ମୁହଁ ଖୋଲିଲେ ସେନା ମୁଖ୍ୟ : କହିଲେ ସେନାକୁ ରାଜନୀତିରୁ ଦୂରେଇ ରଖାଯାଉ 

ନୂଆଦିଲ୍ଲୀ: ସେନାକୁ ରାଜନୀତିରୁ ଦୂରେଇ ରଖାଯାଉ।  ୟୁନାଇଟେଡ ସର୍ଭିସ ଇନଷ୍ଟିଚ୍ୟୁସନ ପକ୍ଷରୁ ଆୟୋଜିତ ଏକ କାଅର୍ଯ୍ୟକ୍ରମରେ ଯୋଗଦେଇ ଏଭଳି କହିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ । ଏଥିପାଇଁ ମିଡିଆର ସହଯୋଗ ନିତ୍ୟାନ୍ତ ଦରକାର ବୋଲି ମଧ୍ୟ ସେ କହିଛନ୍ତି । ଆମେ ଏକ ଧର୍ମନିରପେକ୍ଷ ଓ ଗଣତନ୍ତ୍ର ରାଷ୍ଟ୍ରରେ ରହୁଛୁ।  ତେଣୁ ସେନା ରାଜନୀତି ପରିସରକୁ ଆସିବା କଥା ନୁହେଁ । ଅତୀତରେ ସେନାବାହିନୀରେ ରାଜନୀତି କିମ୍ବା ମହିଳା ପ୍ରସଙ୍ଗରେ କୌଣସି ପ୍ରକାର ଆଲୋଚନା […]

bipin-1

bipin-1

Rakesh Mallick
  • Published: Thursday, 07 December 2017
  • Updated: 07 December 2017, 08:20 AM IST

Sports

Latest News

ନୂଆଦିଲ୍ଲୀ: ସେନାକୁ ରାଜନୀତିରୁ ଦୂରେଇ ରଖାଯାଉ।  ୟୁନାଇଟେଡ ସର୍ଭିସ ଇନଷ୍ଟିଚ୍ୟୁସନ ପକ୍ଷରୁ ଆୟୋଜିତ ଏକ କାଅର୍ଯ୍ୟକ୍ରମରେ ଯୋଗଦେଇ ଏଭଳି କହିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ । ଏଥିପାଇଁ ମିଡିଆର ସହଯୋଗ ନିତ୍ୟାନ୍ତ ଦରକାର ବୋଲି ମଧ୍ୟ ସେ କହିଛନ୍ତି । ଆମେ ଏକ ଧର୍ମନିରପେକ୍ଷ ଓ ଗଣତନ୍ତ୍ର ରାଷ୍ଟ୍ରରେ ରହୁଛୁ।  ତେଣୁ ସେନା ରାଜନୀତି ପରିସରକୁ ଆସିବା କଥା ନୁହେଁ । ଅତୀତରେ ସେନାବାହିନୀରେ ରାଜନୀତି କିମ୍ବା ମହିଳା ପ୍ରସଙ୍ଗରେ କୌଣସି ପ୍ରକାର ଆଲୋଚନା ହୋଇଥିବା ନଜିର ନାହିଁ।  କିନ୍ତୁ ରାଜନୀତିରେ ଏବେ ସେନା ପ୍ରସଙ୍ଗରେ ଆଲୋଚନା ବୃଦ୍ଧି ପାଇବାରେ ଲାଗିଛି।  ତେଣୁ ରାଜନୀତିରୁ ସେନା ଦୂରେଇ ରହିଲେ, ଭାରତୀୟ ସେନାର କାର୍ଯ୍ୟ ଦକ୍ଷତା ଭଲ ରହିବ ବୋଲି ସ୍ଥଳସେନା ମୁଖ୍ୟ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story