ପୃଥିବୀ ଧ୍ୱଂସ ନେଇ ପୁଣି ଚର୍ଚ୍ଚା: ନାଶାର ଆଶଙ୍କା ୨୦୩୬ରେ ମହାପ୍ରଳୟ ! ସମାନ ଆକଳନ କଲେ ଋଷୀୟ ବୈଜ୍ଞାନିକ

ୱାଶିଂଟନ:ପୃଥିବୀର ଆୟୁଷକୁ ନେଇ ପୁଣି ଉଠିଲା ପ୍ରଶ୍ନ। ଆଉ ବେଶୀ ବର୍ଷ ନୁହଁ ୨୦୩୬ରେ ଧ୍ୱଂଶ ହୋଇପାରେ ପୃଥିବୀ। ଆସିବ ମହା ପ୍ରଳୟ । ତାଣ୍ଡବ ମଚିବ। ଆଉ ଧରାପୃଷ୍ଟରୁ ଲୋପ ପାଇଯିବ ଜୀବ ସତ୍ତା।  ଏଥର ଆଉ କେହି ନୁହଁ ଖୋଦ ନାଶା ହିଁ ଏମିତି କିଛି ଆଶଙ୍କା କରିଛି। ଆମେରିକାର ମହାକାଶ ଗବେଷଣା ସଂସ୍ଥା (ନାଶା)ର ଆକଳନ ଅନୁଯାୟୀ ମହାକାଶରେ ବୁଲୁଥିବା ଏକ କ୍ଷୁଦ୍ର ଗ୍ରହ ୨୦୩୬ରେ ପୃଥିବୀ ଗ୍ରହ ସହ ପିଟି ହେବ। […]

nasa

nasa

Rakesh Mallick
  • Published: Tuesday, 21 November 2017
  • Updated: 22 November 2017, 01:43 PM IST

Sports

Latest News

ୱାଶିଂଟନ:ପୃଥିବୀର ଆୟୁଷକୁ ନେଇ ପୁଣି ଉଠିଲା ପ୍ରଶ୍ନ। ଆଉ ବେଶୀ ବର୍ଷ ନୁହଁ ୨୦୩୬ରେ ଧ୍ୱଂଶ ହୋଇପାରେ ପୃଥିବୀ। ଆସିବ ମହା ପ୍ରଳୟ । ତାଣ୍ଡବ ମଚିବ। ଆଉ ଧରାପୃଷ୍ଟରୁ ଲୋପ ପାଇଯିବ ଜୀବ ସତ୍ତା।  ଏଥର ଆଉ କେହି ନୁହଁ ଖୋଦ ନାଶା ହିଁ ଏମିତି କିଛି ଆଶଙ୍କା କରିଛି। ଆମେରିକାର ମହାକାଶ ଗବେଷଣା ସଂସ୍ଥା (ନାଶା)ର ଆକଳନ ଅନୁଯାୟୀ ମହାକାଶରେ ବୁଲୁଥିବା ଏକ କ୍ଷୁଦ୍ର ଗ୍ରହ ୨୦୩୬ରେ ପୃଥିବୀ ଗ୍ରହ ସହ ପିଟି ହେବ। ଫଳସୂରୁପ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହେବ। ଏହି ଗ୍ରହର ଶକ୍ତ ଧକ୍କାରେ ପୃଥିବୀ ଭୟଙ୍କର କମ୍ପନରେ ଥରି ଉଠିବ। ଆଉ ଏହା ଧ୍ୱଂସର କାରଣ ପାଲଟିବ।

ନାଶା ପକ୍ଷରୁ ୨୦୧୪ରେ ଏହି ଗ୍ରହକୁ ଆବିଷ୍କାର କରାଯାଇ ଥିଲା। ଏହାର ନାମକରଣ ‘ଆପୋଫିଜ୍‌’ ରଖାଯାଇଥିଲା। କ୍ଷୁଦ୍ର ହେଲେ ମଧ୍ୟ ଏହି ଗ୍ରହ ଖୁବ୍ ଶକ୍ତିହଶାଳୀ ବୋଲି ନାଶାର ବୈଜ୍ଞାନିକ ପଲ ଖୋଦାସ ଏବଂ ଷ୍ଟିଭ୍‌ ଚେଷଲୀ କହିଛନ୍ତି।  ଏହି ଗ୍ରହ କେବେ ପିଟିହେବ ସେନେଇ ମଧ୍ୟ ବୈଜ୍ଞାନିକମାନେ ତାରିଖ ସ୍ପଷ୍ଟ କରିଦେଇଛନ୍ତି। ୨୦୩୬ ଏପ୍ରିଲ ୧୩ରେ ଏହି ଗ୍ରହ ପୃଥିବୀ ସହ ଧକ୍କା ହେବ। ସର୍ବସାଧାରଣ ଅବଗତି ନିମନ୍ତେ ଗବେଷଣା କରି ଏହି ତଥ୍ୟକୁ ସାର୍ବଜନୀନ କରାଯାଇଛି ବୋଲି ନାଶାର ବେଜ୍ଞାନିକମାନେ କହିଛନ୍ତି। ମହାକାଶରେ ଏମିତି  ୪୫,୦୦୦ ଗ୍ରହରୁ ‘ଆପୋଫିଜ୍‌’ ହେଉଛି ଅନ୍ୟତମ।

କେବଳ ନାଶା ନୁହଁ ଋଷୀୟ ବୈଜ୍ଞାନିକମାନେ ସମାନ ଧରଣର ଆକଳନ କରିଛନ୍ତି। ୨୦୩୬ ପୂର୍ବରୁ ଏହି ଗ୍ରହଟି ୨୦୨୯ ସୁଦ୍ଧା ନିକଟତର ହୋଇ ପୃଥିବୀଠାରୁ ୩୨,୦୦୦ କିଲୋମିଟର ଦୂରତା ବ୍ୟବଧାନରେ ରହିବ। ଏହି ସମୟରେ କୌଣସି କାରଣରୁ ବିଚଳନ ହୋଇ ଧ୍ୱାଶାଂଭିମୁଖୀ ଆଡ଼କୁ ଗତିକରିପାରେ ବୋଲି ଋଷୀୟ ମହାକାଶ ବୈଜ୍ଞାନିକମାନଙ୍କ ପକ୍ଷରୁ କୁହାଯାଇଛି। ପ୍ରାରମ୍ଭରୁ ୨୦୨୯ ସୁଦ୍ଧା ‘ଆପୋଫିଜ୍‌’ ବିଚଳନନର ପ୍ରଭାବ ପୃଥିବୀ ଉପରେ ୨.୭ ପ୍ରତିଶତ ଅନୁଭୂତ ହେବ ବୋଲି ଆକଳନ କରାଯାଉଛି। ପୂର୍ବରୁ  ଡେଭିଡ ମିଡେ ନାମକ ଜଣେ ଖ୍ରୀଷ୍ଟିୟାନ ଆତ୍ମଘୋଷିତ ଗବେଷକ ପୃଥିବୀ ଧ୍ୱଂଶ ନେଇ ଭବିଷ୍ୟବାଣି କରିଥିଲେ । ଯାହା ଖୁବ୍‌ ଚର୍ଚ୍ଚାର ବିଷୟପାଲଟିଥିଲା।

https://www.dailystar.co.uk/news/latest-news/661374/Asteroid-99942-Apophis-NASA-earth-space-rock-2036-wipe-out-humanity-Nibiru-end-of-world

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story