୧୫ କୋଟି ଟଙ୍କା ସହ ବିଦ୍ୟୁତ୍ ଖୁଣ୍ଟ ପଠାଇଲେ ଆନ୍ଧ୍ର ସରକାର

ଅମରାବତୀ: ‘ଫୋନି’ ଦ୍ୱାରା ପ୍ରଭାବତି ହୋଇଥିବା ଓଡ଼ିଶାକୁ ୧୫ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ। ପୁରୀ ଏବଂ ତା’ର ଆଖାପାଖ ଅଞ୍ଚଳରେ ଲୋକଙ୍କୁ ସହାୟତା ଉପରେ ଜୋର ଦେଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ। ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ‘ଫୋନି’ ପାଇଁ ପ୍ରଭାବିତ ହୋଇଥିବା ଓଡ଼ିଶାର ଖୋର୍ଦ୍ଦା ଏବଂ ପୁରୀ ଜିଲ୍ଲାକୁ ସମସ୍ତ ପ୍ରକାର ସହଯୋଗ ବଢ଼ାଇଛି ଆନ୍ଧ୍ର। ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ […]

Chandrababu

Chandrababu

Subhransu Sekhar
  • Published: Monday, 06 May 2019
  • Updated: 06 May 2019, 10:38 AM IST

Sports

Latest News

ଅମରାବତୀ: 'ଫୋନି' ଦ୍ୱାରା ପ୍ରଭାବତି ହୋଇଥିବା ଓଡ଼ିଶାକୁ ୧୫ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ। ପୁରୀ ଏବଂ ତା'ର ଆଖାପାଖ ଅଞ୍ଚଳରେ ଲୋକଙ୍କୁ ସହାୟତା ଉପରେ ଜୋର ଦେଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ।

ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ 'ଫୋନି' ପାଇଁ ପ୍ରଭାବିତ ହୋଇଥିବା ଓଡ଼ିଶାର ଖୋର୍ଦ୍ଦା ଏବଂ ପୁରୀ ଜିଲ୍ଲାକୁ ସମସ୍ତ ପ୍ରକାର ସହଯୋଗ ବଢ଼ାଇଛି ଆନ୍ଧ୍ର। ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡ଼ିଯାଇଥିବାରୁ ବିଦ୍ୟୁତ୍ ସେବା ବନ୍ଦ ରହିଛି। ଏଥିପାଇଁ ୧୫ କୋଟି ଟଙ୍କାର ସହାୟତା ସହିତ ରିଲିଫ୍ ସାମଗ୍ରୀ ଓ ବିଦ୍ୟୁତ ଖୁଣ୍ଟ ଆଦି ଆନ୍ଧ୍ରପ୍ରଦେଶ ସରକାର ଓଡ଼ିଶାକୁ ପଠାଇଥିବା ସେ କହିଛନ୍ତି।

ବିଦ୍ୟୁତ୍ ନଥିବାରୁ ଅନେକ ସ୍ଥାନରେ ପାଣିର ଘୋର ଅଭାବ ଦେଖାଦେଇଛି। ତେଣୁ ସମସ୍ତ ଏନଜିଓ ମାନଙ୍କୁ ରିଲିଫ୍ ସାମଗ୍ରୀ ପହଞ୍ଚାଇବାରେ ଏବଂ କ୍ଷତିଗ୍ରସ୍ତ ପରିବାରଙ୍କୁ ସହଯୋଗ କରିବା ପାଇଁ ଆହ୍ୱାନ କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story