ଫୁଟିବା ଆଗରୁ ନିଷ୍କ୍ରିୟ କରିଦେଲା ସେନା

ଶ୍ରୀନଗର: ଶ୍ରୀନଗରରେ ଏକ ବଡ଼ ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇପାରିଛି ।  ଜନଗହଳିପୂର୍ଣ୍ଣ ମର୍ଲୁ ଅଞ୍ଚଳରୁ ଉଦ୍ଧାର ହୋଇଛି ଏକ ଆଇଇଡି ।  ମାଟି ତଳେ ଏହା ପୋତା ଯାଇଥିଲା।  ଏକ ବଡ଼ ଧରଣର ବିସ୍ଫୋରଣ ଘଟାଇବାକୁ ଆତଙ୍କବାଦୀମାନେ ଷଡ଼ଯନ୍ତ୍ର କରିଥିବା ସନ୍ଦେହ କରାଯାଉଛି।   ସେଥିପାଇଁ ସେମାନେ ଜନଗହଳିପୂର୍ଣ୍ଣ ମର୍ଲୁରେ ଏହି ଆଇଇଡି ଲଗାଇଥିଲେ ଆତଙ୍କବାଦୀ । ତେବେ ଏ ସଂପର୍କରେ ଆଗୁଆ ଜଣାପଡ଼ିଥିଲା।   ସୁରକ୍ଷାକର୍ମୀ ସେହି ଅଞ୍ଚଳକୁ ଘେରି ଯାଇଥିଲେ।   ତା’ ପରେ ବୋମା ନିଷ୍କ୍ରିୟକାରୀ […]

army-1

army-1

Rakesh Mallick
  • Published: Sunday, 14 January 2018
  • Updated: 14 January 2018, 09:32 PM IST

Sports

Latest News

ଶ୍ରୀନଗର: ଶ୍ରୀନଗରରେ ଏକ ବଡ଼ ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇପାରିଛି ।  ଜନଗହଳିପୂର୍ଣ୍ଣ ମର୍ଲୁ ଅଞ୍ଚଳରୁ ଉଦ୍ଧାର ହୋଇଛି ଏକ ଆଇଇଡି ।  ମାଟି ତଳେ ଏହା ପୋତା ଯାଇଥିଲା।  ଏକ ବଡ଼ ଧରଣର ବିସ୍ଫୋରଣ ଘଟାଇବାକୁ ଆତଙ୍କବାଦୀମାନେ ଷଡ଼ଯନ୍ତ୍ର କରିଥିବା ସନ୍ଦେହ କରାଯାଉଛି।   ସେଥିପାଇଁ ସେମାନେ ଜନଗହଳିପୂର୍ଣ୍ଣ ମର୍ଲୁରେ ଏହି ଆଇଇଡି ଲଗାଇଥିଲେ ଆତଙ୍କବାଦୀ । ତେବେ ଏ ସଂପର୍କରେ ଆଗୁଆ ଜଣାପଡ଼ିଥିଲା।   ସୁରକ୍ଷାକର୍ମୀ ସେହି ଅଞ୍ଚଳକୁ ଘେରି ଯାଇଥିଲେ।   ତା’ ପରେ ବୋମା ନିଷ୍କ୍ରିୟକାରୀ ଟିମ୍ ଆସି ଆଇଇଡିକୁ ନିଷ୍କ୍ରିୟ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story