ଅନୁପମ୍‌ଙ୍କ ପ୍ରଶ୍ନ: ସିନେମା ଟିକେଟ୍ ପାଇଁ ଲାଇନ୍‌ରେ ଠିଆ ହୋଇପାରିବେ, ଜାତୀୟ ସଙ୍ଗୀତ ପାଇଁ କାହିଁକି ନୁହେଁ?

ପୁଣେ: କିଛି ଦିନ ହେବ ସିନେମା ହଲ୍‌ରେ ଜାତୀୟ ସଙ୍ଗୀତ ବାଜିବା ନେଇ ପୁଣି ବିବାଦ ଆରମ୍ଭ ହୋଇଛି। ବିଶେଷ କରି ବଲିଉଡ୍‌ର କିଛି କଳାକାରଙ୍କ ମନ୍ତବ୍ୟ ବିବାଦକୁ ଅଧିକ ଜଟିଳ କରିଛି। ଗାୟକ ସୋନୁ ନିଗମ୍ କହିଥିଲେ ଯେ ସିନେମା ହଲ୍‌ରେ ଜାତୀୟ ସଙ୍ଗୀତ ବାଜିବା ଏକ ଅପମାନ। ବିଦ୍ୟା ବାଲନ୍ କହିଥିଲେ ଯେ କାହା ଉପରେ ଦେଶଭକ୍ତିକୁ ଲଦି ଦେବା ଠିକ୍ ନୁହେଁ। ତେବେ ଅଭିନେତା ‌ଅନୁପମ୍ ଖେର ଭିନ୍ନ ମତ ଦେଇଛନ୍ତି। ଏ […]

anupam

anupam

Rakesh Mallick
  • Published: Monday, 30 October 2017
  • Updated: 30 October 2017, 10:02 AM IST

Sports

Latest News

ପୁଣେ: କିଛି ଦିନ ହେବ ସିନେମା ହଲ୍‌ରେ ଜାତୀୟ ସଙ୍ଗୀତ ବାଜିବା ନେଇ ପୁଣି ବିବାଦ ଆରମ୍ଭ ହୋଇଛି। ବିଶେଷ କରି ବଲିଉଡ୍‌ର କିଛି କଳାକାରଙ୍କ ମନ୍ତବ୍ୟ ବିବାଦକୁ ଅଧିକ ଜଟିଳ କରିଛି। ଗାୟକ ସୋନୁ ନିଗମ୍ କହିଥିଲେ ଯେ ସିନେମା ହଲ୍‌ରେ ଜାତୀୟ ସଙ୍ଗୀତ ବାଜିବା ଏକ ଅପମାନ। ବିଦ୍ୟା ବାଲନ୍ କହିଥିଲେ ଯେ କାହା ଉପରେ ଦେଶଭକ୍ତିକୁ ଲଦି ଦେବା ଠିକ୍ ନୁହେଁ। ତେବେ ଅଭିନେତା ‌ଅନୁପମ୍ ଖେର ଭିନ୍ନ ମତ ଦେଇଛନ୍ତି। ଏ ପ୍ରସଙ୍ଗରେ ସେ କହିଛନ୍ତି, ‘ଯଦି ଲୋକେ ରେସ୍ତୋରାଁରେ ଅପେକ୍ଷା କରିପାରିବେ, ସିନେମା ହଲରେ ଟିକେଟ୍ ପାଇଁ ଲାଇନରେ ଠିଆ ହେଇପାରିବେ, ତା’ହେଲେ ସିନେମା ହଲ୍‌ରେ ଜାତୀୟ ସଙ୍ଗୀତ ପାଇଁ ମାତ୍ର ୫୨ ସେକେଣ୍ଡ ପାଇଁ  ଠିଆ ହୋଇପାରିବେନି କାହିଁକି?’

ଏକ ପୁରସ୍କାର ବିତରଣ ଉତ୍ସବରେ ସେ ଏକଥା କହିଥିଲେ।

‘ପ୍ରମୋଦ ମହାଜନ ମୋମୋରିଆଲ ଆୱାର୍ଡ’ ଗ୍ରହଣ କରିବା ଅବସରରେ ସେ କହିଥିଲେ “କିଛି ଲୋକଙ୍କ କହିବା କଥା ଯେ ସିନେମା ହଲ୍‌ରେ ଜାତୀୟ ସଙ୍ଗୀତ ବାଜିବା ସମୟରେ ଛିଡ଼ା ହେବା ବାଧ୍ୟତା ମୂଳକ ହେବା ଉଚିତ ନୁହେଁ। ହେଲେ ମୋ ପାଇଁ ଜାତୀୟ ସଙ୍ଗୀତ ପାଇଁ ଠିଆ ହେବା ଜଣେ ବ୍ୟକ୍ତିର ଳାଳନପାଳନ ଓ ସଂସ୍କାରକୁ ଦର୍ଶାଇଥାଏ। ଯେପରି ଆମେ ନିଜ ପିତା କି ଶିକ୍ଷକଙ୍କ ସମ୍ମାନରେ ଠିଆ ହେଇଥାଉ, ଠିକ୍ ସେହିପରି ଜାତୀୟ ସଙ୍ଗୀତ ପାଇଁ ଠିଆ ହେବା ଦେଶ ପ୍ରତି ସମ୍ମାନକୁ ଦର୍ଶାଇଥାଏ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story