ଅମରନାଥ ଯାତ୍ରା ସାରି ବାହାରିଲେ ୬୪ ତୀର୍ଥଯାତ୍ରୀ

ଜମ୍ମୁ: ୬୪ ଯାତ୍ରୀଙ୍କ ଏକ ଦଳ ଆଜି ଅମରନାଥ ଯାତ୍ରା ଶେଷ କରି ଫେରୁଛନ୍ତି । ଏହି ଦଳରେ ୨୭ଜଣ ପୁରୁଷ, ୩୬ଜଣ ମହିଳା ଓ ଜଣେ ପିଲା ଅଛନ୍ତି । ଆଜି ସନ୍ଧ୍ୟାରେ କଡା ସୁରକ୍ଷା ବଳୟ ମଧ୍ୟରେ ଏହି ତୀର୍ଥଯାତ୍ରୀ ପାହାଲଗ୍ରାମ ଓ ବାଲଟାଲ ବେଶ କ୍ୟାମ୍ପ ନିକଟରେ ପହଞ୍ଚିବେ । ରବିବାର ଭୋର ୫ଟାରେ ଏହି ତୀର୍ଥଯାତ୍ରୀମାନେ ଦୁଇଟି ଗାଡି ଭଗବତୀ ନଗର ବେଶ କ୍ୟାମ୍ପରୁ ବାହାରିଥିଲେ । ଗତକାଲି ସୁଦ୍ଧା ୩ଲକ୍ଷ […]

amarnath1

amarnath1

Rakesh Mallick
  • Published: Monday, 24 August 2015
  • Updated: 24 August 2015, 07:05 AM IST

Sports

Latest News

ଜମ୍ମୁ: ୬୪ ଯାତ୍ରୀଙ୍କ ଏକ ଦଳ ଆଜି ଅମରନାଥ ଯାତ୍ରା ଶେଷ କରି ଫେରୁଛନ୍ତି । ଏହି ଦଳରେ ୨୭ଜଣ ପୁରୁଷ, ୩୬ଜଣ ମହିଳା ଓ ଜଣେ ପିଲା ଅଛନ୍ତି । ଆଜି ସନ୍ଧ୍ୟାରେ କଡା ସୁରକ୍ଷା ବଳୟ ମଧ୍ୟରେ ଏହି ତୀର୍ଥଯାତ୍ରୀ ପାହାଲଗ୍ରାମ ଓ ବାଲଟାଲ ବେଶ କ୍ୟାମ୍ପ ନିକଟରେ ପହଞ୍ଚିବେ । ରବିବାର ଭୋର ୫ଟାରେ ଏହି ତୀର୍ଥଯାତ୍ରୀମାନେ ଦୁଇଟି ଗାଡି ଭଗବତୀ ନଗର ବେଶ କ୍ୟାମ୍ପରୁ ବାହାରିଥିଲେ । ଗତକାଲି ସୁଦ୍ଧା ୩ଲକ୍ଷ ୫୦ହଜାର ୩୭୨ଜଣ ତୀର୍ଥଯାତ୍ରୀ ବାବା ଅମରନାଥଙ୍କ ଦର୍ଶନ କରିଛନ୍ତି । ଆଜି ୪୮ହଜାର ୮୬୧ ତୀର୍ଥଯାତ୍ରୀ ଜମ୍ମୁ ବେଶ କ୍ୟାମ୍ପରୁ ବାବାଙ୍କ ଦର୍ଶନ ଲାଗି ବାହାରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos