ଜ୍ଞାନବ୍ୟାପୀ ମାମଲା ଶୁଣାଣି ଯୋଗ୍ୟ ନା ନୁହେଁ, ଆଜି ଆସିବ ରାୟ

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ଜ୍ଞାନବ୍ୟାପୀ ମସଜିଦ ମାମଲା ମାମଲା ଶୁଣାଣି ଯୋଗ୍ୟ ନା ନୁହେଁ, ଏନେଇ ଆଜି ଆସିବ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି।  ଉତ୍ତରପ୍ରଦେଶ ବାରଣାସୀ ଜିଲ୍ଲା ଜଜ୍ ଆଜି ଏ   ସମ୍ପର୍କରେ ନିଜ ରାୟ ଶୁଣାଇବେ, ଯାହା ଉପରେ ସମଗ୍ର ଦେଶବାସୀଙ୍କ ନଜର ରହିଛି। ଏହି ସମୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବାରଣାସୀରେ ୧୪୪ ଧାରା ଲାଗୁ କରାଯାଇଛି। ଏହି ମାମଲାରେ ସମସ୍ତ ପକ୍ଷ ନିଜ ବୟାନ ରେକର୍ଡ କରି ସାରିଛନ୍ତି। ୨୧ ଦିନ ଧରି […]

gyanvapi- masjid

gyanvapi- masjid

Niharika Rout
  • Published: Monday, 12 September 2022
  • Updated: 12 September 2022, 08:42 AM IST

Sports

Latest News

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ଜ୍ଞାନବ୍ୟାପୀ ମସଜିଦ ମାମଲା ମାମଲା ଶୁଣାଣି ଯୋଗ୍ୟ ନା ନୁହେଁ, ଏନେଇ ଆଜି ଆସିବ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି।  ଉତ୍ତରପ୍ରଦେଶ ବାରଣାସୀ ଜିଲ୍ଲା ଜଜ୍ ଆଜି ଏ   ସମ୍ପର୍କରେ ନିଜ ରାୟ ଶୁଣାଇବେ, ଯାହା ଉପରେ ସମଗ୍ର ଦେଶବାସୀଙ୍କ ନଜର ରହିଛି। ଏହି ସମୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବାରଣାସୀରେ ୧୪୪ ଧାରା ଲାଗୁ କରାଯାଇଛି।

ଏହି ମାମଲାରେ ସମସ୍ତ ପକ୍ଷ ନିଜ ବୟାନ ରେକର୍ଡ କରି ସାରିଛନ୍ତି। ୨୧ ଦିନ ଧରି ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ଆଜି ଅପରାହ୍ନ ୨ଟାରେ ଏହାର ଶୁଣାଣି ଆରମ୍ଭ ହେବ। ଅପରାହ୍ନ ୫ଟା ପୂର୍ବରୁ ଏହି ବହୁ ଚର୍ଚ୍ଚିତ ମାମଲାକୁ ନେଇ ରାୟ ଆସିଯିବ ବୋଲି ଅନୁମାନ କରାଯାଉଛି।

ଜ୍ଞାନବ୍ୟାପୀ ମସଜିଦ୍‌ ପରିସରରେ ଥିବା  ଶୃଙ୍ଗାର ଗୌରୀ ମନ୍ଦିରରେ ୧୯୯୧ ମସିହା ପୂର୍ବରୁ ଯେପରି ପୂଜାର୍ଚ୍ଚନା ହେଉଥିଲା ଏବେ ବି  ସେପରି ପୂଜାର୍ଚ୍ଚନା କରିବାର ଅଧିକାର ମାଗୁଛନ୍ତି ଆବେଦନକାରୀ ମହିଳା। ଏପରିକି ମସଜିଦ ବାହ୍ୟ କାନ୍ଥରେ ଶୋଭା ପାଉଥିବା ହିନ୍ଦୁ ଦେବାଦେବୀଙ୍କ  ନିୟମିତ ପୂଜାର୍ଚ୍ଚନା ନିମନ୍ତେ ମଧ୍ୟ ଅନୁମତି ଦେବାକୁ ଗତ ବର୍ଷ ଏକ ଆବେଦନ କରାଯାଇଥିଲା । ଗତ ବର୍ଷ ମେ’ ମାସରେ  ଦିଲ୍ଲୀର ରାକ୍ଷୀ ସିଂ ଏବଂ ବାରାଣାସୀର ୪ଜଣ ମହିଳା ସିଭିଲ୍ ଜଜଙ୍କ କୋର୍ଟରେ  ଏହି ଆବେଦନ କରିଥିଲେ।   ଏହାପରେ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ଜ୍ଞାନବ୍ୟାପୀ ମସଜିଦ ପରିସରର ଭିଡିଓଗ୍ରାଫି ସର୍ଭେ କରାଯାଇଥିଲା।

ଆଜି ଆସିବାକୁ ଥିବା ବହୁ ପ୍ରତିକ୍ଷୀତ ନିଷ୍ପତ୍ତି ଆବେଦନକାରୀ ମହିଳାଙ୍କ ସପକ୍ଷରେ ଆସିଲେ, ଏହାକୁ ବାରଣାସୀର ହିନ୍ଦୁ ସମ୍ପ୍ରଦାୟ ଲୋକେ ଏକ ଉତ୍ସବ ଭାବେ ପାଳନ କରିବେ ବୋଲି ନିଷ୍ପତ୍ତି ନେଇଥିବା ଜଣାଯାଇଛି । ଏପରିକି  ସମସ୍ତ ହିନ୍ଦୁ ସମ୍ପ୍ରଦାୟ ଲୋକେ ଆଜି  ରାତି ୮ଟାରୁ ୮ଟା୧୫ ପର୍ଯ୍ୟନ୍ତ ନିଜ ଘର ଛାତ ଉପରେ ଶଙ୍ଖ ଫୁଙ୍କିବା ସହ ଘଣ୍ଟି ଓ ଥାଳି ବଜାଇବେ  ବୋଲି କହିଛନ୍ତି । ଏଥିନିମନ୍ତେ ଅଜି ସକାଳୁ କାଶୀର ବିଭିନ୍ନ ମନ୍ଦିରେ ପୂଜାର୍ଚ୍ଚନା ଆରମ୍ଭ ହୋଇଗଲାଣି।

ଏହାକୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାକୁ ବାରଣାସୀ ସହରରେ ଧାରା ୧୪୪ ଅନୁଯାୟୀ ଲାଗୁ କରାଯାଇଛି। ଏଥିସହ ଗୁରୁତ୍ୱପୂର୍ଣ୍ଣ ଜାଗାରେ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଥିବା ବାରଣାସୀର ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story