‘ଇଣ୍ଟରନେଟ୍‌ ଜେଜେମା’ଙ୍କୁ ସମ୍ମାନ ଜଣାଇଲା 'ଅମୁଲ୍'

ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ହୋଇଥିବା ମ୍ୟାଚରେ କିଛି ଚର୍ଚ୍ଚିତ ମୁହୂର୍ତ୍ତ ମଧ୍ୟରୁ ଅନ୍ୟତମ ଥିଲା ୮୭ ବର୍ଷ ବୟସ୍କ ମହିଳା ଚାରୁଲତା ପଟେଲଙ୍କ ଉତ୍ସାହ। ପରେ ‘ଇଣ୍ଟରନେଟ୍‌ ଜେଜେମା’ ନାମ ପାଇଥିବା ଏହି ବୟସ୍କ ମହିଳା ଷ୍ଟାଡିଅମ୍‌ରେ ପେଁକାଳୀ ବଜାଉଥିବାର ଦୃଶ୍ୟ ପ୍ରଥମେ କ୍ୟାମେରା ଆଖିରେ ପଡ଼ିବା ପରେ ସେ ଇଣ୍ଟରନେଟରେ ଭାଇରାଲ ହେବାକୁ ଆରମ୍ଭ କରିଥିଲେ। ଏପରିକି ସେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଏବଂ ଉପଅଧିନାୟକ ରୋହିତ ଶର୍ମାଙ୍କୁ ଗେଲ […]

grand-mother

grand-mother

Subrat Kumar Nayak
  • Published: Thursday, 04 July 2019
  • Updated: 04 July 2019, 10:55 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ହୋଇଥିବା ମ୍ୟାଚରେ କିଛି ଚର୍ଚ୍ଚିତ ମୁହୂର୍ତ୍ତ ମଧ୍ୟରୁ ଅନ୍ୟତମ ଥିଲା ୮୭ ବର୍ଷ ବୟସ୍କ ମହିଳା ଚାରୁଲତା ପଟେଲଙ୍କ ଉତ୍ସାହ। ପରେ ‘ଇଣ୍ଟରନେଟ୍‌ ଜେଜେମା’ ନାମ ପାଇଥିବା ଏହି ବୟସ୍କ ମହିଳା ଷ୍ଟାଡିଅମ୍‌ରେ ପେଁକାଳୀ ବଜାଉଥିବାର ଦୃଶ୍ୟ ପ୍ରଥମେ କ୍ୟାମେରା ଆଖିରେ ପଡ଼ିବା ପରେ ସେ ଇଣ୍ଟରନେଟରେ ଭାଇରାଲ ହେବାକୁ ଆରମ୍ଭ କରିଥିଲେ। ଏପରିକି ସେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଏବଂ ଉପଅଧିନାୟକ ରୋହିତ ଶର୍ମାଙ୍କୁ ଗେଲ କରୁଥିବାର ଦୃଶ୍ୟ ମଧ୍ୟ ବେଶ୍‌ ଚର୍ଚ୍ଚିତ ଥିଲା।
https://twitter.com/Amul_Coop/status/1146342864286150656?s=20
ଏବେ ଏହି ମହିଳାଙ୍କ ଲୋକପ୍ରିୟତା ଦେଖି ଅମୁଲ୍ ଇଣ୍ଡିଆ ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିଛି। ଅମୁଲ୍ ତା'ର ସୋଶାଲ ମିଡିଆ ବିଜ୍ଞାପନରେ ଚାରୁଲତାଙ୍କର ଏକ ଚିତ୍ର ଅପଲୋଡ୍‌ କରିଛି। ଆଉ ଫଟୋରେ ପୁରୁଣା ଫିଲ୍ମ ‘ମଦର ଇଣ୍ଡିଆ’ର ପୋଷ୍ଟର ଶୈଳୀରେ ଲେଖା ଅଛି ‘ଗ୍ରାଣ୍ଡ ମଦର ଇଣ୍ଡିଆ’।

ସେଦିନ ମ୍ୟାଚ୍‌ ପୂର୍ବରୁ ଗଣମାଧ୍ୟମକୁ ଚାରୁଲତା କହିଥିଲେ, ସେ ଆଫ୍ରିକାରେ ରହୁଥିବା ବେଳୁ ଗତ କିଛି ଦଶନ୍ଧି ଧରି କ୍ରିକେଟ୍‌ ମ୍ୟାଚ ଦେଖି ଆସୁଛନ୍ତି। ସେ ଆଗରୁ ଚାକିରି କରୁଥିବାରୁ ଟିଭିରେ ମ୍ୟାଚ ଦେଖୁଥିଲେ, କିନ୍ତୁ ଅବସର ନେବା ପରେ ଏବେ ସେ ଷ୍ଟାଡିଅମ୍‌ ଆସି ଖେଳ ଦେଖୁଛନ୍ତି। ସେ ଟିମ୍‌ ଇଣ୍ଡିଆକୁ ବହୁତ ଭଲ ପା’ନ୍ତି ଏବଂ ଖେଳାଳିମାନେ ତାଙ୍କ ପିଲାମାନଙ୍କ ପରି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story