ରିଲିଫ୍‌ ମିଳିଲାନି ବୋଲି ଅଧିକାରୀଙ୍କୁ ପିଟିଲେ

ପାଟନା: ବିହାରର ବିଭିନ୍ନ ସ୍ଥାନରେ ବନ୍ୟା ଭୟଙ୍କର ରୂପ ନେଇଥିବାବେଳେ ରିଲିଫ୍‌ ନମିଳିବାରୁ ଜନାକ୍ରୋଶ ଏବେ ଦାନା ଧରିଥିବା ଦେଖାଦେଇଛି। ମୋତିହାରୀ ଜିଲ୍ଲାରେ ଏଭଳି ଏକ ଘଟଣାରେ କିଛି ଲୋକ ମେଳି କରି ସର୍କଲ ଅଫିସ୍‌ ଘେରାଉ କରିବା ସହ ଅଧିକାରୀଙ୍କୁ ଆକ୍ରମଣ କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସେମାନଙ୍କୁ କିଛି ମଧ୍ୟ ରିଲିଫ୍‌ ସାମଗ୍ରୀ ମିଳିନାହିଁ। ଗତ ୫-୬ ଦିନ ଧରି ପିଲାମାନେ ମଧ୍ୟ ଭୋକିଲା ଅଛନ୍ତି। ନା କୌଣସି ସ୍ୱାସ୍ଥ୍ୟ ଅଧିକାରୀ ସ୍ୱାସ୍ଥ୍ୟ […]

bihar

bihar

Subrat Kumar Nayak
  • Published: Friday, 19 July 2019
  • Updated: 19 July 2019, 04:56 PM IST

Sports

Latest News

ପାଟନା: ବିହାରର ବିଭିନ୍ନ ସ୍ଥାନରେ ବନ୍ୟା ଭୟଙ୍କର ରୂପ ନେଇଥିବାବେଳେ ରିଲିଫ୍‌ ନମିଳିବାରୁ ଜନାକ୍ରୋଶ ଏବେ ଦାନା ଧରିଥିବା ଦେଖାଦେଇଛି। ମୋତିହାରୀ ଜିଲ୍ଲାରେ ଏଭଳି ଏକ ଘଟଣାରେ କିଛି ଲୋକ ମେଳି କରି ସର୍କଲ ଅଫିସ୍‌ ଘେରାଉ କରିବା ସହ ଅଧିକାରୀଙ୍କୁ ଆକ୍ରମଣ କରିଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସେମାନଙ୍କୁ କିଛି ମଧ୍ୟ ରିଲିଫ୍‌ ସାମଗ୍ରୀ ମିଳିନାହିଁ। ଗତ ୫-୬ ଦିନ ଧରି ପିଲାମାନେ ମଧ୍ୟ ଭୋକିଲା ଅଛନ୍ତି। ନା କୌଣସି ସ୍ୱାସ୍ଥ୍ୟ ଅଧିକାରୀ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି ନା କୌଣସି ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ନେପାଳ ସୀମାବର୍ତ୍ତୀ ବିହାରର ବେଶ୍‌ କିଛି ଅଂଶରେ ବନ୍ୟା ଭୟଙ୍କର ସ୍ଥିତି ଉପୁଜିଛି। ଚଳିତ ବନ୍ୟାରେ ୭୮ ଜଣ ଲୋକ ପ୍ରାଣ ହରାଇଥିବାବେଳେ ୫୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story