁ ଟିକେଟ୍‌ ମିଳି ନଥିବା ଶାହ ଉଭୟ ଭେଟରାନ୍‌ଙ୍କୁ କହିଛନ୍ତି।

ତେବେ ଏହାର ଜବାବରେ ଉଭୟ କ’ଣ କହିଛନ୍ତି, ତାହା ଜଣାପଡ଼ିନାହିଁ। ଏପରି କି ଉଭୟ ବିଜେପିର ମାର୍ଗଦର୍ଶକ ଭାବେ ପୂର୍ବଭଳି କାର୍ଯ୍ୟ କରିବେ କି ନାହିଁ, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story