ଜଗନ୍‌ଙ୍କୁ ଝଟ୍‌କା, ବାତିଲ ହୋଇଥିବା ଜଳ ବିଦ୍ୟୁତ ପ୍ରକଳ୍ପ ଚୁକ୍ତି କାଏମ ରଖିଲେ କୋର୍ଟ

ହାଇଦ୍ରାବାଦ: ଗୋଦାବରୀ ନଦୀ ଉପରେ ଆନ୍ଧ୍ରର ପୋଲାଭରମ୍‌ ବୃହତ୍‌ ଜଳସେଚନ ପ୍ରକଳ୍ପ ଅଧୀନରେ ନିର୍ମଣାଧୀନ ଜଳବିଦ୍ୟୁତ ପ୍ରକଳ୍ପ ଚୁକ୍ତିକୁ ଆନ୍ଧ୍ର ସରକାର ବାତିଲ କରିଥିଲେ ମଧ୍ୟ ଆନ୍ଧ୍ର ହାଇ କୋର୍ଟ ଏହାକୁ କାଏମ ରଖିଛନ୍ତି। ୩,୨୧୬ କୋଟି ଟଙ୍କାର ବ୍ୟୟ ଅଟକଳରେ ନିର୍ମାଣାଧୀନ ଏହି ପ୍ରକଳ୍ପ ପାଇଁ ନବଯୁଗ ଇଞ୍ଜିନିୟରିଂ କମ୍ପାନୀ ସହ ଚୁକ୍ତି ହୋଇଥିଲା। ଚର୍ଚ୍ଚା ହେଉଛି ଏହି ଚୁକ୍ତି ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପି ସରକାରରେ କରାଯାଇଥିବାରୁ ଏହାକୁ ବାତିଲ କରିବାକୁ ଜଗନ୍‌ମୋହନ୍‌ ରେଡ୍ଡିଙ୍କ ୱାଇଏସ୍‌ଆର […]

jagan

jagan

Subrat Kumar Nayak
  • Published: Thursday, 22 August 2019
  • Updated: 22 August 2019, 10:39 PM IST

ହାଇଦ୍ରାବାଦ: ଗୋଦାବରୀ ନଦୀ ଉପରେ ଆନ୍ଧ୍ରର ପୋଲାଭରମ୍‌ ବୃହତ୍‌ ଜଳସେଚନ ପ୍ରକଳ୍ପ ଅଧୀନରେ ନିର୍ମଣାଧୀନ ଜଳବିଦ୍ୟୁତ ପ୍ରକଳ୍ପ ଚୁକ୍ତିକୁ ଆନ୍ଧ୍ର ସରକାର ବାତିଲ କରିଥିଲେ ମଧ୍ୟ ଆନ୍ଧ୍ର ହାଇ କୋର୍ଟ ଏହାକୁ କାଏମ ରଖିଛନ୍ତି। ୩,୨୧୬ କୋଟି ଟଙ୍କାର ବ୍ୟୟ ଅଟକଳରେ ନିର୍ମାଣାଧୀନ ଏହି ପ୍ରକଳ୍ପ ପାଇଁ ନବଯୁଗ ଇଞ୍ଜିନିୟରିଂ କମ୍ପାନୀ ସହ ଚୁକ୍ତି ହୋଇଥିଲା। ଚର୍ଚ୍ଚା ହେଉଛି ଏହି ଚୁକ୍ତି ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପି ସରକାରରେ କରାଯାଇଥିବାରୁ ଏହାକୁ ବାତିଲ କରିବାକୁ ଜଗନ୍‌ମୋହନ୍‌ ରେଡ୍ଡିଙ୍କ ୱାଇଏସ୍‌ଆର କଂଗ୍ରେସ ସରକାର ନିଷ୍ପତ୍ତି ନେଇଥିଲା। କାରଣ କୋର୍ଟଙ୍କ ନିଷ୍ପତ୍ତି ପରେ ଚନ୍ଦ୍ରବାବୁ କହିଛନ୍ତି ଏହା ଜଗନ୍‌ଙ୍କ ସରକାରକୁ ଚାପୁଡ଼ା ପରି।

ସରକାର ଚୁକ୍ତି ବାତିଲ କରିବା ପରେ ଏହି କମ୍ପାନୀ ପକ୍ଷରୁ ଜରୁରୀକାଳୀନ ଆବେଦନ କରାଯାଇଥିଲା। ଏହାପରେ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେବା ସହ ଜଗନ୍‌ଙ୍କ ସରକାର ପୁଣି ଟେଣ୍ଡର ପାଇଁ ନିର୍ଦ୍ଦେଶକୁ ବାତିଲ କରିଛନ୍ତି।

ଶୁଣାଣି ସମୟରେ ନବଯୁଗ କମ୍ପାନୀ ପକ୍ଷରୁ ଯୁକ୍ତି ରଖାଯାଇଥିଲା, ଆମେ ଟର୍ବାଇନ୍, ଜେନେରେଟର ଏବଂ ଅନ୍ୟାନ୍ୟ ଉପକରଣ ବାବଦକୁ ୩୯୮ କୋଟି ଟଙ୍କା ଖର୍ଚ୍ଚ କରିସାରିଲୁଣି। ଏହାବ୍ୟତୀତ ସବ୍‌-କଣ୍ଟ୍ରାକ୍ଟରଙ୍କୁ ଆଡଭାନ୍ସଡ୍‌ ପେମେଣ୍ଟ ଦିଆସରିଥିବା ନେଇ ସରକାରଙ୍କୁ କହିସାରିଥିଲେ ମଧ୍ୟ ସରକାର ଏହି ଚୁକ୍ତି ବାତିଲ କରିଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story