ମୋଦି ଅହଙ୍କାରୀ, ମୋ ସହ ଶୁଦ୍ଧ ହିନ୍ଦୀରେ ଯୁକ୍ତି କରନ୍ତୁ: ଆନନ୍ଦ

ନୂଆଦିଲ୍ଲୀ: ବିମୁଦ୍ରାକରଣ ଓ ଜିଏସଟିକୁ ନେଇ ଦେଶର ଅର୍ଥ ବ୍ୟବସ୍ଥାରେ ବିବାଦ ସୃଷ୍ଟି କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଅହଙ୍କାରୀ ଓ ସମ୍ବେଦନହୀନ। ଗତକାଲି ବିଳମ୍ବିତ ରାତିରେ ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା ଟ୍ୱିଟ୍‌ କରି କରି ମୋଦିଙ୍କ ଉପରେ  ଏହି ଅଭିଯୋଗ ଲଗାଇଛନ୍ତି। ଏହାସହ ସେ ପ୍ରଧାନଶାସ୍ତ୍ରୀ କହି  ମୋଦିଙ୍କୁ  ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି।  ସେ କହିଛନ୍ତି,“ପ୍ରଧାନମନ୍ତ୍ରୀ  ଦିଲ୍ଲୀ ଓ  ଅହମଦାବାଦ ସହ ବିଭିନ୍ନ ସ୍ଥାନରେ ଭାଷଣ ଦେବା ପାଇଁ ପ୍ରସ୍ତୁତ ରହିଥାନ୍ତି । […]

mmm

mmm

Rakesh Mallick
  • Published: Monday, 06 November 2017
  • Updated: 06 November 2017, 08:40 AM IST

Sports

Latest News

ନୂଆଦିଲ୍ଲୀ: ବିମୁଦ୍ରାକରଣ ଓ ଜିଏସଟିକୁ ନେଇ ଦେଶର ଅର୍ଥ ବ୍ୟବସ୍ଥାରେ ବିବାଦ ସୃଷ୍ଟି କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଅହଙ୍କାରୀ ଓ ସମ୍ବେଦନହୀନ। ଗତକାଲି ବିଳମ୍ବିତ ରାତିରେ ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା ଟ୍ୱିଟ୍‌ କରି କରି ମୋଦିଙ୍କ ଉପରେ  ଏହି ଅଭିଯୋଗ ଲଗାଇଛନ୍ତି। ଏହାସହ ସେ ପ୍ରଧାନଶାସ୍ତ୍ରୀ କହି  ମୋଦିଙ୍କୁ  ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି।  ସେ କହିଛନ୍ତି,“ପ୍ରଧାନମନ୍ତ୍ରୀ  ଦିଲ୍ଲୀ ଓ  ଅହମଦାବାଦ ସହ ବିଭିନ୍ନ ସ୍ଥାନରେ ଭାଷଣ ଦେବା ପାଇଁ ପ୍ରସ୍ତୁତ ରହିଥାନ୍ତି ।  ନିଜ ପାଇଁ କିଛି ଦିନ ଓ ସମୟ  ଦେବା ଦରକାର। ମୋଦି ମୋ ସହ ଯୁକ୍ତି କରିବେ କି ? ମୁଁ ମୋଦିଙ୍କ ସହ ଶୁଦ୍ଧ ହିନ୍ଦୀରେ ଯୁକ୍ତି କରିବାକୁ ଚାହୁଁଛି।”

ଶର୍ମା  ଆହୁରି କହିଛନ୍ତି,“କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଲୋକପ୍ରିୟତା ଦେଖି  ପ୍ରଧାନମନ୍ତ୍ରୀ ଡରି ଯାଉଛନ୍ତି। ଗୁଜରାଟରେ  ରାହୁଲ ଗାନ୍ଧିଙ୍କର ବିଜୟ ହେବ। ମୋଦି ସରକାର ପୁଞ୍ଜିବାଦକୁ ଅଧିକ ଗୁରୁତ୍ୱ ଦେଉଛି। ଏହା ଦ୍ୱାରା ଗରିବ ଲୋକଙ୍କ କ୍ଷତି ହେଉଛି।

ବିମୁଦ୍ରାକରଣ ଓ ଜିଏସଟି ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି,“ପ୍ରଧାନମନ୍ତ୍ରୀ ସାତ କୋଟି ଲୋକଙ୍କୁ ଚାକିରି ଦେବା ପରିବର୍ତ୍ତେ ଚାରି କୋଟି ଲୋକଙ୍କୁ  ବେରୋଜଗାର କରିଦେଇଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story