୨ ଘଣ୍ଟାରେ ୯ଥର ଥରିଲା ଆଣ୍ଡାମାନ

ନୂଆଦିଲ୍ଲୀ: ସକାଳ ସମୟରେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ରହି ରହି ୨ ଘଣ୍ଟା ମଧ୍ୟରେ ୯ଥର ଭୂମିକମ୍ପ ହୋଇଛି । ୪.୭ରୁ ୫.୨ ମଧ୍ୟରେ ଭୂମିକମ୍ପର ତୀବ୍ରତା ଥିଲା ବୋଲି ନ୍ୟାଶନାଲ ସେଣ୍ଟର ଫର ସିସମୋମୋଲଜି ପ୍ରକାଶ କରିଛି। ପ୍ରଥମ ଭୂମିକମ୍ପ ସକାଳ ୫ଟା ୧୪ରେ ହୋଇଥିଲା ଯାହାର ତୀବ୍ରତା ୪.୯ ତୀବ୍ରତା ରହିଥିଲା ତେବେ ଏହାର କିଛି ମିନିଟ ପରେ ଦ୍ବିତୀୟ ଭୂମିକମ୍ପ ହୋଇଥିଲା ଯାହାର ତୀବ୍ରତା ୫ ଥିଲା ବୋଲି ଜଣାପଡ଼ିଛି। ଅନ୍ତିମ ଭୂମିକମ୍ପ […]

AVDANDAMAN

AVDANDAMAN

Subhransu Sekhar
  • Published: Monday, 01 April 2019
  • Updated: 01 April 2019, 02:46 PM IST

Sports

Latest News

ନୂଆଦିଲ୍ଲୀ: ସକାଳ ସମୟରେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ରହି ରହି ୨ ଘଣ୍ଟା ମଧ୍ୟରେ ୯ଥର ଭୂମିକମ୍ପ ହୋଇଛି । ୪.୭ରୁ ୫.୨ ମଧ୍ୟରେ ଭୂମିକମ୍ପର ତୀବ୍ରତା ଥିଲା ବୋଲି ନ୍ୟାଶନାଲ ସେଣ୍ଟର ଫର ସିସମୋମୋଲଜି ପ୍ରକାଶ କରିଛି।
ପ୍ରଥମ ଭୂମିକମ୍ପ ସକାଳ ୫ଟା ୧୪ରେ ହୋଇଥିଲା ଯାହାର ତୀବ୍ରତା ୪.୯ ତୀବ୍ରତା ରହିଥିଲା ତେବେ ଏହାର କିଛି ମିନିଟ ପରେ ଦ୍ବିତୀୟ ଭୂମିକମ୍ପ ହୋଇଥିଲା ଯାହାର ତୀବ୍ରତା ୫ ଥିଲା ବୋଲି ଜଣାପଡ଼ିଛି। ଅନ୍ତିମ ଭୂମିକମ୍ପ ୬ଟା ୫୪ ସମୟରେ ହୋଇଥିଲା ଯାହାର ତୀବ୍ରତା ୫.୨ ଥିଲା ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story