ଜୟା ପ୍ରଦାଙ୍କ ପାଇଁ ଆଜମ ଖାନଙ୍କ ବିରୋଧରେ ଆଉ ଏକ ଏଫ୍‌ଆଇଆର ରୁଜୁ

ରାମପୁର: ବିଜେପି ନେତ୍ରୀ ଜୟା ପ୍ରଦାଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇ ପୁଣିଥରେ ଅଡ଼ୁଆରେ ପଡ଼ିଛନ୍ତି ସମାଜବାଦୀ ପାର୍ଟି ନେତା ତଥା ରାମପୁର ସାଂସଦ ଆଜମ ଖାନ୍‌। ତାଙ୍କ ନାଁରେ ପୁଣି ଏକ ଏଫ୍‌ଆଇଆର ରୁଜୁ କରାଯାଇଛି। ମୁସ୍ତାଫା ହୋସେନ ନାମକ ଜଣେ ବ୍ୟକ୍ତି ସିଭିଲ ଲାଇନ୍‌ ପୁଲିସ୍‌ ଷ୍ଟେସନରେ ଆଜମ ଖାନ୍‌ଙ୍କ ନାଁରେ ଏଫ୍‌ଆଇଆର ରୁଜୁ କରିଛନ୍ତି। ରାମପୁର ସର୍କଲ ଅଫିସର ବିଦ୍ୟା କିଶୋର କହିଛନ୍ତି, ଜୁନ୍‌ ୩୦ରେ ମୋରଦାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ […]

y

y

Hemant Lenka
  • Published: Wednesday, 03 July 2019
  • Updated: 03 July 2019, 04:25 PM IST

Sports

Latest News

ରାମପୁର: ବିଜେପି ନେତ୍ରୀ ଜୟା ପ୍ରଦାଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇ ପୁଣିଥରେ ଅଡ଼ୁଆରେ ପଡ଼ିଛନ୍ତି ସମାଜବାଦୀ ପାର୍ଟି ନେତା ତଥା ରାମପୁର ସାଂସଦ ଆଜମ ଖାନ୍‌। ତାଙ୍କ ନାଁରେ ପୁଣି ଏକ ଏଫ୍‌ଆଇଆର ରୁଜୁ କରାଯାଇଛି।

ମୁସ୍ତାଫା ହୋସେନ ନାମକ ଜଣେ ବ୍ୟକ୍ତି ସିଭିଲ ଲାଇନ୍‌ ପୁଲିସ୍‌ ଷ୍ଟେସନରେ ଆଜମ ଖାନ୍‌ଙ୍କ ନାଁରେ ଏଫ୍‌ଆଇଆର ରୁଜୁ କରିଛନ୍ତି। ରାମପୁର ସର୍କଲ ଅଫିସର ବିଦ୍ୟା କିଶୋର କହିଛନ୍ତି, ଜୁନ୍‌ ୩୦ରେ ମୋରଦାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଆଜମ ଖାନ୍‌ ବିଜେପି ନେତ୍ରୀ ଜୟା ପ୍ରଦାଙ୍କ ନାଁରେ କିଛି ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ। ଏଥିପାଇଁ ଆଜମ ଖାନ୍‌ ଓ ଅନ୍ୟ ୭ ଜଣଙ୍କ ନାଁରେ ମୁସ୍ତାଫା ହୋସେନ ଏଫ୍‌ଆଇଆର ରୁଜୁ କରିଛନ୍ତି। ତାଙ୍କ ନାଁରେ ୨୯୪, ୫୦୪ ଓ ୩୫୪ ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି।

ଏହାପୂର୍ବରୁ ଜୁନ୍‌ ୨୯ରେ ଏକ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେଇଥିବା ଆଜମ ଖାନ୍‌ ଉଦ୍‌ବୋଧନ ଦେବା ବେଳେ ଜୟା ପ୍ରଦାଙ୍କ ନାଁରେ ବିବାଦୀୟ ବୟାନ ଦେଇଥିଲେ। ଏଥିପାଇଁ ଆକଶ ସକସେନା ନାମକ ଜଣେ ବ୍ୟକ୍ତି ତାଙ୍କ ନାଁରେ ଏଫ୍‌ଆଇଆର ରୁଜୁ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story