କ୍ରେଜିୱାଲ ବିଧାୟକମାନଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ କରିବା ଦରକାର : ବିଜେନ୍ଦ୍ର ଗୁପ୍ତା

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ବିଜେନ୍ଦ୍ର ଗୁପ୍ତା ଆଜି ଆମ ଆଦମୀ ପାର୍ଟିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଆମ ଆଦମୀ ପାର୍ଟିର ୨୩ ଜଣ ବିଧାୟକଙ୍କ   ଶିକ୍ଷାଗତ ଯୋଗ୍ୟତା  ଯାଞ୍ଚ କରିବା ଦରକାର।” ବିଜେନ୍ଦ୍ର ସୋସିଆଲ ମିଡିଆରେ ଟ୍ୱିଟ୍ କରି କରିଛନ୍ତି, “ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିୱାଲ ‘ଆମ ଆଦମୀ ପାର୍ଟିର ୨୩ ଜଣ ବିଧାୟକଙ୍କ ଶିକ୍ଷାଗତ ଯୋଗ୍ୟତାର ଯାଞ୍ଚ କରିବା ଦରକାର। ଏମାନଙ୍କ ମଧ୍ୟରୁ କୌଣସି  ବିଧାୟକ ଯୁକ୍ତ ଦୁଇରୁ ଅଧିକ ପଢ଼ିନାହାନ୍ତି।” ସେ […]

vijender_

Rakesh Mallick
  • Published: Thursday, 16 June 2016
  • , Updated: 16 June 2016, 03:40 PM IST

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ବିଜେନ୍ଦ୍ର ଗୁପ୍ତା ଆଜି ଆମ ଆଦମୀ ପାର୍ଟିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଆମ ଆଦମୀ ପାର୍ଟିର ୨୩ ଜଣ ବିଧାୟକଙ୍କ   ଶିକ୍ଷାଗତ ଯୋଗ୍ୟତା  ଯାଞ୍ଚ କରିବା ଦରକାର।”

ବିଜେନ୍ଦ୍ର ସୋସିଆଲ ମିଡିଆରେ ଟ୍ୱିଟ୍ କରି କରିଛନ୍ତି, “ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିୱାଲ ‘ଆମ ଆଦମୀ ପାର୍ଟିର ୨୩ ଜଣ ବିଧାୟକଙ୍କ ଶିକ୍ଷାଗତ ଯୋଗ୍ୟତାର ଯାଞ୍ଚ କରିବା ଦରକାର। ଏମାନଙ୍କ ମଧ୍ୟରୁ କୌଣସି  ବିଧାୟକ ଯୁକ୍ତ ଦୁଇରୁ ଅଧିକ ପଢ଼ିନାହାନ୍ତି।”

ସେ ଆହୁରି କହିଛନ୍ତି, “ବିଧାୟକ ନରେନ୍ଦ୍ର ତୋମର ନକଲି  ଡିଗ୍ରୀ ସାଟିଫିକେଟ ଦେଇଛନ୍ତି। ”

Related story