ମୁମ୍ୱାଇର ୪ ଡାକ୍ତର 'କରୋନା' ଆକ୍ରାନ୍ତ

ମୁମ୍ୱାଇ: ମହାରାଷ୍ଟ୍ରରେ ଏଯାବତ ୧୯୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଯେଉଁଥିରୁ ୪ ଡାକ୍ତର ରହିଛନ୍ତି। ଏହି ଡାକ୍ତରମାନେ କେମିତି ସଂକ୍ରମିତ ହୋଇଛନ୍ତି ତାହା ଏଯାବତ ଅସ୍ପଷ୍ଟ ରହିଛି। ହେଲେ କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ବେଳେ ସଂକ୍ରମିତ ହୋଇଛନ୍ତି ବୋଲି କୁହାଯାଉଛି। ଏଯାଏ କରୋନାରେ ମହାରାଷ୍ଟ୍ରରେ ସର୍ବାଧିକ ୬ ଜଣଙ୍କ ମୃତ୍ୟୁ ହୋଇଛି। ଯେଉଁଥିରୁ ଜଣେ ୮୫ ବର୍ଷୀୟ ଅବସରପ୍ରାପ୍ତ ଡାକ୍ତର ୟୁରୋଲଜିଷ୍ଟ ଡାକ୍ତର ରହିଛନ୍ତି। ଶନିବାର ମୁମ୍ବାଇରେ ଜଣେ ଡାକ୍ତରଙ୍କ ନମୁନା କରୋନା ପଜିଟିଭ୍ […]

novel_corona

novel_corona

Subhransu Sekhar
  • Published: Sunday, 29 March 2020
  • Updated: 29 March 2020, 12:39 PM IST

Sports

Latest News

ମୁମ୍ୱାଇ: ମହାରାଷ୍ଟ୍ରରେ ଏଯାବତ ୧୯୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଯେଉଁଥିରୁ ୪ ଡାକ୍ତର ରହିଛନ୍ତି। ଏହି ଡାକ୍ତରମାନେ କେମିତି ସଂକ୍ରମିତ ହୋଇଛନ୍ତି ତାହା ଏଯାବତ ଅସ୍ପଷ୍ଟ ରହିଛି। ହେଲେ କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ବେଳେ ସଂକ୍ରମିତ ହୋଇଛନ୍ତି ବୋଲି କୁହାଯାଉଛି। ଏଯାଏ କରୋନାରେ ମହାରାଷ୍ଟ୍ରରେ ସର୍ବାଧିକ ୬ ଜଣଙ୍କ ମୃତ୍ୟୁ ହୋଇଛି। ଯେଉଁଥିରୁ ଜଣେ ୮୫ ବର୍ଷୀୟ ଅବସରପ୍ରାପ୍ତ ଡାକ୍ତର ୟୁରୋଲଜିଷ୍ଟ ଡାକ୍ତର ରହିଛନ୍ତି।

ଶନିବାର ମୁମ୍ବାଇରେ ଜଣେ ଡାକ୍ତରଙ୍କ ନମୁନା କରୋନା ପଜିଟିଭ୍ ମିଳିଛି। ଜଣେ ଅଧିକାରୀ ଏହି ଡାକ୍ତରଙ୍କ ବାବଦରେ ସୂଚନା ଦେଇ କହିଛନ୍ତି, ଏହି ଡାକ୍ତର ବିଦେଶ ଯାଇ ନାହାନ୍ତି। ହେଲେ ନିକଟରେ ସେ ଗୁଜରାଟର ସୁରଟ ଯାଇଥିଲେ। ସେଠାରେ କିଛି ଲୋକଙ୍କୁ ଭେଟିଥିଲେ। ଯେଉଁମାନେ କି ବିଦେଶରୁ ଫେରିଥିଲେ।

ମହାରାଷ୍ଟ୍ର ମେଡିକାଲ କାଉନସିଲର ଅଧ୍ୟକ୍ଷ ଡକ୍ଟର ଶିବକୁମାର ଉତୁରେ କହିଛନ୍ତି, ଲୋକମାନେ ବହୁ ପରିମାଣର ମାସ୍କ ଓ ସାନିଟାଇଜର ଆଦି କିଣି ନେଇଛନ୍ତି। ତେଣୁ ଡାକ୍ତର ମାନଙ୍କ ପାଇଁ ଏବେ ଅଭାବ ଦେଖାଦେଇଛି ମାସ୍କ। ଏବେ ଅନ୍ୟାନ୍ୟ ରୋଗୀଙ୍କ ଚିକିତ୍ସା ପାଇଁ ଇଣ୍ଡିଆନ ମେଡିକାଲ ଆସୋସିଏସନ ଡାକ୍ତରଙ୍କୁ ଫୋନ୍ ମାଧ୍ୟମରେ ସେବା ଯୋଗାଇବାକୁ ପରାମର୍ଶ ଦେଇଛି।

କରୋନା ଆକ୍ରାନ୍ତଙ୍କର ଚିକିତ୍ସା ଡାକ୍ତର ଓ ନର୍ସମାନେ କରୁଥିବାରୁ ଉନ୍ନତ ମାନର ମାସ୍କ ଓ ସାନିଟାଇଜର ଆବଶ୍ୟକତା ରହିଛି। ଚାଇନା, ଇଟଲୀରେ ମଧ୍ୟ କରୋନା ରୋଗୀଙ୍କର ଚିକିତ୍ସା କରୁଥିବା ବେଳେ ଅନେକ ଡାକ୍ତରଙ୍କର ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story