ସଂସଦକୁ କୃଷକମାନେ ଗଲେ ଦେଶରେ ସେମାନଙ୍କର ଭାଗ୍ୟ ବଦଳିଯିବ: ଆନ୍ନା ହଜାରେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯେଉଁ ଦିନ ସଂସଦକୁ କୃଷକମାନେ ଯିବେ, ସେଦିନ ଦେଶରେ କୃଷକଙ୍କ ଭାଗ୍ୟ ବଦଳିଯିବ। ନବନିର୍ମାଣ କୃଷକ ସଂଗଠନର ପ୍ରଥମ ରାଷ୍ଟ୍ରୀୟ ସମ୍ମିଳନୀ ଅବସରରେ ଯୋଗ ଦେଇ ଏହା କହିଛନ୍ତି ବିଶିଷ୍ଠ ସମାଜସେବୀ ଆନ୍ନା ହଜାରେ। ସଙ୍ଗଠନ ପକ୍ଷରୁ ଆଜି ପ୍ରଥମ ଥର ପାଇଁ ଦିଲ୍ଲୀରେ ଚାଷୀଙ୍କ ସ୍ୱରକୁ ଶାଣିତ କରାଯାଇଥିଲା। ନବନିର୍ମାଣ କୃଷକ ସଂଗଠନର ପ୍ରଥମ ରାଷ୍ଟ୍ରୀୟ ସମ୍ମିଳନୀ ଆଜି ଦିଲ୍ଲୀର ଯନ୍ତରମନ୍ତରରେ ଅନୁଷ୍ଠିତ ହୋଇଛି। ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍ସନ୍ […]

anna-hazare1

anna-hazare1

Rakesh Mallick
  • Published: Wednesday, 11 October 2017
  • Updated: 11 October 2017, 07:29 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯେଉଁ ଦିନ ସଂସଦକୁ କୃଷକମାନେ ଯିବେ, ସେଦିନ ଦେଶରେ କୃଷକଙ୍କ ଭାଗ୍ୟ ବଦଳିଯିବ। ନବନିର୍ମାଣ କୃଷକ ସଂଗଠନର ପ୍ରଥମ ରାଷ୍ଟ୍ରୀୟ ସମ୍ମିଳନୀ ଅବସରରେ ଯୋଗ ଦେଇ ଏହା କହିଛନ୍ତି ବିଶିଷ୍ଠ ସମାଜସେବୀ ଆନ୍ନା ହଜାରେ। ସଙ୍ଗଠନ ପକ୍ଷରୁ ଆଜି ପ୍ରଥମ ଥର ପାଇଁ ଦିଲ୍ଲୀରେ ଚାଷୀଙ୍କ ସ୍ୱରକୁ ଶାଣିତ କରାଯାଇଥିଲା। ନବନିର୍ମାଣ କୃଷକ ସଂଗଠନର ପ୍ରଥମ ରାଷ୍ଟ୍ରୀୟ ସମ୍ମିଳନୀ ଆଜି ଦିଲ୍ଲୀର ଯନ୍ତରମନ୍ତରରେ ଅନୁଷ୍ଠିତ ହୋଇଛି। ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବିରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ ଉଦ୍ଦେଶ୍ୟରେ ଏହି ସମ୍ମିଳନୀ କରାଯାଇଛି। ଏଥିରେ ରାଜ୍ୟର ପ୍ରାୟ ୫ ହଜାର ଚାଷୀ ଯୋଗ ଦେଇଥିଲେ। ସେହିପରି ୨୨ଟି ରାଜ୍ୟର ବହୁ ଚାଷୀ ଓ କୃଷକ ସଂଗଠନର କର୍ମକର୍ତ୍ତମାନେ ମଧ୍ୟ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story