ଭୋଟର ଲିଷ୍ଟରେ ନାହିଁ ଆପୋଲୋର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷଙ୍କ ନାଁ

ହାଇଦ୍ରାବାଦ୍‌: ଭୋଟ୍‌ର ଲିଷ୍ଟରେ କେମିତି ତ୍ରୁଟି ହୋଇଥାଏ, ତା’ର ଏକ ଜ୍ୱଳନ୍ତ ଉଦାହରଣ ଆଜି ସାମ୍ନାକୁ ଆସିଛି। ଆଜି ତେଲେଙ୍ଗାନା ଲୋକସଭା ଆସନ ପାଇଁ ଭୋଟ୍‌ ହୋଇଥିଲେ ହେଁ ଭୋଟର ଲିଷ୍ଟରେ ଆପୋଲୋ ହସ୍ପିଟାଲ୍‌ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ଭାଇସ୍‌ ଚେୟାରମ୍ୟାନ୍‌ ଶୋବନା କାମିନେନିଙ୍କ ନାଁ ନାହିଁ। ଏକଥାକୁ ଖୋଦ୍‌ ଶୋବନା କହିବା ସହ ଭାରତୀୟ ନାଗରିକ ଭାବେ ଆଜିର ଦିନ ତାଙ୍କ ପାଇଁ ସବୁଠାରୁ ଖରାପ ଦିନ ବୋଲି କହିଛନ୍ତି। ଶୋବନା ପୂର୍ବରୁ ସିଆଇଆଇ ଅଧ୍ୟକ୍ଷ ଭାବେ […]

re

re

Hemant Lenka
  • Published: Thursday, 11 April 2019
  • Updated: 11 April 2019, 05:26 PM IST

Sports

Latest News

ହାଇଦ୍ରାବାଦ୍‌: ଭୋଟ୍‌ର ଲିଷ୍ଟରେ କେମିତି ତ୍ରୁଟି ହୋଇଥାଏ, ତା’ର ଏକ ଜ୍ୱଳନ୍ତ ଉଦାହରଣ ଆଜି ସାମ୍ନାକୁ ଆସିଛି। ଆଜି ତେଲେଙ୍ଗାନା ଲୋକସଭା ଆସନ ପାଇଁ ଭୋଟ୍‌ ହୋଇଥିଲେ ହେଁ ଭୋଟର ଲିଷ୍ଟରେ ଆପୋଲୋ ହସ୍ପିଟାଲ୍‌ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ଭାଇସ୍‌ ଚେୟାରମ୍ୟାନ୍‌ ଶୋବନା କାମିନେନିଙ୍କ ନାଁ ନାହିଁ। ଏକଥାକୁ ଖୋଦ୍‌ ଶୋବନା କହିବା ସହ ଭାରତୀୟ ନାଗରିକ ଭାବେ ଆଜିର ଦିନ ତାଙ୍କ ପାଇଁ ସବୁଠାରୁ ଖରାପ ଦିନ ବୋଲି କହିଛନ୍ତି।

ଶୋବନା ପୂର୍ବରୁ ସିଆଇଆଇ ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ଆପୋଲୋ ଗ୍ରୁପ୍‌ର ପ୍ରତିଷ୍ଠାତାଙ୍କ ଝିଅ।

ଏକ ଭିଡିଓ ବାର୍ତ୍ତାରେ ଶୋବନା କହିଛନ୍ତି, “ମୁଁ ବିଦେଶରେ ଥିଲି। କିନ୍ତୁ ଭୋଟ୍‌ ପାଇଁ ଭାରତ ଆସିଥିଲି। ଆଜି ଭୋଟ୍‌ ଦେବାକୁ ବୁଥ୍‌ରେ ପହଞ୍ଚିଥିଲେ ହେଁ ମୋ ନାଁକୁ ଭୋଟର ଲିଷ୍ଟରୁ କାଟି ଦିଆଯାଇଛି।

କ’ଣ ମୁଁ ଭାରତୀୟ ନାଗରିକ ନୁହେଁ? କ’ଣ ଭୋଟ୍‌ ଗୁରୁତ୍ୱପୂର୍ଣ୍ଣ ନୁହେଁ? ଏହା ଭାରତୀୟ ନାଗରିକ ହିସବାରେ ମୋ ବିରୋଧରେ ଅନ୍ୟାୟ କରାଯାଇଛି। ଏହା ଏକ ଅପରାଧ। ଏହାକୁ ମୁଁ କେବେ ହେଲେ ଗ୍ରହଣ କରିବି ନାହିଁ।

ଗତ ତେଲେଙ୍ଗାନା ବିଧାନସଭାରେ ମୁଁ ଭୋଟ୍‌ ଦେଇଥିଲି। ଏଥର ଲୋକସଭା ନିର୍ବାଚନରେ ମଧ୍ୟ ମୁଁ ଭୋଟ୍‌ ଦେବାର ଥିଲା। ଏଥିପାଇଁ ମୁଁ ମୋର ବୁଥରେ ପହଞ୍ଚିଥିଲି। କିନ୍ତୁ ସେଠାରେ ଭୋଟର ଲିଷ୍ଟରେ ମୋ ନାଁ ନଥିବା ଜାଣିବାକୁ ପାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story