ରେକର୍ଡ ଭାଙ୍ଗି ଚାଲିଛି କରୋନା: ଦିନକରେ ୫୭ ହଜାରରୁ ଅଧିକ ପଜିଟିଭ, ୭୬୪ ମୃତ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଭାରତରେ ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି। ପ୍ରତିଦିନ ପୂର୍ବଦନ ଅପେକ୍ଷା ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। କ୍ରମାଗତ ତୃତୀୟ ଦିନ ପାଇଁ ଦେଶରେ ୫୦ ହଜାରରୁ ଅଧିକ ପଜିଟିଭ କେସ୍‌ ସାମ୍ନାକୁ ଆସିଛି। ଗତ ୨୪ ଘଣ୍ଟାରେ ରେକର୍ଡ ୫୭ ହଜାରରୁ ଅଧିକ ଲୋକଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୭ ଲକ୍ଷ ନିକଟରେ ପହଞ୍ଚି ଯାଇଛି। ସେହିପରି ଗୋଟିଏ […]

d

d

Hemant Lenka
  • Published: Saturday, 01 August 2020
  • Updated: 01 August 2020, 01:30 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଭାରତରେ ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି। ପ୍ରତିଦିନ ପୂର୍ବଦନ ଅପେକ୍ଷା ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। କ୍ରମାଗତ ତୃତୀୟ ଦିନ ପାଇଁ ଦେଶରେ ୫୦ ହଜାରରୁ ଅଧିକ ପଜିଟିଭ କେସ୍‌ ସାମ୍ନାକୁ ଆସିଛି।

ଗତ ୨୪ ଘଣ୍ଟାରେ ରେକର୍ଡ ୫୭ ହଜାରରୁ ଅଧିକ ଲୋକଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୭ ଲକ୍ଷ ନିକଟରେ ପହଞ୍ଚି ଯାଇଛି। ସେହିପରି ଗୋଟିଏ ଦିନରେ କରୋନା ୭୬୪ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୩୬ ହଜାର ପାର କରିଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ ୫୭,୧୧୮ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬,୯୫,୯୮୮କୁ ବୃଦ୍ଧି ପାଇଛି। ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ମଧ୍ୟ ୩୬,୫୧୧ରେ ପହଞ୍ଚି ଯାଇଛି।

ଜୁଲାଇ ମାସରେ ଦେଶର କରୋନା ସ୍ଥିତି ସବୁଠାରୁ ସାଂଘାତିକ ରୂପ ନେଇଛି। ଜୁଲାଇ ୧ରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୫,୮୫,୪୯୩ ଥିଲା। ତେବେ ଜୁଲାଇ ୩୧ ବେଳକୁ ଏହିସଂଖ୍ୟା ୧୬,୩୮,୮୭୦ରେ ପହଞ୍ଚି ଯାଇଛି। ସେହିପରି ମୃତ୍ୟୁସଂଖ୍ୟା ୧୭,୪୦୦ରୁ ବୃଦ୍ଧି ପାଇ ୩୫,୭୪୭ ଛୁଇଁଛି।

ଅନ୍ୟପକ୍ଷରେ ଦେଶରେ ଆରୋଗ୍ୟ ହାର ୬୪.୫୨% ହୋଇଯାଇଛି। ଗତ ୨୪ ଘଣ୍ଟାରେ ୩୬,୫୬୯ ଜଣ ଲୋକ କରୋନା ଭାଇରସ କବଳରୁ ସୁସ୍ଥ ହୋଇଛନ୍ତି। ଏହାର ଅର୍ଥ ଦେଶରେ ଏଯାଏ ୧୦,୯୪,୩୭୪ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା ୫,୬୫,୧୦୩ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story